Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

କୋଦଳା ଏନଏସିର ବିଭିନ୍ନ ସ୍କୁଲ ରେ ଏଯାଏଁ ମିଳିନି ୟୁନିଫର୍ମ ଓ ଜୋତା |

11-Dec-2025

କୋଦଳାରେ ଟ୍ରିପଲ ଇଞ୍ଜିନ ସରକାର 
ଏଯାଏଁ ମିଳିନି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଓ ଯୋତା,

 ଓଡିଶା ଜନ ମତ,କୋଦଳା  ସୂର୍ଯ୍ୟ ନାରାୟଣ ବଡୁ,(

୧୧/୧୨ /୨୦୨୫:
ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅବ୍ଯବସ୍ଥା ଅଭିଯୋଗ। ଶିକ୍ଷାବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଏଯାଏଁ ଛାତ୍ର ଛାତ୍ରୀଙ୍କୁ ମିଳିନି ୟୁନିଫର୍ମ ପୋଷାକ ଓ ଯୋତା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୋଦଳାରେ ଚାଲିଛି ଟ୍ରିପଲ ଇଞ୍ଜିନ ସରକାର। ଏଠି ଏନଏସି ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାର ବିଜେପି ନେତୃତ୍ବାଧୀନ ଥିବା ବେଳେ ଏଭଳି ଅବ୍ଯବସ୍ଥାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।କୋଦଳା ପିଏମ୍‌ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏଭଳି ଅବ୍ଯବସ୍ଥାର ଖବର ମିଳିଛି। ବର୍ଷ ଶେଷ ହେବାକୁ ଯାଉଛି। ଅଥଚ ପିଲାମାନଙ୍କୁ ୟୁନିଫର୍ମ ଓ ଯୋତା ଦିଆଯାଇନି। ଛାତ୍ରୀଛାତ୍ରଙ୍କୁ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ଗତ ମାସରେ ନିର୍ଦ୍ଧେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏପରିକି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବକୁ ନେଇ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ହେଲେ ଏଠାରେ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି। ଖୋଦ୍ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏହି ବିଦ୍ଯାଳୟକୁ ଗତ ୨ ଦିନ ତଳେ ପରିଦର୍ଶନରେ ଯାଇ ବିଦ୍ୟାଳୟର ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଏପରିକି କୌଣସି ସମସ୍ଯା ଥିଲେ ମୋତେ ସିଧା ସଳଖ ଫୋନ୍ କରି ଜଣାଇବାକୁ ଛାତ୍ର ଛାତ୍ରୀଙ୍କୁ ନିଜ ମୋବାଇଲ ନମ୍ବର ବାଣ୍ଟିଥିଲେ। ହେଲେ ବିଦ୍ଯାଳୟରେ ଛାତ୍ର ଛାତ୍ରୀଙ୍କୁ ପୋଷାକ ମିଳିଛି କି ନାହିଁ ତାହା ବୁଝି ନଥିଲେ। ଉକ୍ତ ବିଦ୍ଯାଳୟରେ ଆବଶ୍ୟକ ସଂଖ୍ୟକ ଶୌଚାଳୟ ନଥିବା ବେଳେ ବିଦ୍ଯାଳୟର ପରିବେଶ ଅତି କଦର୍ଯ୍ୟ ହୋଇଛି। ପୂର୍ବରୁ ଏଠାରେ ଥିବା ପ୍ରଧାନ ଶିକ୍ଷକ ଅଧ୍ଯକ୍ଷକଂ ହାତ ବାରିସି ସାଜିଥିଲେ। ଏପରିକି ପୂର୍ବ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଥିଲେ ମଧ୍ୟ ଅଧ୍ଯକ୍ଷକଂ ଚାପରେ ଗାଦି ଛାଡୁ ନଥିଲେ। ଏନେଇ ବାରମ୍ୱାର ଅଭିଯୋଗ ହେବା ପରେ ଏବେ ନୂତନ ପ୍ରଧାନ ଶିକ୍ଷକ ଭାବେ ସରୋଜ ମାଝୀ ଦାୟିତ୍ବ ନେଇଛନ୍ତି। ସମସ୍ତ ସମସ୍ଯାର ସମାଧାନ ପାଇଁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ବର୍ଷ ଶେଷ ହେବାପରେ ଅଧ୍ଯକ୍ଷକଂ ଏବେ କିପରି ଛାତ୍ର ଛାତ୍ରୀଙ୍କ କଥା ମନେ ପଡିଲା? ବଦନାମ ହେବା ଭୟରେ ବିଦ୍ଯାଳୟ ଗସ୍ତ କରି ମିଛି ମିଛିକା ଉନ୍ନତି ବୁଝୁଥିଲେ କି? ରାଜନୈତିକ ରୁଟି ନ ସେକି ବାସ୍ତବରେ ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି।

News Comment

You Might Also Like

BACK TO TOP