Breaking
News
Breaking
News
24-May-2026
ବିଦ୍ୟୁତ୍ ଆଘାତରେ ଜୀବନ ଦୀପ ଲିଭିଗଲା।
ଓଡିଶା ଜନ ମତ, ବ୍ରହ୍ମପୁର କୈଳାଶ ଚନ୍ଦ୍ର ଚୌଧୁରୀ ;;
ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟି ବଳିଆ ନାହାକ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ସହରର ରାଧାକୃଷ୍ଣ କମିଟି ପକ୍ଷରୁ ଆୟୋଜିତ ଅପେରା "ଯାତ୍ରା ସିଂହବାହିନୀ "ର ନାଟକ ପରିବେଷଣ ଦେଖିବାକୁ ଆସି ବିଦ୍ୟୁତ୍ ଆଘାତ ଖାଇ ମୃତ ବଳିଆ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ବଳିଆର ଘର ନିକଟସ୍ଥ ଆଙ୍କୋରଡା ଗ୍ରାମ ଓ ଅପେରା ଦେଖିବାକୁ ଆସି ଏହି ଭଳି ଅଘଟଣ ର ସମ୍ମୁଖୀନ ™ହୋଇଛି।
BACK TO TOP