Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ହାଣ୍ଡିଘର ପଞ୍ଚାୟତ ରେ ଅଭିଯୋଗ ଜନ ଶୁଣାଣି ଅନୁଷ୍ଠିତ ||

01-Dec-2025

ହାଣ୍ଡିଘର ଗ୍ରାମରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି,

      ଓଡିଶା ଜନ ମତ ବ୍ୟୁରୋ,
ପୁରୁଷୋତ୍ତମପୁର,01/12/25,,

ଗଞ୍ଜାମ ଜିଲ୍ଲାପାଳଙ୍କ ନିଷ୍ପତି କ୍ରମେ ଜିଲ୍ଲାର ସବୁ ବ୍ଳକର ପ୍ରତିପଂଚାୟତରେ ପ୍ରତେକ ସୋମ‌ବାରଦିନ ଅଭିଯୋଗ ଶୁଣାଣି କରିବାକୁ ନିଷ୍ପରି ନେଇ ଆଜି ପୁରୁଷୋତ୍ତମପୁର ବ୍ଳକର ହାଣ୍ଡିଘର ପଞ୍ଚାୟତ ରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜିପିଓ ମିନକେତନ ବେହେରାଏବଂ ମହିଳା ସରପଞ୍ଚ ସଙ୍ଗୀତା କୁମାରୀ ମହାପାତ୍ର ଙ୍କ ମିଳିତ ସଂଯୋଜନା ରେ ଆରମ୍ଭ ହୋଇଥିଲା |  ଏହି କାର୍ଯ୍ୟକ୍ରମ ରେ ବ୍ଳକ ଅଧକ୍ଷା ପିଙ୍କି ବେହେରା  ସଭାପତି ତ୍ବ କରିଥିଲା ବେଳେ ଏହାକୁ କାର୍ଯ୍ୟକାରୀ କରିଥିଲେ ବିଡ଼ିଓ ଶରତ କୁମାର ପାତ୍ର | ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ମଧ୍ୟରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଲଳିତା ମଲ୍ଲିକ, ବରିଷ୍ଟ ବିଜେପି ନେତା ଅରୁଣ କୁମାର ପଣ୍ଡା, ଖଲ୍ଲିକୋଟ ବିଧାୟକ ପ୍ରତିନିଧି  କୋରାନାଥ ସ୍ୱାଇଁ  ସମାଜ ସେଵୀ ଜଗତ ବନ୍ଧୁ ପଣ୍ଡା ମଞ୍ଚାସିନ ଥିଲେ ||ମଞ୍ଚାସିନ ଅତିଥି ମାନଙ୍କୁ ପଞ୍ଚାୟତ ତରଫରୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ | ଜନଶୁଣାଣୀ ରେ ସବୁଲାଇନ ବିଭାଗର  ଅଧିକାରୀ, ସମସ୍ତ ଜିଆରଏସ, କିଛି ପଞ୍ଚାୟତ ର ପିଇଓ ମାନଙ୍କ ସହିତ ଯୋଗାଣ ସହାୟକ, ଓ ପରେ ବରିଷ୍ଟ ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁ ଉପସ୍ଥିତ ରହି ଥିଲେ ଏବଂ ହାଣ୍ଡିଘର ପଞ୍ଚାୟତ ର ଷ୍ଟାଫଏବଂ କିଛି ଗ୍ରାମବାସୀ,ତାପସ ବେହେରା, ବସନ୍ତମହାପାତ୍ର,ଯୁବକ, ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ |  ପରେ  100ରୁ ଅଧିକ ଅଭିଯୋଗକାରି ବିଭିନ୍ନ ବିଷୟ ନେଇ ଅଭିଯୋଗ କରିବା ପାଇଁ ଆସିଥିଲେ |ତେବେ ବିଶେଷ କରି ରାସନକାର୍ଡ଼ ସଂଯୋଗୀ କରଣ, ଆବାସ, ଭତ୍ତା ଭଳି ଅଧିକାଂଶ ଅଭିଯୋଗ ଆସିଥିବାର ଦେଖିବାକୁ ମିଳି ଥିଲା |  ଅଭିଯୋଗଶୁଣାଣିରେ ବିଡ଼ିଓ ଓ ତହସିଲଦାର ଉପସ୍ଥିତ ଜନସାଧାରଣ ଙ୍କ ଅଭିଯୋଗ କୁ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ |

News Comment

You Might Also Like

BACK TO TOP