Breaking News

ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||      ଟ୍ରାଫିକ ସମସ୍ୟା ଯୋଗୁଁ ବାଲିମେଳା ଦୈନିକ ବଜାର ରେ ଯାତ୍ରୀ ହନ୍ତସନ୍ତ |   (05-Aug-2026)       ||      ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ, ସମ୍ମତି ଦେଲେ ମହାମହିମ |    (05-Aug-2026)       ||     

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 72 ତମ ନିଖିଳ ଭାରତ ସମବାୟ ସପ୍ତାହ -2025 ପାଳନ,

18-Nov-2025

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ -୨୦୨୫ ପାଳନ ::ଚାଷୀଙ୍କ ସମସ୍ୟା ଓ ଦୁଃଖ ବୁଝି ସମସ୍ୟା ର ସମାଧାନ କର=ଉପଜିଲ୍ଲାପାଳ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ଖୋର୍ଦ୍ଧା ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଓ କେନ୍ଦ୍ର ସମବାୟ ବ୍ୟାଙ୍କ ମିଳିତ ଅନୁକୁଲ୍ୟରେ ଜୟୀ ରାଜଗୁରୁ ଟାଉନ ହଲ,ଖୋର୍ଦ୍ଧା ଠାରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ -୨୦୨୫ ପାଳିତ ହୋଇଯାଇଛି । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଅଭିଷେକ ସିଂହ ସାମନ୍ତଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା  ସଂମ୍ମାନିତ ଅତିଥି ରୂପେ ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଅଳକାନନ୍ଦା ଜେନା, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଥୀ ଶତପ‌ଥୀ, ସହନିବନ୍ଧକ ଖୋର୍ଦ୍ଧା ମଣ୍ଡଳ ଭଗମତ ମାରାଣ୍ଡି, ଭବାନୀ ଶଙ୍କର ପଶୁପାଳକ ସହ ମହାସମୀକ୍ଷକ, ଖୋର୍ଦ୍ଧା ସମବାୟ ସମୀକ୍ଷା ମଣ୍ଡଳ ବରିଷ୍ଠ ସହନିବନ୍ଧକ ସମବାୟ ସମିତି ସମୂହ, ଭୁବନେଶ୍ଵର ମଣ୍ଡଳ, ପ୍ରିୟବ୍ରତ ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ସାଧାରଣ ଯୋଗାଣ ଅଧିକାରୀ (CSO) ଜ୍ଞାନେନ୍ଦ୍ରିୟ ମିଶ୍ର ଓ ପରିଚାଳନା ପରିଷଦର ସମସ୍ତ ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକା ଗଣ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା କହିଲେ ମୁଁ  ଜଣେ ଚାଷୀ ଭାବରେ ଚାଷୀମାନଙ୍କର ଥିବା ସମସ୍ୟାକୁ  ଅତି ପାଖରୁ ଦେଖିଆସିଛି, ଚାଷୀଙ୍କ ସମସ୍ୟା, ଦୁଃଖ ବୁଝିଛି ସେଥ‌ିପାଇଁ ସମସ୍ତ ସମିତି କର୍ମଚାରୀ ଚାଷୀମାନଙ୍କୁ ସମିତିରେ ସମସ୍ତ କାର୍ଯ୍ୟରେ ସାହାର୍ଯ୍ୟ କରିବା ପାଇଁ ନିଜର କର୍ମକୁ ସୁଚାରୁରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ସଭାପତି ଶ୍ରୀ ସିଂ ସାମନ୍ତ ସମିତିର