Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |

19-Apr-2026

ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲା ରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ

ଓଡିଶା ଜନମତ,କନ୍ଧମାଳ, ତା, ୧୮/୦୪: 

ସଞ୍ଜୟ କୁମାର ପାଣିଗ୍ରାହୀ : ---

ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ଜଣେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏ ସାମ୍ବାଦିକ ପଦ ବୋଲାଉଥିବା ବ୍ୟକ୍ତି ମାନେ ପ୍ରକୃତ ରେ କିଏ ଅସଲି ଆଉ କିଏ ନକଲି ତାହା ଜଣା ପଡୁନାହିଁ l କେହି କେବେ, ମାନେ କିଛି ବର୍ଷ ପୂର୍ବେ ଗଣମାଧ୍ୟମରେ କାମ କରିଥିବା ଦାବି କରୁଛନ୍ତି, ତ ଆଉ କେହି ଦୀର୍ଘଦିନ ହେଲା ସେଇ ପେଶା ଛାଡି ଦେଇଥିବା ସତ୍ତ୍ବେ ମଧ୍ୟ ସାମ୍ବାଦିକ ପରିଚୟ ବ୍ୟବହାର କରୁଛନ୍ତି। ଅନୁତାପର କଥା ହେଉଛି, ଏ ସମ୍ପର୍କ ରେ ପ୍ରଶାସନ ପାଖରେ ବର୍ତ୍ତମାନ କେତେଜଣ ସଠିକ ଓ କାର୍ଯ୍ୟରତ ପେଶାଦାର ସାମ୍ବାଦିକ ଅଛନ୍ତି, ତାହାର କୌଣସି ସଠିକ ତାଲିକା ନାହିଁ । ଅଞ୍ଚଳ ରେ ଯେତେବେଳେ ଯାହା କିଛି ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ ହେଉ ସାମ୍ବାଦିକ ଙ୍କ ପାଇଁ ଯଦି ପାସ ନ ମିଳିଛି, ତେବେ ଉକ୍ତ ବିଭାଗ ର କର୍ମଚାରୀ ଙ୍କୁ ଘାଇଲା କରି ଦେଉଛନ୍ତି l ଏବଂ ସରକାରୀ କାର୍ଯ୍ୟକ୍ରମ ରେ ପାସ ପାଇଁ ଲୋକସମ୍ପର୍କ ବିଭାଗ ଏବଂ ଏସ.ପି. କାର୍ଯ୍ୟାଳୟରେ ଭିଡ଼ ଲାଗୁଛି। ଏହି ଭିଡ଼ ମଧ୍ୟରେ ପ୍ରକୃତ ସାମ୍ବାଦିକ ଠାରୁ ଅଧିକ ନକଲି ସାମ୍ବାଦିକ ଅଧିକ ଥ‌ିବା ଅଭିଯୋଗ ଉଠୁଛି । ଯେଉଁମାନେ କେବଳ କିଛି ମାସ କାମ କରିଥିଲେ କିମ୍ବା ଦୀର୍ଘଦିନ ଧରି ଧରି ପେଶାରୁ ଦୂରେଇ ରହିଛନ୍ତି, ସେମାନେ ମଧ୍ୟ ସାମ୍ବାଦିକ ପରିଚୟ ଦେଇ ପାସ ହାତେଇବାକୁ ଚେଷ୍ଟା କରୁଛନ୍ତି। ଏହାର ପରିଣାମରେ ପ୍ରକୃତ ଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ପାସ ନପାଇବା ଭଳି ଭଳି  ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏଣୁ ସମଗ୍ର କନ୍ଧମାଳ ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ପ୍ରକୃତରେ କେଉଁ ପତ୍ରପତ୍ରିକା ଓ ଇଲେକ୍ଟ୍ରୋନିକ ମିଡିଆର କେତେ ଜଣ ସାମ୍ବାଦିକ କେଉଁ ଠାରେ କାର୍ଯ୍ୟରତ ଅଛନ୍ତି, ତାହାର ସ୍ପଷ୍ଟ ଚାଲିକା ପ୍ରକାଶ କରିବାକୁ ଦାବି ହେଉଛି । ଯଦି ପ୍ରଶାସନ ଏହାର ସଠିକ ବ୍ୟବସ୍ଥା ବା ହିସାବ ନ କରନ୍ତି, ତେବେ ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ଦେଖାଯିବା ସହ କନ୍ଧମାଳ ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ସାମ୍ବାଦିକ ମହଲ ରେ ଆଲୋଚନା ହେଉଛି ।

News Comment

You Might Also Like

BACK TO TOP