Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |

19-Apr-2026

ସମ୍ପର୍କ ମଧ୍ୟରେ ଲାଗିଲା ରକ୍ତର ଛିଟା,ଯୁବକଙ୍କୁ ଅପହରଣ ପରେ ହତ୍ୟା , ଅଭିଯୁକ୍ତ ଗିରଫ।

ଓଡିଶା ଜନ ମତ,ପୋଲସରା ୧୯/୦୪/୨୬,,

ସନ୍ତୋଷ କୁମାର ପଣ୍ଡା :---

 ଗଞ୍ଜାମ ଜିଲ୍ଲା ପୋଲସରା ରେ ପ୍ରଥମ ଥର ପାଇଁ ଏକ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଯାଇଛି। ସମ୍ପର୍କରେ ଲାଗିଲା ରକ୍ତର ଛିଟା, ନିଜ ସମ୍ପର୍କିତ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା ଘଟଣା ଘଟାଇଥିବା ବେଳେ ଏହି ଘଟଣାକୁ ନେଇ ପୁରା ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ ସାହୁ (୧୯)। ରାଜଦୀପ କୁ ପ୍ରଥମେ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ସୂଚନା ମୁତାବକ ଗତ ୧୬ ତାରିଖ ଦିନ ପ୍ରାୟ ୨ ଟାରେ ରାଜଦୀପ କୁ ନିଜ ଗ୍ରାମ ମାଳତେନ୍ତୁଳିଆରେ ଥିବାବେଳେ ସମ୍ପର୍କୀୟ ଭାଇ ସୁବ୍ରତ ଓରଫ (କାଳିଆ) ଫୋନ କରି ୫ ଲକ୍ଷ ଟଙ୍କା ଓ ଏକ ୟାମା ମୋପେଡ ଗାଡି ନେଇ ଘରେ ଦେଇଦେବା ପାଇଁ କହି ପୋଲସରା ଡାକିଥିଲା। କିନ୍ତୁ କିଛି ସମୟ ପରେ ସୁବ୍ରତ ପୁଣି ଦିଗ ବଦଳାଇ ପୋଲସରା ନିକଟସ୍ଥ ରାଣ୍ଡି ଘାଇ କୁ ଆସିବା ପାଇଁ କହିଥିଲା। ଏବଂ ସୁବ୍ରତ ର କଥା ହିସାବରେ ରାଜଦୀପ ରାଣ୍ଡି ଘାଇ ନିକଟରେ ପହଂଚିବା ପରେ ପୂର୍ବରୁ ଉପସ୍ଥିତ ଥିବା ସୁବ୍ରତ ଓ ତାର ସହଯୋଗୀ ସୁବ୍ରତ ପଟ୍ଟନାୟକ ସହ ରାଜଦୀପର ଭେଟ ହେବାପରେ ପୋଲସରା ରେ ଗୋଟିଏ ଦିନରେ ଏତେ ଟଙ୍କା ଏଟିଏମ ରୁ ଉଠାଇବା ସମ୍ଭବ ନୁହେଁ, ତେଣୁ ବ୍ରହ୍ମପୁର ଯିବା ପାଇଁ ସୁବ୍ରତ ରାଜଦୀପ କୁ କହିଥିଲା। ରାଜଦୀପ ମଧ୍ଯ ସୁବ୍ରତ କଥାରେ ରାଜିହୋଇ ଧନେଇ ଡ୍ୟାମରୁ କାଲିମେଘି ଦେଇ ବ୍ରହ୍ମପୁର ବାହାରିଥିଲେ। ଏପଟେ ସହଯୋଗୀ ସୁବ୍ରତ ପଟ୍ଟନାୟକ ରାଜଦୀପ ର ଗ୍ଲାମର ବାଇକ ନେଇ ନିକଟସ୍ଥ ସାବିତ୍ରୀ ବଗଡ଼ କେନାଲରେ ପକାଇଦେଇଥିଲା। ପରେ ସୁବ୍ରତ ରାଜଦୀପ କୁ ନେଇ ବ୍ରହ୍ମପୁର ଭାଡଘର କୁ ନେଇ ସେଠାରେ ତାର ତଣ୍ଟି ଚିପି ହତ୍ୟାକରି ଏକ ବ୍ୟାଗ ରେ ବ୍ରହ୍ମପୁର ରୁ ସୋରଡ଼ା ଥାନା ନିକଟସ୍ଥ ସୋରଡ଼ା ଦାରିଙ୍ଗବାଡି ଘାଟିରେ ଥିବା ସେଲ୍ଫି ପଏଣ୍ଟ ରେ ରାଜଦୀପ ର ମୃତ ଶରୀର ଥିବା ଲଗେଜ ବ୍ୟାଗ କୁ  ଘାଇ ଭିତରକୁ ଫିଙ୍ଗିଦେଇଥିଲେ। ପରବର୍ତୀ ସମୟରେ ଉଭୟ ବ୍ରହ୍ମପୁର ଆସିଥିବା ପୋଲସରା ଥାନାଧିକାରୀ କୌଶିକ ମାଝୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ମୃତକ ରାଜଦୀପ ବାପା ପ୍ରକାଶ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ପୋଲସରା ଥାନା ପକ୍ଷରୁ ୨୧୪/୨୬ ମାମଲା ରୁଜୁ କରି ଅଭିଯୁକ୍ତ ସୁବ୍ରତ ସାହୁ କୁ ପୋଲସରା ରୁ ଗିରଫ କରି ଆଜି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ପଟେ ରାଜଦୀପ କୁ ଅପହରଣ କରି ୪୦ ଲକ୍ଷ୍ୟ ଟଙ୍କା ଘଟଣା ବାବଦରେ ପରବର୍ତ୍ତୀ ସମୟରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

News Comment

You Might Also Like

BACK TO TOP