Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

16ଲକ୍ଷ ଟଙ୍କା ହେରଫେର ଅଭିଯୋଗ ରେ ପୂର୍ବତନ ପୋଷ୍ଟ ମାଷ୍ଟର ଙ୍କୁ5ବର୍ଷ ଜେଲ ଦଣ୍ଡଦେଶ ଶୁଣାଇଲେ କେନ୍ଦ୍ରାପଡା କୋର୍ଟ |

29-Nov-2025

ପୂର୍ବତନ ପୋଷ୍ଟମାଷ୍ଟରଙ୍କୁ ୫ବର୍ଷ ଜେଲ, 16ଲକ୍ଷ ହେର ଫେର,

     ଓଡିଶା ଜନ ମତ ବ୍ୟୁରୋ,

ବେଳେ ବେଳେ ମନୁଷ୍ୟ ମାନେ ଅର୍ଥ ପାଇଁ ଏତେ ତଳକୁ ଖସି ଯାଆନ୍ତି ତାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ସହର ରେ  | ପୋଷ୍ଟ ଅଫିସରୁ ଲୋକଙ୍କ ଜମା ଟଙ୍କା ହେରଫେର ମାମଲାର ବିଚାର କରି କେନ୍ଦ୍ରାପଡ଼ା ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ମହାକାଳପଡ଼ା ବ୍ଲକ ରାମନଗର ଶାଖାର ପୂର୍ବତନ ପୋଷ୍ଟ ମାଷ୍ଟର କାବେରୀ ମଲ୍ଲିକଙ୍କୁ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବ ବୋଲି ବିଚାରପତି ତାଙ୍କ
ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ, କାବେରୀ ମଲ୍ଲିକ ଡାକ ବିଭାଗର ରାମନଗର ଶାଖାରେ ପୋଷ୍ଟ ମଷ୍ଟର ଥିବା ବେଳେ ୧୬ ଲକ୍ଷ ୬୩ ହଜାର ୮୮୩ ଟଙ୍କା ହେରଫେର କରିଥିଲେ। ସେ ଲୋକଙ୍କ ଠାରୁ ଯେଉଁ ଜମା ଅର୍ଥ ନେଉଥିଲେ ତାହାକୁ ପାସବୁକରେ ଚଢଉଥିଲେ କିନ୍ତୁ ଲେଜରରେ ନ ଚଢାଇ ଅର୍ଥ ହଡ଼ପ କରୁଥିଲେ। ଏହା ଜଣାପଡିବା ପରେ ଜମାକାରୀମାନେ ଡାକ ବିଭାଗ ଅଧୀକ୍ଷକଙ୍କ ନିକଟରେ ୨୦୨୨ ମସିହାରେ ଅଭିଯୋଗ କରିଥିଲେ। ଫଳରେ
ତତ୍‌କାଳୀନ କେନ୍ଦ୍ରାପଡ଼ା ଡାକ ବିଭାଗ ଅଧୀକ୍ଷକ ଦେବାଶିଷ ଶତପଥି ଜମ୍ବୁ ସାମୁଦ୍ରିକ ଥାନାରେ ୨୦୨୨ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କାବେରୀ ମଲ୍ଲିକଙ୍କ ନାମରେ ଏତଲା ଦେଇଥିଲେ । ଏତଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି କାବେରୀ ମଲ୍ଲିକଙ୍କୁ ଗିରଫ କରିଥିଲା । ମାମଲାର ବିଚାର ଚାଲିଥିବା ବେଳେ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ସରିତା ମହାନ୍ତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।

News Comment

You Might Also Like

BACK TO TOP