ସମସ୍ତ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ କରିବା ସହିତ ସରକାର ସମ୍ପାଦକଙ୍କୁ କ୍ୟାଡର ନିୟମକୁ ସ୍ଵାଗତ କରିବା ସହିତ ଆଉ ଯେଉଁ କିଛି ଅସୁବିଧା ଅଛି ତାହାକୁ ଅତିଶୀଘ୍ର ସମାଧାନ କରି ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ କହିଥିଲେ । ଏହି ବର୍ଷ ଭାରତ ସରକାର ସାରା ବିଶ୍ବକୁ ଆନ୍ତର୍ଜାତିକ ସମବାୟ ସପ୍ତାହ -୨୦୨୫ ର ପ୍ରତିନିଧ୍ବତ୍ବ କରି ଆତ୍ମନିର୍ଭର ଭାରତ କରିବା ପାଇଁ ସମବାୟର ଭୂମିକାକୁ ଅତ୍ୟନ୍ତ ଗୁରୁତ୍ଵ ପ୍ରଦାନ କରିଛନ୍ତି l ଖୋର୍ଦ୍ଧା ଜିଲ୍ଲାର ସମବାୟ ବିଭାଗର କାର୍ଯ୍ୟଶୈଳୀକୁ ଆହୁରି ପରିମାର୍ଜିତ କରି ବିକାଶର ଧାରାକୁ ଚୂଣମୂଳ ସ୍ତରର ଚାଷୀମାନଙ୍କ ନିକଟରେ ପହଂଚାଇବାକୁ ସମସ୍ତ କର୍ମଚାରୀଙ୍କୁ ଆହ୍ଵାନ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ରବି ନାରାୟଣ ସେନାପତି ଚାଷୀମାନଙ୍କୁ ସାର ବିହ‌ନ ତଥା ମଣ୍ଡିରେ ଧାନ ବିକ୍ରି ବାବଦରେ ଅନେକ ମୂଲ୍ୟବାନ  ବକ୍ତବ୍ୟ ରଖିଥିଲେ l ସେହିପରି ନିଜର ଉଚ୍ଚ କୋଟିର ଅଭିଭାଷଣରେ ସମବାୟର ବିଭିନ୍ନ ଦିଗ ଓ କାର୍ଯ୍ୟ ଶୈଳୀ ଉପରେ ଗଭୀର ଆଲୋକପାତ କରି ବ୍ୟାଙ୍କରେ ଚାଷୀ ମାନଙ୍କୁ ମିଳୁଥିବା ସମସ୍ତ ଋଣ ଓ ଅନ୍ୟାନ୍ୟ ସାହାଯ୍ୟ ବିଷୟରେ ଶ୍ରୀ ସାରଥୀ ଶତପଥୀ ଆଲୋକପାତ କରିଥିଲେ ।ଏହି ସମବାୟ ସପ୍ତାହ ଅବସରେ ଗତ ୧୪ ତାରିଖରେ ପ୍ରାୟ ୧୫୦ ରୁ ୨୦୦ଜଣ ପ୍ରତିଯୋଗୀଙ୍କୁ ନେଇ ଏକ  ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା ବେଳେ ସେହିପରି ୧୫ ତାରିଖରେ ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତକାର୍ଯ୍ୟ ହୋଇଥିବା କନିଷ୍ଠ ଓ ବରିଷ୍ଠ ବର୍ଗରେ ୧୨ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା I କୃଷି ଓ ଉଦ୍ୟାନ କୃଷି ରେ ଖୋର୍ଦ୍ଧା ଜିଲ୍ଲା ରେ ୩ ଜଣ ଅଗ୍ରଣୀ ଚାଷୀ/ ସର୍ବଶ୍ରେଷ୍ଠ ଉଦ୍ୟୋଗୀ, ସର୍ବଶ୍ରେଷ୍ଠ ୩ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଖୋର୍ଦ୍ଧା ଓ ଭୁବନେଶ୍ଵର ମଣ୍ଡଳରେ ଡାଳତୋଳା ପ୍ୟାକ୍ସ, ଗାରେଡିପାଞ୍ଚଣ ପ୍ୟାକ୍ସ, ଆର.ସି.ଏମ.ଏସ .„ଭୁବନେଶ୍ଵର କୁ ନନ ପ୍ୟାକ୍ସ ଭାବରେ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।  DRCS କାର୍ଯ୍ୟାଳୟର ତପନ ଦାସ ଓ ବ୍ୟାଙ୍କର  ଏଜିଏମ ସନ୍ଦୀପ ପଟ୍ଟନାୟକ ଏହି ସଭାକାର୍ଯ୍ୟକୁ ଦାୟିତ୍ୱ ର ସହ ସମ୍ପାଦନ କରିଥିଲା ବେଳେ ଜ୍ୟୋତିରଞ୍ଜନ ରାଉତରାୟ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ l

News Comment

You Might Also Like

BACK TO TOP