Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ସୋସିଆଲ ମିଡିଆରେବଢୁଛି ଅଶ୍ଳୀଳତା, କେନ୍ଦ୍ରକୁ ଜବାବ ତଳବ କଲେ ସୁପ୍ରିମ କୋର୍ଟ |

28-Nov-2025

ସୋସିଆଲ ମିଡିଆରେ ବଢୁଛି ଅଶ୍ଳୀଳତା,କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ,

      ଓଡିଶା ଜନ ମତ ବ୍ୟୁରୋ,

ଓ ଟି ଟି ପ୍ଲାଟଫର୍ମ ଏବଂ ସୋସି ଆଲ ମିଡିଆରେ ଦିନକୁ ଦିନ ବଢିବାରେ ଲାଗିଛି ଅଶ୍ଳୀଳ କଣ୍ଟେଣ୍ଟ। ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଗୁରୁବାର ଏହି ପ୍ରସଙ୍ଗରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ଭିତରେ ଜବାବ ଦେବାକୁ କହିଛନ୍ତି। ଶୁଣାଣି ସମୟରେ, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଫୋନ ଚାଲୁ କରିବା ମାତ୍ରେ କିଛି ଏଭଳି ଆସେ ଯାହା ଆପଣ ଚାହୁଁ ନାହାଁନ୍ତି, କିନ୍ତୁ ଏହା ବାଧ୍ୟତାମୂଳକ ଭାବରେ ଦେଖିବାକୁ ମିଳୁଛି। I ପୁସ୍ତକ, ଚିତ୍ର ଇତ୍ୟାଦିରେ ଅଶ୍ଳୀଳତା ମିଳିପାରେ। ଯଦି ନିଲାମ ହୁଏ, ତେବେ କଟକଣା ଲାଗିପାରେ। ସିଜେଆଇ କହିଛନ୍ତି, ବ୍ୟକ୍ତି ଗତ ୟୁ ଟ୍ୟୁବ ଚ୍ୟାନେଲ କିମ୍ବା ପ୍ଲାଟଫର୍ମରେ କଣ୍ଟେଣ୍ଟ ପକାଇବା ଉପରେ କେହି କାହିଁକି ଉତ୍ତରଦାୟୀ ନୁହେଁ ଅଭିବ୍ଯକ୍ତିର ସ୍ଵାଧୀନତା ଗୁରୁତ୍ଵପୂର୍ଣ୍ଣ, କିନ୍ତୁ ? ଏହାକୁ ‘ବିକୃତ’ ଭାବରେ ଦେଖାଇବାକୁଅନୁମତି ଦିଆଯାଇପାରିବ ନାହିଁ । OTT ପ୍ଲାଟଫର୍ମଗୁଡ଼ିକ କହିଛନ୍ତି ଯେ ସେମାନେ ସ୍ୱେଚ୍ଛାକୃତ ଭାବରେ ଡିଜିଟାଲ୍ ମିଡିଆ ଏଥୁକ୍ସ କୋଡ୍ ପାଳନ  କରୁଛନ୍ତି, କିନ୍ତୁ CJI ଏହାକୁ ଅପର୍ଯ୍ୟାପ୍ତ ବୋଲି କହିଛନ୍ତି । ଜଷ୍ଟିସ ଜୟମାଲା ବାଗଚୀ କହିଛନ୍ତି,  ଏପରି କଣ୍ଟେଣ୍ଟ ପାଇଁ  ଚେତାବନୀ ରହିବା ଦରକାର । ତେବେ ସିଜେଆଇ କହିଛନ୍ତି, ।
କେବଳ ଚେତାବନୀ ବା ଡିସକ୍ଲେମର ରହିବା ଜରୁରୀ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ବୟସର ଭେରିଫିକେସନ୍ ମଧ୍ୟ ହେବା ଜରୁରୀ। ଏହାକୁ ନେଇ ପପୁଲାର ପୋଡକାଷ୍ଟର ରଣବୀର ଆହ୍ଲାବାଦିଆ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆବେଦନ ଦାଖଲ କରାଯାଇ ଥିଲା । ଯାହା ଉପରେ ଆଜି ସୁପ୍ରି ମକୋର୍ଟ ଶୁଣାଣି କରିଛନ୍ତି।

News Comment

You Might Also Like

BACK TO TOP