Breaking
News
Breaking
News
04-May-2026
ତିନିଗୋଟି ରାଜ୍ୟରେ ବିଜେପିର ବିଜୟ ଯୋଗୁଁ ପୁରୁଷୋତ୍ତମପୁର ସହରରେ ଯୁବ ବିଜେପିର ବିଜୟ ଉତ୍ସବ ପାଳନ |
ଓଡିଶା ଜନ ମତ ବ୍ୟୁରୋ,
ଭାରତ ର ତିନିଗୋଟି ରାଜ୍ୟ କୋଲକତା , ଆସମ ଓ ପୁଣ୍ଡୁ ଚେରି ରେ ବିଜେପି ର ବିପୁଳ ବିଜୟ ପରେ ଆଜି ପୁରୁ ଷୋତ୍ତମପୁର ସହର ର ବସଷ୍ଟାଣ୍ଡ ଠାରେ ଘୁମୁସର ଜିଲ୍ଲା ଯୁବ ବିଜେପି ସଭାପତି ଅଜିତ କୁମାର ପଣ୍ଡାଙ୍କ ସଂଯୋଜନା ରେ ରାତ୍ର ନଅ ଙ୍ଘଣ୍ଟ ସମୟରେ ଅନ୍ୟ ଯୁବ ନେତା, କର୍ମୀ ଙ୍କ ସହଯୋଗ ରେ ବାଣ ଫୁଟାଇ ଓ ବିଜେପି ପତାକା ହଲେଇ ଏହି ବିଜୟ ଉତ୍ସବ ପାଳନ କରିଥିଲେ | ଏବଂ ଭାରତ ର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହ ମନ୍ତ୍ରୀ ତଥା ଚାଣକ୍ୟ ଅମିତ ସାହା, ନିତିନ ଗଡ଼ କାରି ଙ୍କନାରା ଦେବା ସହ ଜୟ ଶ୍ରୀରାମ ଧ୍ଵନି ରେ ଏହି ବସଷ୍ଟାଣ୍ଡ କୁ ପ୍ରକମ୍ପିତ କରିଥିଲେ | ପ୍ରଧାନମନ୍ତ୍ରୀ ଙ୍କ ଦୁରଦୃଷ୍ଟି ଯୋଗୁଁ ଭାରତ ର ବିଭିନ୍ନ ବିଜେପି ଶାସିତ ରାଜ୍ୟର ବହୁବିଧ ଉନ୍ନତି ସହ, ମହିଳା ଙ୍କୁ ଅଗ୍ରାଧିକାର,ଯୁବ ପିଢିଙ୍କୁ ସବୁଥିରେ ସୁଯୋଗ ଦେବେ | ସଭାପତି ଅଜିତ ଙ୍କ ସହ ସୁରେଶ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ଅମିତ ମହାପାତ୍ର, ଚିଣ୍ଟୁ ମହାପାତ୍ର, କିଶୋର ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ସାହୁ ଶ୍ୟାମ ବାବୁ ଦୋରା, ଙ୍କ ସହିତ ଅନ୍ୟ ଯୁବଗୋଷ୍ଟି ଏହି ବିଜୟ ଉତ୍ସବ ରେ ସାମିଲ ଥିଲେ |
BACK TO TOP