Breaking News

ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||     

ଜଙ୍ଗଲ ଜମିକୁ ନେଇ ବଚସା ପରେ ଦାଆ ରେ ବୃଦ୍ଧାଙ୍କୁ ଆକ୍ରମଣ ||

13-May-2026

ଡଙ୍ଗର ଜମିକୁ ନେଇ ବଚସା, ଦା ଆକ୍ରମଣରେ ବୃଦ୍ଧ ଲହୁଲୁହାଣ,
 ଓଡିଶା ଜନ ମତ,କଲ୍ୟାଣସିଂହପୁର, 

କାମେଶ୍ୱର କର କରିଆ ୧୩/୦୫,:----

  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ ଡଙ୍ଗର ଜମିକୁ ନେଇ ହୋଇଥିବା ବଚସା ହଣାକଟାର ରୂପ ନେଇଛି। ଦା ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।ସୂଚନା ଅନୁସାରେ  ଗତ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବୋଡା କାଡ୍ରାକା ଓ ଗୋପି କଞ୍ଜାକା ଏକାଠି ବସି ମଦ୍ୟପାନ କରୁଥିବା ବେଳେ ଡଙ୍ଗର ଜମିକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବିବାଦକୁ କେନ୍ଦ୍ର କରି ଆଜି ସକାଳେ ବୋଡା କାଡ୍ରାକା ନିଜ ସ୍ତ୍ରୀ ଆଞ୍ଚ କାଡ୍ରାକାଙ୍କ ସହ ଡଙ୍ଗରକୁ ଯାଉଥିବା ସମୟରେ ଘଟିଥିଲା ଆକ୍ରମଣ।ଅଭିଯୋଗ ଅନୁଯାୟୀ ଗୋପି କଞ୍ଜାକାଙ୍କ ଭାଇ ଶୁକ୍ରୁ କଞ୍ଜାକା ପୂର୍ବରୁ ଲୁଚି ରହିଥିଲେ। ବୋଡାଙ୍କୁ ଦେଖି ହଠାତ୍ ବାହାରି ଆସି ଗାଳିଗୁଳଜ କରିବା ସହ ଦୁଇ ଚାପୁଡ଼ା ମାରିଥିଲେ। ପରେ ବୋଡାଙ୍କ ହାତରେ ଥିବା ଦା’ ଛଡାଇ ତାଙ୍କ ମୁଣ୍ଡ ଓ ଡାହାଣ ହାତରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସମୟରେ ସ୍ତ୍ରୀ ଆଞ୍ଚ କାଡ୍ରାକା ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଚିତ୍କାର କରିବାରୁ ଗ୍ରାମବାସୀ ଧାଇଁ ଆସି ଅଭିଯୁକ୍ତଙ୍କ ଠାରୁ ଦା’ ଛଡାଇଥିଲେ। ଗୁରୁତର ଆହତ ବୋଡା କାଡ୍ରାକାଙ୍କୁ ତୁରନ୍ତ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା।ଡାକ୍ତର ଅନୁଭବ ସାହୁ ତାଙ୍କର ଚିକିତ୍ସା କରୁଥିବା ବେଳେ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଥାନାରେ ଏତଲା ଦାଖଲ ହୋଇଥିବା ବେଳେ ଆକ୍ରାନ୍ତ ପରିବାର ପକ୍ଷରୁ ନ୍ୟାୟ ଦାବି କରାଯାଇଛି।

News Comment

You Might Also Like

BACK TO TOP