Breaking News

ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||     

ପାରାଦୀପ ବଡ଼ ପଡିଆ ଏକ କୂଅଁ ରେ ପଡ଼ିଥିବା ଷଣ୍ଢ କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ |

19-Dec-2025

ଅଗ୍ନିଶମ ବିଭାଗ ଓ ଗ୍ରୀନ ଟ୍ରଷ୍ଟର ଉଦ୍ୟମଯୋଗୁଁ କୁଆଁରୁ ଉଦ୍ଧାର ହେଲା ଷଣ୍ଢ,,

             ଓଡିଶା ଜନ ମତ ବ୍ୟୁରୋ, 

କୌଣସି କାରଣରୁ ହେଉ କିମ୍ବା ଅସୁସ୍ଥତା ହେଉବୁଲା ପଶୁ ମାନେ ବେଳେ ବେଳେ କୂଅଁ, ଖାତ, କିମ୍ଭା ବାମ୍ଫିରେ ପଡି ଯାଉ ଥିବାର କଥା ଆମେ ଶୁଣୁଛେ | ଏପରି ଏକ ଦୃଶ୍ୟଗୋଚର ହୋଇଛି | ପାରାଦୀପ ଅଞ୍ଚଳରେ |  ପାରାଦୀପ ର ମୁଖ୍ୟ ବଡ଼ପଡ଼ିଆ ବଜାର ଅଂଚଳରେ ଥିବା ଏକ କୂଅ ଭିତରେ ଗତକାଲି ଅପରାହ୍ନ ରେ ଗୋଟିଏ ଷଣ୍ଢ ପଡିଯିବା ପରେ ଦୀର୍ଘ ଘଂଟା ପରେ ଉଦ୍ଧାର ହୋଇଛି । ଖବରରୁ ପ୍ରକାଶ ଯେ  ବଡ଼ପଡ଼ିଆର ସମସ୍ତ ମାର୍କେଟ ବନ୍ଦ ରହିଥ‌ିବା ଯୋଗୁଁ ଷଣ୍ଢ ଟି ଉଦ୍ଧାର ହେବାରେ ବିଳମ୍ଭଘଟିଥିଲା । ତେବେ ଖବର ପାଇ ବଣିକ ସଂଘର ସାଧାରଣ ସମ୍ପାଦକ ଗୋଲେଖ ସାହୁ, ସଦସ୍ୟ ପ୍ରକାଶ ସାହୁ ଘଟଣା
ସ୍ତଳରେ ପହଂଚି ସମସ୍ତଙ୍କୁ ଯୋଗା ଯୋଗ କରିଥିଲେ । ଖବର ପାଇ ପାରାଦୀପ ବନ୍ଦର ସିଆଇଏସଏଫ ଅଗ୍ନିଶ୍ରମ  ବିଭାଗ, ଓଡ୍ରାଫ ଟିମ ଓ ଗ୍ରୀନ ପାରାଦୀପ ଟ୍ରଷ୍ଟ ର ଅଧ୍ଯକ୍ଷରାକେଶ ପଟ୍ଟନାୟକ ଓ ସେମାନଙ୍କ ସଦସ୍ୟା ମାନେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭକରିଥିଲେ । ଛୋଟ କୂଅ ହେତୁ ଷଣ୍ଢଟି କୁ ଉଦ୍ଧାର କରିବାରେ କଷ୍ଟ ହେବାରୁ ମେସି ନସାହାଯ୍ୟରେ କୂଅର ଉପର ଭାଗ ମେସିନ ଦ୍ବାରା ଭଙ୍ଗାଯାଇ ଦୌଡି଼ ସାହାଯ୍ୟରେ ଶେଷରେ ଷଣ୍ଢ କୁ ଉଦ୍ଧାର କରାଯାଇଥିଲା । ତେବେ ଏହି ମହତ କାର୍ଯ୍ୟରେ ସହଯୋଗ ସିଆଇଏସଏଫ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀଙ୍କ ସମେତ ସମାଜସେବୀ ରାକେଶ ପଟ୍ଟନାୟକ ଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି । ତେବେ ଦୁର୍ଘଟଣା ପ୍ରତିହତ ପାଇଁ ଏହି କୂଅକୁ ପୋତାଯାଇ ସେଠାରେ ଏକ ନଳକୂପ ଲଗାଯିବାକୁ ସାଧାରଣରେ ଦାବୀ ହେଉଛି । ଶେଷରେ ସମସ୍ତଙ୍କ ସହଯୋଗ ଦ୍ୱାରା ମୃତ୍ୟୁ ମୁଖରେ ପଡ଼ିଥିବା ଷଣ୍ଢ ତି ଉଦ୍ଧାର ହୋଇ ପାରିଲା |

News Comment

You Might Also Like

BACK TO TOP