Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |

04-May-2026

(ବ୍ଲକ ଟପ୍ପର ହେଲେ ଜଗଦୀଶ ପାଣିଗ୍ରାହୀ)
ପୋଲସରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ସଫଳତା।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା. ୦୪/୦୫/୨୦୨୬: - --

ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ପୋଲସରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୧୦ମ ଶ୍ରେଣୀ ଛାତ୍ର ଜଗଦୀଶ ପାଣିଗ୍ରାହୀ ବ୍ଲକ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ମୋଟ ୬୦୦ ମାର୍କରୁ ୫୭୫ ମାର୍କ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ଉକ୍ତ ଅନୁଷ୍ଠାନର ଛାତ୍ର ଆଦର୍ଶ  ସାହୁ ୫୬୦ ମାର୍କ, ଛାତ୍ର ସୌମ୍ୟ ରଞ୍ଜନ ମିଶ୍ର ୫୫୬ ମାର୍କ ଏବଂ ଛାତ୍ରୀ ଏମ୍. ଅଙ୍କିତା ପାତ୍ର ୫୪୯ ମାର୍କ ଓ ଛାତ୍ରୀ ପ୍ରତୀକ୍ଷା ଗୌଡ଼ ୫୪୬ ମାର୍କ ରଖି ଏ - ୱାନରେ  ପାସ ହୋଇ ଅନୁଷ୍ଠାନର ଗର୍ବଗୌରବ ବଢ଼ାଇଥିବା ବେଳେ ଏ - ୨ରେ  ୧୩ ଜଣ, ବି - ୧ରେ ୧୫ ଜଣ, ବି -୨ରେ ୦୯ ଜଣ, ସିରେ ୦୬ ଜଣ ଓ ଡିରେ ୦୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି।ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ବ୍ଲକର ଅନ୍ୟ କୌଣସି ହାଇସ୍କୁଲର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏ - ୱାନରେ  ପାସ ହୋଇନଥିବାରୁ ଚଳିତ ବର୍ଷ ଏହି ଅନୁଷ୍ଠାନ ସମଗ୍ର ଗଞ୍ଜାମ ଜିଲ୍ଲାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ସମଗ୍ର ପୋଲସରା ବ୍ଲକର ବୁଦ୍ଧିଜୀବୀ ମହଲ ଖୁସି  ବ୍ୟକ୍ତ କରିଥିବାର ଶୁଣିବାକୁ ମିଳିଛି। ଏହି ଶତ ପ୍ରତିଶତ ସଫଳତା ମିଳିଥିବାକୁ ନେଇ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଯଦୁନାଥ ମିଶ୍ର, ଉପସଭାପତି ପ୍ରମୁଖ କୁମାର ପ୍ରଧାନ, ସମ୍ପାଦକ ଦୁର୍ଗା ପ୍ରସାଦ ମହାପାତ୍ର ଓ ଖଲ୍ଲିକୋଟ ସଂକୁଳ ପ୍ରମୁଖ ତଥା ସୁନାମଧନ୍ୟ ଶିକ୍ଷାବିତ୍ ବିଭୂତି ଭୂଷଣ ପାତ୍ର ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ  ମାର୍ଗଦର୍ଶନ ଦେବାସହ ପରୀକ୍ଷାରେ ପାସ ହୋଇ ନିଜର, ଅନୁଷ୍ଠାନ,ଗୁରୁଜୀ ଓ ଗୁରୁମା, ନିଜର ମାତା ପିତା, ଅଞ୍ଚଳର ସୁନାମ ଅର୍ଜନ କରିବାରେ ସଫଳ ହୋଇଥିବାକୁ ନେଇ ଖୁସି ବ୍ୟକ୍ତ କରିବାସହ ଆଗକୁ ନିଜର ଉଚ୍ଚ ଆଶାକୁ ବାସ୍ତବରେ ପରିଣତ କରିବାକୁ ଅଧିକରୁ ଅଧିକ ନିଷ୍ଠାର ସହିତ ପରିଶ୍ରମ କରି ଆଗେଇଯିବାକୁ ନିଜନିଜର ଆର୍ଶିବଚନ ଦେଇଥିଲେ। ଏହି ଅବସରରେ କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କ ଉପସ୍ଥିତିରେ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ଦିଆଯାଇଥିବା ବେଳେ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜର ଉପସ୍ଥିତ ଜ୍ଞାନଦାତା  ଗୁରୁଜୀ ଗୁରୁମା, ପରିଚାଳନା କମିଟିର ବରେଣ୍ୟ କର୍ମକର୍ତ୍ତା ବୃନ୍ଦ ଏବଂ ନିଜର ମାତାପିତାମାନଙ୍କଠାରୁ ନେଉଥିବା ଚରଣାର୍ଶିବାଦ‌ ଭାବ ବିହ୍ବଳ ପରିବେଶ ସୃଷ୍ଟି କରିଥିଲା। ଏହି ସମୟରେ ଅନୁଷ୍ଠାନର ଅନ୍ୟ ଗୁରୁଜୀ,ଗୁରମା ମାନେ ଉପସ୍ଥିତ ଥିବାବେଳେ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ଆଚାର୍ଯ୍ୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।

News Comment

You Might Also Like

BACK TO TOP