Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |

30-Apr-2026

କୋର୍ଟ ପରିସର ରେ ଆଇନଜୀବୀ ଙ୍କୁ ଆକ୍ରମଣ।   

    ଓଡିଶା ଜନ ମତ,ଖଲ୍ଲିକୋଟ, ବିକା କୁମା ସାହ,

 ୨୯-୪-୨୦୨୬:----

 ଖଲ୍ଲିକୋଟ କୋର୍ଟ  ପରିସର ରେ ବୁଧବରେ  ଜଣେ ଆଇନ ଜୀବୀ ଙ୍କୁ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ ଗଞ୍ଜାମ ବାର ଆସୁଏସନ ର ଆଇନଜୀବୀ କଳ୍ପତରୁ ନାୟକ ଏକ ଜମିଜମା ବିବାଦ କାମରେ ଖଲ୍ଲିକୋଟ ଏଡ଼ିଜେ କୋର୍ଟ ଆସିଥିଲେ । କାମ ସାରି ଫେରିବା ବେଳେ ଖଲ୍ଲିକୋଟ କୋର୍ଟ ପରିସର ରେ ଖଲ୍ଲିକୋଟ ମାନାପଲ୍ଲି ଗ୍ରାମର କେ ଜୁଧିଷ୍ଠି ପାତ୍ର ହଟାତ କଳ୍ପତରୁ ଙ୍କୁ ଗାଳି ଗୁଲଜ କରିଥିଲେ । ତାପରେ ଅଚାନକ କଳ୍ପତରୁ ଙ୍କ ଉପରେ ଆକ୍ରମଣ କରି ତଳେ ପକାଇ ତଣ୍ଟି ଚିପି ଦେଇଥିଲେ । ଯାହାଫଳରେ ତଳେ ପଡ଼ି କଳ୍ପତରୁ ପାଟି କରିଥିଲେ । ପାଟି ଶୁଣି କୋର୍ଟ ପରିସର ରେ ଥିବା ଆଇନଜୀବୀ ଓ କିଛି ଲୋକ ଯାଇ କଳ୍ପତରୁ ଙ୍କୁ ଉଦ୍ଧାର କରିବା ସହ ଜୁଧିଷ୍ଠି ଙ୍କୁ କୋର୍ଟ ହାଜତ ରେ ରଖିଥିଲେ । ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ଜୁଧିଷ୍ଠି ଙ୍କୁ ନିଜ ହେପାଜତକୁ ନେବା ସହ ଖଲ୍ଲିକୋଟ ଥାନା କେସ ନଂ ୩୧୧/୨୦୨୬ ମାମଲା ରୁଜୁ କରିବା ସହ ଜୁଧିଷ୍ଠି ଙ୍କୁ ଅଟକ ରଖି ତଦନ୍ତ କରୁଛି । ସେପଟେ ଜଣେ ଅଜଣା ଆଇନଜୀବୀ ଙ୍କୁ ଏପରି ଆକ୍ରମଣ ଘଟଣା  ଖଲ୍ଲିକୋଟ ବାର ଆସୁଏସନ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦ।ବିହୋଇଛି।

News Comment

You Might Also Like

BACK TO TOP