Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |

03-May-2026

ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ  ସଙ୍ଘର କୋଠ ଘର ଭିତ୍ତି ପ୍ରସ୍ତର ସ୍ଥପନ କଲେ ଦୁଇ ବିଧାୟକ, 

      ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ତାରା ତାରିଣୀପୀଠ ଠାରେ  ଗଞ୍ଜାମ ଜିଲ୍ଲା  ରେଡ୍ଡୀ କୂଳ ମହାଜନ ସଙ୍ଘ  ତରଫରୁ ଏକ କୋଠଘରର  ଭିତ୍ତି ପ୍ରସ୍ତର  ସ୍ଥାପନ ପାଈଁ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ତଥା ଯୋଜନ ବୋର୍ଡ ଅଧକ୍ଷ  ପୂର୍ଣ୍ଣ ଚନ୍ଦ୍ର ସେଠୀ, ଛତ୍ର ପୁର  ବିଧାୟକ କୃଷ୍ଣଚନ୍ଦ୍ରନାୟକ,

ସମ୍ମାନିତ ଅତିଥି ଭାବେ  ପୁରୁ

ଷୋତ୍ତମପୁର ବ୍ଳକ ଅଧକ୍ଷା ପିଙ୍କି ବେହେରା, ଓ ଛତ୍ର ପୁର ବ୍ଳକର ଭାଇସ ଚେୟାର ମେନ  ଏସ ଶାରଦା ରେଡ଼ୀ, ଓ ଦୁଇ ବିଧାୟକ ଙ୍କ ସମର୍ଥକ ନେତା ମାନଙ୍କ  ସହିତ ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଓ  ରେଡ଼ୀ କୂଳର ଆସ୍କା ସଭାପତି  ରା଼ଙ୍କୁ ଭାଗିରଥି ରେଡ଼ୀ, ଏବଂ ସମ୍ପାଦକ କୋଟା ଗୁରୁମୂର୍ତ୍ତି  ପ୍ରଧାନ(ରେଡ୍ଡୀ )ଙ୍କ ସହିତ  ଆସ୍କା ଜୋନ ସାତ ଗୋଟି ତାଳୁକା ର ସଭାପତି ସମ୍ପାଦକ ମାନେ ଓ ବହୁ କୂଳର ସଦସ୍ୟ ମାନେ ଉପସ୍ଥିତିଥିଲେ | ତାରା

ତାରିଣୀ ଙ୍କ ପୀଠରେ ସବୁ କୁଳର ସଙ୍ଘ ଘର ରହିଥିଲା ବେଳେ ରେଡ୍ଡୀ କୂଳର ସଙ୍ଘ ଘର ନଥିଲା ଏଣୁ  ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ଦୁଇଟି ବ୍ଳକ  ସହିତ ଛତ୍ର ପୁର  ଗଞ୍ଜାମ ବ୍ଳକରେ ବହୁତ ରେଡ୍ଡୀ ସମ୍ପ୍ରଦାୟ ର ଲୋକ ମାନେ ରହିଥିବାରୁ  ଦୁଇ ବିଧାୟକ  ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର  ଆର୍ଥିକ ଫଣ୍ଡରୁ ବ୍ଳକ ଜରିଆରେ 10 ଲକ୍ଷ ଲେଖାଏଁ ଦେବେବୋଲି କହିଥିଲେ କିନ୍ତୁ  ପୂର୍ଣ୍ଣ ଚନ୍ଦ୍ର ସେଠୀ  ଦଶ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ  ଆଜି ଦେଇଥିଲା ବେଳେ ଛତ୍ର ପୁର ବିଧାୟକ କାର୍ଯ୍ୟ ଆରମ୍ଭ ପରେ ଦେବାକୁ ପ୍ରତିଶୃତି ଦେଇ

ଛନ୍ତି |  ଏହି ସଙ୍ଘ ଘର ଦ୍ଵାରା  ଆସ୍କା ଜୋନ ର  ସାତ ତାଲୁକା

ର 77 ଖଣ୍ଡଗ୍ରାମରଲୋକମାନଙ୍କ

 ଭୋଜି ଭାତ, କୂଳ ବୈଠକ ସହ ବିଭିନ୍ନ ରେଡ୍ଡୀ ଲୋକଙ୍କ ବହୁତ ଉପକାର କାର୍ଯ୍ୟ ରେ ଏହିଘର ସହଯୋଗ ହେବ  | ତେଣୁ ଦୁଇ  ବିଧାୟକ ଙ୍କ ପାଖରେ   ଏହି ରେଡ୍ଡୀ କୂଳସଙ୍ଘ ର କର୍ମକର୍ତ୍ତା ସଦସ୍ୟ ମାନେ ଚୀର ଋଣୀ ବୋଲି କହି ଛନ୍ତି  |  ତେବେ ଅତିଥି ମାନଙ୍କ ସହ  ସାତ ଖଣ୍ଡ ତାଳୁକା ର  ସଭାପତି ସମ୍ପାଦକ ମାନେ, 77 ଖଣ୍ଡ  ଗ୍ରାମର ଗ୍ରାମ୍ୟ ସଭାପତି, ସମ୍ପାଦକ, ଓ ପରି

ଚାଳନା କମିଟି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ   | ସାତ ଖଣ୍ଡ ତାଳୁକା ର ସଭାପତି ସମ୍ପାଦକ ମାନେ ହେଲେ   ଆସ୍କାତାଳୁକା ର ସଭାପତି ବି ସାରଙ୍ଗ ଧର ରେଡ଼ୀ ଓସମ୍ପାଦକ ଆର ସାରଙ୍ଗ ଧର ରେଡ୍ଡୀ, ଆଠ ଗଡ଼ ତାଲୁକାର ସଭପତି ଏନ ଡମ୍ବୁରୁ ଧରରେଡ଼ୀ, ଓସମ୍ପାଦକ କେ ସତ୍ୟ ନାରାୟଣ ରେଡ୍ଡୀ,  ପୂର୍ବଖଣ୍ଡ ର ସଭାପତି କେ ଲୋକନାଥ  ପ୍ରଧାନ (ରେଡ୍ଡୀ ) ଓ ସମ୍ପାଦକ  ଜି ବିଜୟ ରେଡ୍ଡୀ , ଖଲ୍ଲିକୋଟ ର  ସଭାପତି କେ ବିଜୟ ପ୍ରଧାନ, (ରେଡ୍ଡୀ )ଓସମ୍ପା

ଦକଏଗୋପାଳ ରେଡ୍ଡୀ , ବିରୁଳି ର ସଭାପତି  ଡି ନରହରି ରେଡ୍ଡୀ, ସମ୍ପାଦକ  ଏ ଖଲି ରେଡ୍ଡୀ, ଗଞ୍ଜାମ ର ସଭାପତିଡିସାତ୍ତେୟା 

ରେଡ୍ଡୀ ଓ ସମ୍ପାଦକ  ଏ ନରସିଂହ ରେଡ଼ୀ ପ୍ରମୁଖ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP