Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ତହସିଲଦାର ଙ୍କୁ ଅଶାଳୀନ ମନ୍ତବ୍ୟ ଦେଈ ବନ୍ଧା ହେଲେ ରାସଗୋବିନ୍ଦ ପୁର ଷ୍ଟାମ୍ପ ଭେଣ୍ଡର |

30-Nov-2025

ରାସ ଗୋବିନ୍ଦ ପୁର ଷ୍ଟାମ୍ପ ଭେଣ୍ଡର ତହସିଲଦାର ଓ ବିଭାଗୀୟ କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରି ବନ୍ଧା ହେଲେ |

       ଓଡିଶା ଜନ ମତ  ବ୍ୟୁରୋ,

ବେଳେ ବେଳେ କିଛି ଲୋକ ନିଜର କଥା କହିବାର ଶୈଳୀଓ ବ୍ୟବହାର ଯୋଗୁଁ ବହୁ ଅସୁଵିଧାର ସମ୍ମୁଖୀନ ହୋଇ ବେଳେ ବେଳେ ଜେଲ ଯାଇଥିବାର ଶୁଣା ଯାଉଛି |ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ରେ ଥିବା ତହସିଲ କାର୍ଯ୍ୟାଳୟ ଓ ସବରେଜିଷ୍ଟ୍ରାର ରେ ଜଣେ ଷ୍ଟାମ୍ପ ଭେଣ୍ଡର ବାରମ୍ବାର ବିଭିନ୍ନ କର୍ମଚାରୀଙ୍କୁ ଗାଳିଗୁଲଜ ସହିତ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ଆସୁଥିଲେ । ଯାହାକୁ ନେଇ ତହସିଲଦାର ତଥା ସବରେଜିଷ୍ଟ୍ରାର ଦାୟିତ୍ୱ ରେ ଥ‌ିବା ଉପେନ୍ଦ୍ର କୁମାର ଦାସ ଥାନା ରେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଜମିକିଣା ବିକାକୁ ନେଇ କୋହୋଳ ମନଭାବ ପୋଷଣ କରିବା  ସବରେଜିଷ୍ଟର ଚାର୍ଜ ରେ ଥିବା ତହସିଲଦାର ସହିତ ବିଭାଗୀୟ କର୍ମଚାରୀ ଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଚାପ ପକାଇବା କୁ ଚେଷ୍ଟା କରୁଥିଲେ ଷ୍ଟାମ୍ପ ଭେଣ୍ଡର ଜଣକ |  ସେହେଉଛନ୍ତି ନାକିଚୁଆ ପଂଚାୟତ ଅନ୍ତର୍ଗତ ପରୁଳିଆ ଗାଁ ର ନରେନ୍ଦ୍ର ଚାନ୍ଦ | ସେ ଷ୍ଟାମ୍ପ ଭେଣ୍ଡର ଭାବେ କାର୍ଯ୍ୟ କରୁଥିଲେ | ତହସିଲଦାର ନିୟମ ଅନୁସାରେ କାମ ହେବ କହିବା ପରେ  ତହସିଲଦାର ଙ୍କ ଚେମ୍ବର ରେ ପ୍ରବେଶ କରି ଅଶାଳୀନ ବ୍ୟବହାର ସହିତ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରି ବିଭିନ୍ନ ପ୍ରକାର ଧମକପୂର୍ଣ କଥା କହିଥିଲେ । ସେହିପରି ତହସିଲ ର କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଙ୍କୁ ମଧ୍ୟ ଖରାପ ବ୍ୟବହାରକରି ଥିଲେ । ଯାହା ଫଳରେ ତହସିଲ ଓ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମାନେ କାର୍ଯ୍ୟ କରିବାରେ ଅସୁବିଧା ର ସମୁଖୀନ ହେଉଥିଲେ । ତଥାପି ତହସିଲଦାର ବହୁତ ବୁଝାଇବାକୁ ଚେଷ୍ଟା କରିଥଲେ ମଧ୍ୟ ସେ କୌଣସି କଥା କୁ ଭ୍ରୂକ୍ଷେପ ନ କରିବାରୁ ତହସିଲଦାର ଆଇନ ର ଆଶ୍ରୟ ନେଇ ରାସଗୋବିନ୍ଦ 
ପୁର ଥାନା ରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ରାସଗୋବନ୍ଦପୁର ଥାନ ଅଧିକାରୀ ଘଟଣା ର ତଦନ୍ତ କରି ଷ୍ଟାମ୍ପ ଭେଣ୍ଡର ନରେନ୍ଦ୍ର ଚାନ୍ଦ କୁ ଗିରଫ କରି ଛନ୍ତି । ଭେଣ୍ଡର ଚାନ୍ଦ ମଧ୍ଯ ତହସିଲଦାର ଙ୍କ ନାମ ରେ ପାଲଟା ଅଭିଯୋଗ କରିଛନ୍ତି । ସବ ଡିଭିଜନ ଅଧୀନସ୍ଥ ରାସଗୋବିନ୍ଦପୁର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି ବାଡି କିଣା ବିକାରେ ବ୍ୟାପକ ଭାବେ ଓଡିଶା ରେଜିଷ୍ଟ୍ରେସନ ଆଇନ ଉଲଂଘନ କରାଯାଇ ବହୁ ପ୍ରକାରର ବେନିୟମ କାର୍ଯ୍ୟ ଚାଲି ଆସୁଥିବା ସ‌ହିତ ନିୟମ ଅନୁଯାୟୀ କାର୍ଯ୍ୟ ନ ହେବାରୁ ସାଧାରଣ ଲୋକେ ହୋଇରାଣ ହରକତ ହେଉଥବା ଭଳି ଲିଖତ ଅଭିଯୋଗ ହୋଇଛି । ଏହା ଉପରେ ଭେଣ୍ଡର ଙ୍କ ଅଭିଯୋଗ ଭିତିହୀନ ବୋଲି ତହସିଲଦାର କହିଛନ୍ତି । ତେବେ ଷ୍ଟାମ୍ପ ଭେଣ୍ଡର ନରେନ୍ଦ୍ର ଚାନ୍ଦ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

News Comment

You Might Also Like

BACK TO TOP