Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ମୁଖ୍ୟମନ୍ତ୍ରୀ ଙ୍କ କଡା ଚେତାବନୀ ଦୁର୍ନୀକ୍ତି ରେ ଲିପ୍ତ ଥିବାକୌଣସି ବ୍ୟକ୍ତି ବିଶେଷ ଙ୍କୁ ଛଡା ଯିବ ନାହିଁ |

12-Dec-2025

ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ, ଦୁର୍ନୀତି କରୁଥିବା  ବ୍ୟକ୍ତି ବିଶେଷ ଓ ଅଧିକାରୀ କର୍ମଚାରୀ ଙ୍କୁ ବରଦାସ୍ତ କରାଯିବ ନାହିଁ,

     ଓଡିଶା ଜନ ମତ ବ୍ୟୁରୋ,

 ଓଡିଶା କୃଷି ଶିକ୍ଷା ନିଯୁକ୍ତି ଭବନ ରେ ନିଯୁକ୍ତି ପତ୍ର ବଣ୍ଟନ ଅବସର ରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବାର୍ତ୍ତା,  ନିଯୁକ୍ତି ପତ୍ରକୁ ‘ସଂକଳ୍ପ ପତ୍ର’ ଭାବନ୍ତୁ । ଲୋକଙ୍କସରକାର ରେ  ଜଣେ ଜଣେ ପ୍ରତିନିଧି ଭାବରେ  ଜନତାଙ୍କ ହିତ ପାଇଁ ତଥା ଜନକଲ୍ଯାଣକୁଗୁରୁତ୍ବ ଦେଇ ସମାଜ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରନ୍ତୁ । ଆପଣମାନେ ସେବା ମନୋଭାବ ନେଇ ଲୋକଙ୍କ ପାଇଁ କାମ କରିବେ ବୋଲି ମୋର ଦୃଢ଼ ବିଶ୍ବାସ ।  ତ୍ରୟୋଦଶତମ ନିଯୁକ୍ତି ମେଳା ଅବସରରେ ତିନୋଟି ବିଭାଗରେ ନବ ନିଯୁକ୍ତ ୫୯୧ ଜଣ ଅଧୂକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଅବସରରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏହା କହିଛନ୍ତି ।  ଓଡ଼ିଶା କୃଷି ଶିକ୍ଷା ସଦନ ସ୍ଥିତ ସଭାଗୃହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆପଣମାନେ ମାନବ  ସେବା ହିଁ ମାଧବ ସେବା`କୁ ଶ୍ରେୟ  କରି ସଚ୍ଚୋଟତା, ସମର୍ପଣ ଏବଂ ସହାନୁଭୂତିକୁ ଆପଣଙ୍କର ମାର୍ଗଦର୍ଶକ ଭାବରେ ଗ୍ରହଣ କରନ୍ତୁ ।ସହୃଦୟତା ଓ ନ୍ୟାୟ ସହିତ ପ୍ରତ୍ୟେକ ନିଷ୍ପତି ନେଇ ତୃଣମୂଳ ସ୍ତରରେ ଜନ    କଲ୍ଯାଣ ନୀତି ଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରନ୍ତୁ । ସବୁବେଳେ ମନେ ରଖନ୍ତୁ,  ମୋ ସରକାର ଦୁର୍ନୀତି ବିରୁଦ୍ଧରେ `ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛି ଓ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କଡା଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେଥି ପାଇଁଆପଣମାନେ ଦୁର୍ନୀତିରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ । ମୋର ବିଶ୍ଵାସ, ଆପଣ  ସମସ୍ତେ  ନିଜପଦର ମୂଲ୍ୟ ବୁଝି ଅତ୍ଯନ୍ତ ନିଷ୍ଠା ଓ ସଛୋଟତାର ସହ କାର୍ଯ୍ୟ କରି  ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ  ନିଜର ଯୋଗଦାନ ଦେବେ । ନବ ନିଯୁକ୍ତ ସମସ୍ତଙ୍କୁ   ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ସରକାରରେ ସ୍ୱଚ୍ଛ, ନିରପେକ୍ଷ,  ଦକ୍ଷତା ଭିତିକ, ଦୁର୍ନୀତି ମୁକ୍ତ ହୋଇଛି ନିଯୁକ୍ତି ପ୍ରକ୍ରିୟା | ଯୁବଶକ୍ତିଙ୍କ ନିୟୋଜନକୁ ଗୁରୁତ୍ୱ ଦେଈ ସେମାନଙ୍କ ପାଇଁଅପାର ସୁଯୋଗ ସୃଷ୍ଟି କରିଛୁ |ଆମ ସରକାର ଆସିବାର ଅଠର ମାସ ଭିତରେ ଆଜକୁ ମିଶାଇ ତେରଟି ନିଯୁକ୍ତି ମେଳାଜରିଆରେ 37,916 ସରକାରୀ ନିଯୁକ୍ତି ପ୍ରଦାନ କରିଛୁ । ଆମ ସରକାର ନି ଯୁକ୍ତି ପ୍ରଦାନ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିବା  ସହ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ଏହି କ୍ରମରେ ଆଜି ତ୍ରୟୋଦଶତମ ନିଯୁକ୍ତି ମେଳା ଅବସରରେ ତିନୋଟି ବିଭାଗରେ ନବ ନିଯୁକ୍ତ ୫୯୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ରi ପ୍ରଦାନ କରାଯାଉଛି । ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ଵାରା ଆପଣମାନେ ସଫଳତା ହାସଲ କରିଛନ୍ତି ।

News Comment

You Might Also Like

BACK TO TOP