Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

କୋଦଳା ରେ କାଉନ ସିଲର ତଥା ସାମ୍ବାଦିକ ଙ୍କୁ ମାଡ଼ |

29-Nov-2025

ଟେଣ୍ଡେର ରେ ଜାଲିଆତି ଉଦ୍ୟମ କୁ ପ୍ରତିବାଦ କରିବାରୁ କାଉନ୍ସିଲର ତଥା ସାମ୍ବାଦିକ ଙ୍କୁ ମାଡ 

ଓଡିଶା ଜନ  ମତ ,  ବେଗୁନିଆପଡା, ସୂର୍ଯ୍ୟ  ନାରାୟଣ ବଡୁ, 

 ତାହା ପୁଣି  NAC କାର୍ଯ୍ୟଳୟ ପରିସରରେ ଅଧ୍ୟକ୍ଷ ଙ୍କ ନିର୍ଦେଶ ଏବଂ ଅଧିକାରୀ ଙ୍କ ଉପସ୍ଥିତ ରେ ଲହୁଲୁହାଣ କଲେ. ଦୁର୍ବୁତ୍ତ...
ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା କୋଦଳା NAC ପରିସରରେ..
ଅଭିଯୋଗ ରୁ ଜଣାଯାଇଛି. କୋଦଳା NAC ରେ ଗତକାଲି 11 ଟି କାମର ଅନିୟମିତତା ଆଶଙ୍କା କରି  ହୋଇଥିବା ଟେଣ୍ଡର ତଥ୍ୟ ମାଗିବାରୁ ବରିଷ୍ଠ ସାମ୍ବାଦିକ ତଥା ଏନଏସି ର 11 ନମ୍ବର ୱାର୍ଡ ର କାଉସିଲର ଭଗବାନ ପାଢ଼ୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସଂଘବଧ ଭାବେ ଆକ୍ରମଣ କରି ତାଙ୍କ ସାର୍ଟ ଚିରି ସୁନା ଚେନ ଝିକି ନେଇଯାଇଥିବା  କୋଦଳା ଥାନାରେ ଅଭିଯୋଗ ହୋଇଛି. ଯାହା ସୂଚନା ମିଳିଛି  ସରକାର ଙ୍କ ପକ୍ଷରୁ ଗୁରୁବାର ଦିନ କୋଦଳା ଏନଏସି ର 11 ଗୋଟି ଉନ୍ନୟନ କାର୍ଯ୍ୟକୁ ନେଇ ଟେଣ୍ଡର ଅନୁଷ୍ଠିତ ହେବାପାଇଁ ସମୟ ଧାର୍ଯ୍ୟ ହୋଇଥିଲା l ତେବେ ଏହି ଟେଣ୍ଡର ପ୍ରକ୍ରିୟା ଅଧକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବହୁ ଅନିୟମିତତା ହୋଇଥିବା ଦେଖି 11 ନମ୍ବର କାଉସିଲର ଏହାକୁ ବିରୋଧ କରିଥିଲେ l ଟେଣ୍ଡର ପ୍ରକ୍ରିୟା ର ସମସ୍ତ ତଥ୍ୟ ସହ ସିସିଟିଭି ପୁଟେଜ ଆରଟିଆଇ ଜରିଆରେ ଅଧିକାରୀ ଙ୍କୁ ମାଗିଥିବା ଯୋଗୁଁ ଅଧ୍ୟକ୍ଷ ନିଜେ ପ୍ରତିକ୍ରିୟଶୀଳ ହୋଇ ଅପରାହ୍ନ  3 ଟା ସମୟରେ କାର୍ଯ୍ୟାଳୟ ପରିସରରେ ଭଗବାନ ପାଢ଼ୀ ଠିଆ ହୋଇଥିବା ସମୟରେ ଅଧକ୍ଷ ଙ୍କ ନିର୍ଦେଶ ରେ ଏବଂ ଅଧିକରୀ ଙ୍କ ଉପସ୍ଥିତ ରେ ପାଞ୍ଚରୁ ଉର୍ଦ୍ଧ ଗୁଣ୍ଡା ଶ୍ରେଣୀ ର ଲୋକ ଆସି ତାଙ୍କ ସହ ଯୁକ୍ତି ତର୍କ କରିବା ସହିତ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗିବା ସହ ଛାତି, ହାତ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହିତ ସୁନା ଚେନ କୁ ଛଡାଇ ନେଇ ଚାଲିଯାଇଥିଲେ l ଆକ୍ରମଣ ପରେ ଗୁରୁତର ଭଗବାନ ଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମିଡିକାଲ କୁ ସ୍ଥାନାନ୍ତର  ନିର୍ଦେଶ ଦେଇଛନ୍ତି ଡାକ୍ତର..ଖବର ପାଇ ଆଜି ଜିଲ୍ଲାର ବହୁ ସାମ୍ବାଦିକ କୋଦଳା ରେ ପହଁଚି ଭଗବାନ ପାଢ଼ୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିବା ସହ ଅଭିଯୁକ୍ତ ଙ୍କୁ ଗିରଫ ଦାବୀ ନେଇ ପ୍ରାୟ 60 ରୁ ଉର୍ଦ୍ଧ ସାମ୍ବାଦିକ ଭଗବାନ ଙ୍କୁ ନେଇ ଏକ ଶୋଭାଯାତ୍ରା କରି  କୋଦଳା ଥାନାରେ ପହଞ୍ଚି  ଥାନା ଅଧିକରୀ ଙ୍କୁ ଏତଲା ଦେବା ସହ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅଧ୍ୟକ୍ଷ, ଅଧିକାରୀ ଓ ଆକ୍ରମଣ କାରୀ ଦୁର୍ବୁତ୍ତଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ.. ଅନ୍ୟ ପକ୍ଷରେ
ଗଣତନ୍ତ୍ର ରେ ହିଂସା ର ସ୍ଥାନ ନଥିବା କହୁଥିବା ଶାସକ ଦଳର ଅଧ୍ୟକ୍ଷ ଙ୍କ ଏଭଳି ବର୍ବୋରଚିତ ଆଚରଣ କୁ ସାମ୍ବାଦିକ ମାନେ ନିନ୍ଦା କରିବା ସହ ଟେଣ୍ଡର ଦୁର୍ନୀତି ର ତଦନ୍ତ ଦାବୀ କରାଯାଇଛି.ଆଜିର ଏହି ଶାନ୍ତି ପୁର୍ଣ  ଶୋଭାଯାତ୍ରା ରେ  ଅନିଲ ପାଣିଗ୍ରାହୀ, ଅନିଳ କୁମାର ପାଢ଼ୀ, ନାରାୟଣୀ ପ୍ରସାଦ ମିଶ୍ର, ସୁଶାନ୍ତ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ବଡୁ, କୃଷ୍ଣ ଚନ୍ଦ୍ର ପଲେଇ, ସରୋଜ କୁମାର ମିଶ୍ର, କ୍ଷୀରୋଦ ବେହେରା, ପୀତବାସ ଦାସ, ଗଣେଶ ଡାକୁଆ, ବାଲ୍ମୀକି ବିଶୋଇ, ବିଜୟ ନାୟକ, ବାପୁନି ମାଲୁ ଙ୍କ ସମେତ ବିଭିନ୍ନ ବ୍ଲକରୁ 60 ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ ଥିବା ଜଣାଯାଇଛି.

News Comment

You Might Also Like

BACK TO TOP