Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ବିଜେଡିରୁଟୁନା ଦାସ ଓ ପ୍ରମୋଦ ସାହୁଙ୍କୁ ନିଲମ୍ବିତ ପରେ 4ବ୍ଳକର ସମୂହ ନିର୍ବାଚିତ ନେତାଙ୍କ ଇସ୍ତଫା ପ୍ରଦାନ |

05-Jun-2026

ବିଜେଡି ରୁ ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ  ନିଲମ୍ବିତ ପ୍ରତିବାଦରେ ୪ ବ୍ଲକ ର ସମସ୍ତ ନିର୍ବାଚିତ ନେତା ଙ୍କ ସମୂହ ଇସ୍ତଫା ,

ଓଡିଶା ଜନମତ,ବାଲିଗୁଡା, ତା, ୦୫/୦୬,

ସଞ୍ଜୟ କୁମାର ପାଣିଗ୍ରାହୀ : -----

ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଂ କୁ  ନେଇ ଚର୍ଚ୍ଚା ରେ ଥୂବା ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଙ୍କୁ ସ୍ବାଗତ କରିବା ମହଙ୍ଗା ପଡିଲା ବିଜେଡି ଜିଲ୍ଲା  ଉପସଭାପତି ଟୁନା ଦାଶ ଏବଂ ସମ୍ପାଦକ ପ୍ରମୋଦ ସାହୁ ।ଏହାକୁ ନେଇ ଦଳ ତରଫରୁ ଦୁଇ ନେତାଙ୍କୁ ନିଲମ୍ବିତ କରିଥିଲେ l ରାଜ୍ୟ ଦଳର ଏହି ନିଷ୍ପତି କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଦଳ ମଧ୍ୟରେ ଘୋର ଅସନ୍ତୋଷ ସହ  ସଂଗଠନ ରେ ଦେଖାଦେଇଛି ଅସ୍ଥିରତା। ଟୁନା ଓ ପ୍ରମୋଦଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ମହଲ ରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷ୍ପତ୍ତି କୁ  ବିରୋଧ କରି ବାଲିଗୁଡା ବିଧାନସଭା ଅନ୍ତର୍ଗତ ଚାରୋଟି ବ୍ଲକ ଯଥା :- ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ଓ କ. ନୂଆଗାଁ ବ୍ଲକର  ସମସ୍ତ ନିର୍ବାଚିତ ସମିତି ସଭ୍ୟ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ, ଛାତ୍ର, ମହିଳା, ସକ୍ରିୟ ସଦସ୍ୟ ସାମୂହିକ ଭାବେ ନିଜ ପଦରୁ ଇସ୍ତଫା ଦେଇଥିବା  ସୂଚନା ମିଳିଛି। ଇସ୍ତଫା ଦେଇଥିବା ନେତାମାନେ କହିଛନ୍ତି ଯେ, ଟୁନା ଓ ପ୍ରମୋଦଙ୍କ ବିରୋଧ ରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଏବଂ ଏକପାଖିଆ। ଦଳୀୟ ନେତୃତ୍ଵ ତୁରନ୍ତ ଏହି ନିଷ୍ପତ୍ତି ର  ପୁନଃବିଚାର କରିବା ପାଇଁ ସେମାନେ ଦାବି କରିଛନ୍ତି। ଘଟଣାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ ହୋଇପଡ଼ିଛି। ଏକଦା ବାଲିଗୁଡା ନିର୍ବଚନୀ ମଣ୍ଡଳୀରେ ବିଜେଡି କୁ ଦୁଇ ଦୁଇ ଥର ବିଧାୟକ ଜିତାଇବା ଏବଂ ବିଜେଡି କୁ ତୃଣ ମୂଳ ସୁରରୁ ଶକ୍ତିଶାଳୀ କରାଇଥିବା ଦୁଇ ନେତା ଟୁନା ଏବଂ ପ୍ରମୋଦ ଙ୍କ ନିଲମ୍ବନ ଆଦେଶ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବାଲିଗୁଡା ଅଞ୍ଚଳବାସୀ. ତୁମୁଡିବନ୍ଧ ଜିଲ୍ଲାପରିଷଦ ତଥା ବ୍ଲକ ସଭାପତି ନବୀନ ପାତ୍ର, ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତୀ ମାଝୀ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁଲଚନା ଦଳବେହେରା, ବାଲିଗୁଡା ଏ ନ ଏ ସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଉପାଧ୍ଯକ୍ଷ ମିନତୀ ନାୟକ ପୂର୍ବତନ ଉପାଧ୍ଯକ୍ଷ ଲୋକନାଥ ପାଢ଼ୀ ଙ୍କ ସହ ଶତାଧୂକ କର୍ମୀ ଉପସ୍ଥିତ ରହି  ରାଜ୍ୟ ର ସାଧାରଣ ସମ୍ପାଦକ ବିଜୟ ନାୟକ ଙ୍କ କୁଶ ପୁତ୍ତଳିକା ଦାହ କରି ସମୂହ ଇସ୍ତଫା ଦେଇଛନ୍ତି  l ଆଗାମୀ ଦିନରେ ଦଳ ପକ୍ଷରୁ କିପରି ପଦକ୍ଷେପ ନିଆଯିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର l

News Comment

You Might Also Like

BACK TO TOP