Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପୋଲସରା ର ବରିଷ୍ଟ କଂଗ୍ରେସ ନେତା ଙ୍କ ପରଲୋକ |

15-May-2026

ବରିଷ୍ଠ କଂଗ୍ରେସ ନେତାଙ୍କ ସ୍ଵର୍ଗାରୋହଣ।

ଓଡ଼ିଶା ଜନମତ,ପୋଲସରା ସନ୍ତୋଷ କୁମାର ପଣ୍ଡା
  ତା- ୧୫/୦୫/୨୦୨୬:
ପୋଲସରା ଅଞ୍ଚଳର ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଗୌର ଚନ୍ଦ୍ର ପାଳଙ୍କ  ଚଳିତ ମାସ ୧୪ ତାରିଖ  ଗୁରୁବାର ସକାଳ ପ୍ରାୟ ୫ ଘଣ୍ଟା ସମୟରେ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଏହି ପୋଲସରା ବ୍ଲକ, ରୁମାଗଡ଼ ଗ୍ରାମ ବାସିନ୍ଦା ଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଦୁଇ ପୁତ୍ର ଯାମିନୀ, ଭଗବାନ ଏବଂ ଦୁଇ କନ୍ୟା ସୁଜ୍ଞାନୀ, ବିଜ୍ଞାନୀ ଉପସ୍ଥିତ ଥିଲେ। ତାଙ୍କର ଅନ୍ତ୍ୟେଷ୍ଠି ଗ୍ରାମ ଶ୍ମଶାନରେ କରାଯାଇଥିଲା।ସେ ଜଣେ ଜାତୀୟ କଂଗ୍ରେସ ଦଳର ପ୍ରବଳ ସମର୍ଥକ ଥିଲେ। ଜଣେ ଭଲ ସ°ଗଠକ ଭାବେ ତାଙ୍କର ସୁନାମ ରହିଥିଲା। ଗତ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ରୁମାଗଡ଼  ପଞ୍ଚାୟତ ବାସିଙ୍କ ଅକୁଣ୍ଠ ସମର୍ଥନରେ ନିର୍ବାଚନ ଲଢ଼ି ବିଜୟୀ ହେବାସହ ସମିତି ସଭ୍ୟ ପଦରେ ରହି ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଥିଲେ। ଏପରିକି ସେ ସମୟରେ ସୋରଡ଼ାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶରତ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଉଷା ରାଣୀ ପଣ୍ଡା, କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁ, କୋଦଳା ପୂର୍ବତନ ବିଧାୟକ କାଳୁ ଚରଣ ନାୟକ ପ୍ରମୁଖଙ୍କ  ଘନିଷ୍ଠ ସହଯୋଗୀ ଥିଲେ।ପାଳଙ୍କ  ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ ସମଗ୍ର ପୋଲସରା ଅଞ୍ଚଳ ସମେତ କଂଗ୍ରେସ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦେହାନ୍ତରେ ପୋଲସରାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଜଗନ୍ନାଥପ୍ରସାଦ ପୂର୍ବତନ ବିଧାୟକ ସୀମାଞ୍ଚଳ  ବେହେରା, କୋଦଳାର ବରିଷ୍ଠ ଓକିଲ ଉଦୟନାଥ ପ୍ରଧାନ, ପୋଲସରାର ବରିଷ୍ଠ ଓକିଲ ଏ. ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ବରିଷ୍ଠ ଓକିଲ ଅଗସ୍ତି ବରାଡ, ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ, ରୁମାଗଡ଼ ପଞ୍ଚାୟତ ସରପଞ୍ଚ ଜିତୁ ବିଷୋୟୀ, ସମିତି ସଭ୍ୟା ଶ୍ରୀମତୀ ଲକ୍ଷ୍ମୀବାଈ ପଣ୍ଡା , ବିଶିଷ୍ଟ ସମାଜସେବୀ ପ୍ରଭାକର ପାତ୍ର ପ୍ରମୁଖ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

News Comment

You Might Also Like

BACK TO TOP