Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

କୋଦଳା କୋର୍ଟ ରେ ତାଲୁକ ଆଇନ ସେବା କମିଟି ପକ୍ଷ ରୁ ଚିତ୍ରାଙ୍କନ ପ୍ରତିଯୋଗିତା

23-Nov-2025

ଆଇନ ସେବା କମିଟି ପକ୍ଷରୁ କୋଦଳା କୋର୍ଟ ରେ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡିଶା ଜନ ମତ,ବେଗୁନିଆପଡା  ସୂର୍ଯ୍ୟ ନାରାୟଣ ବଡୁ, ତା 23/11/25:

-ଓଡିଶା ଉଚ୍ଚ ନ୍ୟାୟାଳୟ,କଟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣ,କଟକଙ୍କ ତତ୍ୱାବଧାନରେ ଆଜି ରାଜ୍ୟର ପ୍ରତ୍ୟେକ `ଜିଲ୍ଲା ଆଇନ ସେବା ପ୍ରାଧିକରଣ` ତଥା `ତାଲୁକ ଆଇନ ସେବା କମିଟି` ପକ୍ଷରୁ "ଚିତ୍ରାଙ୍କନ ପ୍ରତିଯୋଗିତା" ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ଜିଲ୍ଲା କୋଦଳା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା କୋଦଳା ଲିଗାଲ ସର୍ଭିସେସ୍ କମିଟିର ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରା, ଯେଏମଏଫସି ଜର୍ଜ  ଶୋଭନ କୁମାର ପଣ୍ଡା ଏବଂ ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଉପସ୍ଥିତ ଥିଲେ। କୋଦଳା ସ୍ଥିତ କୋର୍ଟ ପରିସରରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଅନୁଷ୍ଠିତ "ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଞ୍ଚଳ ର 15 ଟି ବିଦ୍ୟାଳୟର 33 ଜଣ ପ୍ରତିଯୋଗୀ ବିଭିନ୍ନ ସ୍କୁଲ ମାନଙ୍କରୁ ମନୋନୀତ ହୋଈ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ  ଆବେଦନ କରିଥିବା ବେଳେ,ଦୁଇଜଣ ଅନୁପସ୍ଥିତ ରହି 31 ଜଣ ଯୋଗଦାନ କରିବା ସହ, ପ୍ରଥମେ ବିଧିବଦ୍ଧ ଭାବରେ ପଞ୍ଜିକରଣ କରାଯାଇଥିଲା, ପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା !  ବିଭିନ୍ନ କକ୍ଷରେ ବିଚାରପତିଙ୍କ ଦାୟିତ୍ୱରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସମସ୍ତ ବିଦ୍ୟାର୍ଥୀ ବିଭିନ୍ନ ପ୍ରକଳ୍ପ ର ସୁନ୍ଦର ଚିତ୍ରାଙ୍କନ ଆଗ୍ରହ ସହକାରେ କରୁଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ତ ପରୀକ୍ଷତ୍ରୀଙ୍କୁ ତାଲୁକ ଅଧ୍ୟକ୍ଷ୍ୟ ଜଜ ଶ୍ରୀବିଶ୍ୱ ରଞ୍ଜନ ବେହେରା ସମ୍ବିଧାନ ଉପରେ ଛାତ୍ର ଛାତ୍ରୀଙ୍କୁ ପ୍ରଶ୍ନ ଉତ୍ତର ମାଧ୍ୟମ ରେ ବୁଝାଇବା ସହିତ ସେମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଏବଂ ସେମାନଙ୍କ ଉତ୍ତର ଖାତାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଞ୍ଜାମ କାର୍ଯ୍ୟାଳୟ କୁ ପଠାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ !
ଆସନ୍ତା 30 ତାରିଖ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଞ୍ଜାମ କାର୍ଯ୍ୟାଳୟ ଠାରେ ଏହାର ମୂଲ୍ୟାଙ୍କନ କରାଯିବ !

ସେଠାରେ ଉତ୍ତୀର୍ଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ହୋଇଥିବା ପିଲାଙ୍କୁ 3000/-
ଦ୍ଵିତୀୟ -2250/-
ତୃତୀୟ -1500/-ଏବଂ ପରୀକ୍ଷ୍ୟା ରେ ଅଂଶ ଗ୍ରହଣ କରିଥିବା ସମସ୍ତ ପରୀକ୍ଷ୍ୟାତ୍ରୀ ଙ୍କୁ  500 ଟଙ୍କା ର ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରାଯିବ !

News Comment

You Might Also Like

BACK TO TOP