Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ଅଗ୍ନି କାଣ୍ଡ ରେ ଜୀବନ୍ତ ଦଗ୍ଧ ହୋଇ ଗଲେ ପାଞ୍ଚ ଗୋଟି ଗୋରୁ |

17-Dec-2025

ଅଗ୍ନିକାଣ୍ଡରେ  ଜୀବନ୍ତ ଦଗ୍ଧହୋଇଗଲେ ପାଞ୍ଚ ଗୋରୁ,

         ଓଡିଶା ଜନ ମତ ବ୍ୟୁରୋ,

ବେଳେ ବେଳେ କୌଣସି କାରଣରୁ ସେ ସଟ ସର୍କିଟ ହେଉ କିମ୍ବା ଗ୍ୟାସ ଲିକ ରୁ ନଚେତ ପ୍ରତିଶୋଧ ରୁ ହେଉ ଅଗ୍ନି କାଣ୍ଡ ଘଟି  ଧନ ଜୀବନ ସବୁକିଛି ନଷ୍ଟ ଭ୍ରଷ୍ଟ ହୋଇଯାଏ | ହେଲେ ଏବେ ଅଗ୍ନି କାଣ୍ଡ ଘଟି ପାଞ୍ଚ ଗୋଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯିବାର ଚିତ୍ର ସାମନା କୁ ଆସିଛି |  ବନ୍ତ ତସସିଲ ଅଧୂନ ବସନ୍ତିଆ ଗ୍ରାମର ଅର୍ଜୁନ ଚରଣ ଦାସଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକା କାଣ୍ଡ ଘଟିଥିବା ବେଳେ ଏଥିରେ ୫ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୋମବାର ବିଳମ୍ବିତ ରାତ୍ରରେ ଗୁହାଳ ଘରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଚିତ୍କାର ଶୁଣି ପରିବାର ଲୋକେ ଗୋରୁ ଗୁଡିକୁ  ଫିଟାଇ ଦେଇଥିଲେ । ହେଲେ ସେତେବେଳକୁ ସେମାନେ ଅଣନିଶ୍ବାସୀ ହୋଇ ମୃତ୍ୟୁ ବରଣ କରି ସାରିଥିଲେ । ଗୋଟିଏ ବାଛୁରୀକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଖବର ପାଇ ହାଟଡିହୀରୁ ଦମକଳ ଆସି ନିଆଁକୁ ଆୟତ କରିଥିଲା । ଆଜି ବନ୍ତ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧୂକାରୀ ଡ.ମୋନାଲିସା ପ୍ରଧାନ ଘଟଣା ସ୍ଥଳରେ ପହଚିଂ ଆହତ ବାଛୁରୀର ଚିକିତ୍ସା କରିଥିଲେ । ଅନ୍ୟପକ୍ଷରେ ଆପଣ୍ଡା ରାଜସ୍ୱ ନିରିକ୍ଷକ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି । ବିପନ୍ନ ପରିବାର ଜଣେ ଅଭାବୀ ଚାଷୀ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ତେବେ ରାଜସ୍ୱ ନିରୀକ୍ଷକ ଙ୍କ ରିପୋର୍ଟ ପରେ କ୍ଷତି ଗ୍ରସ୍ତ ପରିବାର କୁ କିଛି ସାହାଯ୍ୟ ମିଳିବ ବୋଲି ପରିବାର ଆଶାବାଦୀ  ଅଛନ୍ତି |

News Comment

You Might Also Like

BACK TO TOP