Breaking News

କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||     

ବ୍ରହ୍ମପୁର ଏସପି ଙ୍କ ଅପରାଧୀ ମାନଙ୍କୁଶତର୍କ ବାଣୀ ସୁଧାରି ଯାଅ ନହେଲେ ହେବ ଏନ କାଉଣ୍ଟର |

30-May-2026

ଅପରାଧୀଙ୍କୁ ଦମନ ପାଇଁ ବ୍ରହ୍ମପୁର ରେ 5ରୁଅଧିକ ବ୍ୟକ୍ତିଙ୍କୁ ଏନ କାଉଣ୍ଟର କଲା ପୋଲିସ,
ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ:---

ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଅପରାଧୀ ମାନଙ୍କର କାର୍ଯ୍ୟକଳାପ ଦୃତ ଗତିରେ ବଢି ଚାଲିଛି, ଯାହାକି ପୋଲିସ ପାଇଁ ଏକମୁଣ୍ଡ ବଥାର କାରଣ ସାଜିଛି | ଏବଂ ଅପରାଧୀ ମନେ ପୋଲିସ ର ଆଢୁଆଳରେ  ବହୁତକିଛିହତ୍ୟା,ଚୋରିଡକାୟତି,  ବୋମାମାଡ଼ ଭଳି ଅପରାଧିକ କାର୍ଯ୍ୟ କରି ପୋଲିସ କୁ ଚାଲେଞ୍ଜ ଦେଇ ଖସି ଯାଉଛନ୍ତି | ଏଭଳି କାର୍ଯ୍ୟକୁ ରୋକିବା ଦିଗରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଓ ଆଇଜି ୱାଇବି ଖୁରାନିଆ ଙ୍କ ନିର୍ଦେଶ କ୍ରମେ ପ୍ରତେକ ଜିଲ୍ଳାର ଏସପି  ମାନେ ଅପରାଧିକ ଦମନ ପାଇଁ ସେମାନଙ୍କ ଷ୍ଟାଫ ଙ୍କ ସହିତ ଜୋରସର ରେ ଲାଗି ପଡ଼ିଛନ୍ତି |ସେହିପରି ରେଶମ ସହର ବ୍ରହ୍ମପୁର ରେ ମଧ୍ୟ ଏସପି ଶ୍ରବଣ ବିବେକ ଙ୍କନେତୃରେ ବର୍ତ୍ତମାନ ସୁଧା 5ରୁ ଅଧିକ ଅପରାଧିକ ବ୍ୟକ୍ତିଙ୍କୁ ଏନ କାଉଣ୍ଟର କରି ସାରିଲେଣି  | ଆଗକୁ ଏହି ପ୍ରକ୍ରିୟା ଜାରିରଖିବାକୁ ଏସପି ବିବେକ ଶ୍ରବଣ ସୂଚନା ଦେଇଛନ୍ତି |

News Comment

You Might Also Like

BACK TO TOP