Breaking News

ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||     

ମାଛକୁଣ୍ଡ ହାଇଡ୍ରୋ ପାୱାର ରେ ଅଗ୍ନିକାଣ୍ଡ ଘଟି ପୋଡ଼ିଗଲା ବହୁ ସାମାନ |

23-May-2026

ଅଗ୍ନିକାଣ୍ଡଘଟି ମାଛକୁଣ୍ଡ ହାଇଡ୍ରୋ ପାୱାରପୋଡିଗଲା, 
ନିଆଁକୁ  ଆୟତ କଲେ ନନ୍ଦପୁର ଅଗ୍ନିଶମ ବାହିନୀ   |

ଓଡିଶା ଜନ ମାତ ବ୍ୟୁରୋ,

ଅଗ୍ନିକାଣ୍ଡ କିମ୍ବା ସର୍ଟ ସର୍କିଟ ଯେ ଏତେ ଭୟଙ୍କର ହେବ ତାହା କଳ୍ପନାର ବାହାରେ ହେଲେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ନନ୍ଦପୁର ମାଛକୁଣ୍ଡ ହାଇଡ୍ରୋ ପାୱାର ପ୍ରକଳ୍ପ |ସେଥିରେ  ଅଗ୍ନିକାଣ୍ଡ ଘଟଣାରେ ନନ୍ଦପୁର ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରି ହେମନ୍ତ କୁମାର ସାମଲଙ୍କ ନେତୃତ୍ଵାଧୀନ ନନ୍ଦପୁର ଓ ଲମତାପୁଟ ଅଗ୍ନିଶମ ଦଳକୁ ସଫଳତା ମିଳିଛି। ପ୍ରକଳ୍ପ ଭିତର ଓ ବାହାରେ ଲାଗିଥିବା ନିଆଁକୁ ଦଳ ସମ୍ପୂର୍ଣ ଆୟତ୍ତ କରିଛି। ଟରବାଇନ୍ ଓ ପ୍ୟାନେଲ ବୋର୍ଡରେ ନିଆଁ ଲାଗି ପ୍ରକଳ୍ପର ମୁଖ୍ୟ ଗୃହରେ ନିଆଁ ଲାଗି ଥିଲା। ପରିସର ଧୂଆଁମୟ ହେବାସହ ଭିତରେ ଓ ବାହାରେ ଥିବା ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମ, ପାଇପ୍, ତାର ଆଦିରେ ନିଆଁ ବ୍ୟାପି ସ୍ଥିତି ଭୟାନକ ହୋଇଥିଲା। ସମସ୍ତ ପ୍ରତିକୂଳ ସ୍ଥିତି ସହ ଯୁଝି ଅଗ୍ନିଶମ ଦଳ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା କେନ୍ଦ୍ରାଧିକାରୀ ସାମଲ ସୂଚନା ଦେଇଛନ୍ତି। ଅଗ୍ନିଶମ ବାହିନୀର ସାହସିକତାକୁ ପ୍ରକଳ୍ପ ପ୍ରଶାସନ ତରଫରୁ ପ୍ରଶଂସା କରାଯାଇଛି। ପ୍ରକଳ୍ପର ଯନ୍ତ୍ରପାତି ସବୁ ବହୁ ପୁରୁଣା ଓ ତାହାର ସୁରକ୍ଷା ଯାଞ୍ଚ ସମୟାନୁସାରେ କରା ଯାଉନଥିବା ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡରେ ମୁଖ୍ୟ କଣ୍ଟ୍ରୋଲ ରୁମ, ପ୍ୟାନେଲ ବୋର୍ଡ, ମୂଲ୍ୟବାନ ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଉଛି। ନିଆଁ ଓ ଧୂଆଁରେ ଫସି ସାମାନ୍ୟ ଆହତ ହୋଇଥିବା ୪ କର୍ମଚାରୀ ସୁସ୍ଥ ଥିବା ସୂଚନା ଦିଆଯାଇଛି। ଅନ୍ୟପଟେ ଏହି ଅଗ୍ନିକାଣ୍ଡ ଯାନ୍ତ୍ରିକ ତ୍ରୁଟି ନା କର୍ତ୍ତୃପକ୍ଷଙ୍କ ଅବହେଳା ତାହାର ଯାଞ୍ଚ ଦୁଇ ରାଜ୍ୟ ପ୍ରଶାସନ ତରଫରୁ କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP