Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଭୁବନେଶ୍ୱର ରେଲୱେ ଷ୍ଟେସନ ରେ ନିଶା କାରବାର ରୋକିବାକୁ ଏସଟିଏଫ ବିଭାଗ ର ଚଢ଼ାଉ |

29-Nov-2025

ନିଶାକାରବାର ରୋକିବାକୁ ଭୁବନେଶ୍ୱର ରେଳ ଷ୍ଟେସନ ରେ ଏସଟିଏଫ ଚଢ଼ାଉ,

       ଓଡିଶା ଜନ ମତ  ବ୍ୟୁରୋ,

ନିଶା ବେପାରୀ ଓ ମାଫିଆ ମାନେ ନିଶା କାରବାର ସୁଦୃଢ଼ କରିବା ପାଇଁ ସବୁକିଛି କରି ପାରନ୍ତି | ସେ କାହାକୁ ମାରିବା କୁ ହେଉ ତ କିଛି ଅଘଟଣ ସୃଷ୍ଟି କରି | କେତେବେଳେ ରାଜପଥ ଦେଇ ତ କେତେବେଳେ ରେଳ ମାଧ୍ଯମରେ ଓଡ଼ିଶାରୁ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେଉଛି। ପୁଣି କେତେବେଳେ ବାହାରୁ ଓଡ଼ିଶାକୁ ବ୍ରାଉନ୍‌ ସୁଗାର ଆସୁଛି। ନିଶା କାରବାର ଉପରେ ରୋକ ଲଗାଇବା ସହ ନିଶା ମାଫିଆଙ୍କୁ ସାବାଡ଼ ପାଇ ଏସ୍‌ଟିଏଫ୍ ଅଣ୍ଟା ଭିଡ଼ିଛି। ତେଣୁ ଆଜି ଏସ୍‌ଟିଏଫ୍ ଏସ୍‌ପିଙ୍କ ନେତୃତ୍ବରେ ଏକ ଟିମ୍ ଅତର୍କିତ ଭାବେ ଭୁବନେଶ୍ଵର ରେଳଷ୍ଟେସନ୍‌ରେ ଚଢ଼ାଉ କରିଥିଲା। ଡଗ୍ ସ୍ପାଡ୍‌କୁ ନେଇ ଏସ୍‌ଟିଏଫ୍
ଟିମ୍ ତନ୍ନ, ତନ୍ନ କରି ଷ୍ଟେସନ୍‌ର ବିଭିନ୍ନ ଅଞ୍ଚଳ ସହ ରେଳ ବଗିକୁ ଯାଞ୍ଚ କରିଥିଲା। ପୂର୍ବରୁ ଅନେକ ସମୟରେ ନିଶାମାଫିଆ ଟ୍ରେନ୍ ମାଧ୍ଯମରେ ଗଞ୍ଜେଇ ଚାଲାଣ କରୁଥିବାରୁ ଏଭଳି ଅଚାନକ ଚଢ଼ଉ କରାଯାଇଥିଲା। ତେବେ ଆଗକୁ ସାରା ଓଡ଼ିଶାରେ ଏଭଳି ଚଢ଼ଉ କରାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି।

News Comment

You Might Also Like

BACK TO TOP