Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ

28-Apr-2026

ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତ ରେ ସାମିଲ ହେଲେ କେ ଏନ ପୁର ପଞ୍ଚାୟତ ର ଖାଜିପଲି  ଗ୍ରାମବାସୀ ,

ଓଡିଶା ଜନ ମତ ବ୍ୟୁରୋ, 

ପ୍ରଧାନମନ୍ତ୍ରୀ ଙ୍କ  ସ୍ୱଚ୍ଛ  ଭାରତକାର୍ଯ୍ୟକ୍ରମ ରେ ସାମିଲ ହେଲେ  କେ ଏନ ପୁର ପଞ୍ଚାୟତ ର ଖାଜିପଲି ଗ୍ରାମବାସୀ  |" ସ୍ୱଚ୍ଛ ତାହିଁ ସେବା ` ନାରା ଦେଈ ଏକ ଜୋରଦାର ଗ୍ରାମ ସଫେଇ କାର୍ଯ୍ୟକ୍ରମ  କରିଥିଲେ | ଖାଲି ସେତିକି ନୁହଁ ଲକ୍ଷ ଥିଲା ଗାଁରେ ଆଗକୁ ନୃସିଂହ ଯାତ୍ରା ଥିବାରୁ ଆଖ, ପାଖ ପଞ୍ଚାୟତ ରୁ  ଲୋକମାନେ ଏଈ ଗାଁକୁ ଆସି  ଯାତ୍ରା ଦେଖିବା ସମୟରେ ଅଳିଆ,ଆବର୍ଜନା ରେ ପୂର୍ଣ୍ଣ ଏହି ପରିବେଶ ଦେଖି ଲୋକେ ନାକ ଟେକିବେ, ଏବଂ ବର୍ଷା ଦିନ ଆସିଲେ ବିଭିନ୍ନ  ଖାଲ, ଆବର୍ଜନା ରେ ପାଣିଜମି ସେହି ସ୍ଥାନରେ ମଶା , ମାଛି ବାସ କରି  ଜୀବାଣୁ ସୃଷ୍ଟିକରୀ ରୋଗ କରିବେ ସେଥିପାଇଁ ମହିଳା ସରପଞ୍ଚ ରାଜଲକ୍ଷ୍ମୀ ବେହେରା ଓ ସମିତି ସଭ୍ୟା ଶାରଳା ବେହେରା,ଙ୍କ ନେତୃତ୍ୱ ରେ ୱାର୍ଡ ମେମ୍ବର ଝଡିଆ ବେହେରା, ପଞ୍ଚାୟତ ଅଧିକାରୀ ଚନ୍ଦ୍ର ଶେଖର ଖିଲ,ପୁରୁଷୋତ୍ତମପୁର ବ୍ଳକର ଗ୍ରାମ୍ୟ ଜଳ ଯୋଗାଣ ଓପରିମଳ ଯନ୍ତ୍ରୀ ନର୍ମଦାପାତ୍ର, ଓତାଙ୍କ ସହଯୋଗୀ ଶିଶିର ରାଉଳ, ଯୁବଗୋଷ୍ଟି,ମହିଳା ଗୋଷ୍ଟି,  ଏମ୍ବିକେ, ସିଆର ପି, ୱାର୍ଡ ସଭ୍ୟ ଭାଗିରଥି ଗୌଡ଼, ଦୁଃଖିଶ୍ୟାମ ମୁଦୁଲି, ମାମୀ ବେ୍ହେରା,ସୁମିତ୍ରା ନାୟକ,ସତ୍ୟ ବେହେରା, ସ୍ୱାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀ ଙ୍କ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ଗାଁର ସବୁ ଆବର୍ଜନା ପଡ଼ିଥିବା, ନାଳ, ନର୍ଦମା, କୋଠଘର, ମନ୍ଦିରଚତୁର୍ପାଶ୍ୱ, ସ୍ଥାନ କୁସଫା ସୁତୁରା କରି, ପାଣି ଯମୁ ଥିବା ସ୍ଥାନ ଗୁଡିକରେ ବ୍ଲିଚିଙ୍ଗ ପକାଇ ସଫକରିବା ସହିତଅଳିଆ, ଆବର୍ଜନା ଗୁଡିକୁ ନଈପାଖ ଖାଲରେ ପକାଇ ପୋତିଦେଇଥିଲେ  |   ଏହା ସହିତ ଗାଁ ରାସ୍ତାରେ ରହିଥିବା ବାକି କିଛି ଅଳିଆକୁ ନିଆଁ ଲଗାଇ ପୋଡି ଥିଲେ | ଏହି କାର୍ଯ୍ୟକୁ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ୀ ସଂଯୋଜନା କରିଥିଲେ  |

News Comment

You Might Also Like

BACK TO TOP