Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |

06-May-2026

ବ୍ଲକ ଟପ୍ପରଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା. ୦୬/୦୫/୨୦୨୪:- 

ପୋଲସରା ଅଞ୍ଚଳର ଏକମାତ୍ର ମେଧା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ   ଭବିଷ୍ୟତ ଉଜ୍ଜଳ ସକାଶେ ନିରନ୍ତର ପ୍ରୟାସ ଜାରି ରଖିଥିବା ଅଗ୍ରଣୀ ସଂସ୍ଥା ସ୍ଵାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ସମଗ୍ର ପୋଲସରା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ମ ଶ୍ରେଣୀର ଛାତ୍ର ଜଗଦୀଶ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ପୋଲସରା ବ୍ଲକରେ ଏ ବର୍ଷ ମୋଟ ୧୧ ଜଣ ଛାତ୍ରଛାତ୍ରୀ ଏ- ୱାନ ଗ୍ରେଡରେ ପାସ୍ ହୋଇଥିବାବେଳେ ଛାତ୍ର ଜଗଦୀଶ ପାଣିଗ୍ରାହୀ ସବୁଠାରୁ ଅଧିକ ୫୭୫ ନମ୍ବର ମାର୍କ ରଖି (ଶତକଡ଼ା ୯୫.୮୩%)ରେ ପାସ୍ ହୋଇଛନ୍ତି। ତାଙ୍କର ଏଭଳି ସଫଳତାକୁ ନେଇ ଟ୍ରଷ୍ଟ ମୁଖ୍ୟ ତଥା  ଯୁବ ଆଇନଜୀବୀ ନାରାୟଣ ସାହୁଙ୍କ ନେତୃତ୍ୱରେ ଶିକ୍ଷାବିତ୍ ତଥା ସାମ୍ବାଦିକ ଏବଂ ଓଡ଼ିଶା ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ସାଇ°ନ୍ସେସ ଆଣ୍ଡ କଲଚରର  ପୂର୍ବତନ ପ୍ରିନ୍ସପାଲ ତଥା ଇ°ରାଜୀ ଭାଷା ଦକ୍ଷ ଡଃ ଜ୍ୟୋତିର୍ମୟ ପଟ୍ଟନାୟକ, ଅଧ୍ୟାପକ ମନୋଜ  କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ଓ ସାମ୍ବାଦିକ ଟି.ଶରତ କୁମାର ସୁବୁଦ୍ଧି, ସମାଜସେବୀ ନିରଞ୍ଜନ ସାହୁ ଓ ଶଙ୍କର ପ୍ରଧାନ ପ୍ରମୁଖ ପୋଲସରା ସହର ଗୋପବନ୍ଧୁ ସାହି ସ୍ଥିତ ତାଙ୍କ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଜଗଦୀଶ ପାଣିଗ୍ରାହୀଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ସହିତ ସ୍ଵାମୀ ବିବେକାନନ୍ଦଙ୍କ ଫଟୋ ଏବଂ  ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧନା  ଜ୍ଞାପନ କରାଯାଇଥିଲା।ଏହି ଅବସରରେ ଟ୍ରଷ୍ଟ ତରଫରୁ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଉତ୍ତରୋତ୍ତର ଶୁଭକାମନା ଦିଆଯାଇଥିଲା। ଟ୍ରଷ୍ଟର ଏଭଳି ଉତ୍ସାହପ୍ରଦ ଓ  ପ୍ରେରଣାଦାୟୀ କାର୍ଯ୍ୟର ସଚେତନ ଏଵଂ ବୁଦ୍ଧିଜୀବୀ ମହଲରେ ଭୂୟ°ସି ପ୍ରଶଂସା କରାଯାଇଛି।

News Comment

You Might Also Like

BACK TO TOP