Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ଖଲ୍ଲିକୋଟ ଏନଏସିରେ ନିମ୍ନ ମାନର ଉନ୍ନୟନ କାର୍ଯ୍ୟ ଯୋଗୁଁ ଅଧକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ ||

11-Jun-2026

ଖଲିକୋଟ  ଏନ ଏ ସି ରେ ନିମ୍ନ ମାନର ଉନ୍ନୟନ  କାର୍ଯ୍ୟ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲେ ଅଧ୍ୟକ୍ଷ। (

ଓଡିଶା  ଜନମତ, ଖଲ୍ଲିକୋଟ, 

ମାଧବ ବେହେରା, ତା --1 1/6  :----

ଗତ ଦୁଇ ବର୍ଷ ହେଲା ଖଲ୍ଲିକୋଟ ଏନ ଏ ସି ରେ ଗ ବିଭିନ୍ନ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କିଛି ଅସାଧୁ ଠିକାଦାର  ଏନ ଏ ସି ପ୍ରଶାସନକୁ ଖାତିର ନକରି ନିର୍ମାଣ ସ୍ତଳୀରେ ଆକଳନକୁ ଅବଜ୍ଞା କରି ମନ ଇଚ୍ଛା ସମ୍ପାଦନା  କରିବା ସହ କନିଷ୍ଟ ଯନ୍ତ୍ରୀ ଓ ମୁନିଷ୍ପଲ୍ ଇଞ୍ଜିନିୟାର ମାନଙ୍କ କୌଣସି ମତା ମାତ ଓ ପରାମର୍ଶ କୁ ନ ନେଇ ମନ ଇଚ୍ଛା ନିର୍ମାଣ କାର୍ଯ୍ୟ କରୁଥିବା ଯୋଗୁଁ ଜନ ସାଧାରଣ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଖଲ୍ଲିକୋ  ଏନ ଏ ସି ର ଅଧିବାସୀ ମାନଙ୍କ ଅଭିଯୋଗ କୁ ଆଧାର କରି  ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା ଓ ନିର୍ବାହୀ ଅଧିକାରୀ  ସନ୍ଦୀପ କୁମାର ଖାଡ଼ଙ୍ଗା ଏବଂ କନିଷ୍ଟ ଯନ୍ତ୍ରୀ ଈଶାଇ ହାଁସଡା ପ୍ରମୁଖ ଗଣ ମାଧ୍ୟମ ପ୍ରତିନିଧିଙ୍କ ସହ ଦୁଇ ନମ୍ବର୍ ୱର୍ଡ ର 10 ଲକ୍ଷ୍ୟ ତାଙ୍କର ନିର୍ମାଣ ଚାଲିଥିବା କୋଠ ଘର ଓ 4 ନମ୍ବର୍ ୱାଡ ର ଜଗନ୍ନାଥ ବିହାରରେ 12 ଲକ୍ଷ୍ୟ ତାଙ୍କର ନିର୍ମାଣ ଚାଲିଥିବା 96 ମିଟର ଦର୍ଘ୍ୟ ଡ୍ରେନ କାମ ଓ 3 ନମ୍ବର୍ ୱାଡ ରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନିର୍ମାଣ ଚାଲିଥିବା ପ୍ରାୟ 40 ଲକ୍ଷ୍ୟ ତାଙ୍କର କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ  ପରିଦର୍ଶନ  କରି ଅସନ୍ତୋଷ ପ୍ରକାଶ କରିଥିଲେ  ବାହୁତୀ ସାହି କୋଠଘର ନିର୍ମାଣ କ୍ଷେତ୍ରରେ ବ୍ୟାପକ ନିମ୍ନ  ମାନ ର କାର୍ଯ୍ୟ ହେବା ସହ ଜଗନ୍ନାଥ ବିହାରରେ ଚାଲିଥିବା ଡ୍ରେନ୍ କାମ ଆକଳନ ଅନୁଯାଇ ନହୋଇ ଲ ଲୁହା ଛଡ ଓ ବକ୍ସ କଂକ୍ରିଟ ରେ ଅନିୟମିତତା ହେବାର ଜାଣିଥିଲେ । କନିଷ୍ଠ ଯନ୍ତ୍ରୀ ଇ ସି ହାଁସଦା ଉକ୍ତ କାମ ଗୁଡ଼ିକର ତଥ୍ୟ   ରଖି ଗଣମାଧ୍ୟମ ଆଗରେ  ଠିକାଦାର ମାନେ କନିଷ୍ଟ ଯନ୍ତ୍ରୀ ଙ୍କ ବିନା ପରାମର୍ଶ ମନ ଇଛା କାମ କରୁଥିବା କହି ଯନ୍ତ୍ରୀ ମାନେ ଅଡୁଆ ରେ ପଡୁଛନ୍ତି ବୋଲି ପ୍ରକାଶ କରିଥିଲେ ଗୁରୁବାର ଦିନ ଦିନ ଏନ ଏ ସି ଅଧକ୍ଷଇଂ ନିରଞ୍ଜନ ବେହେରା ଏନ ଏ ସି ପରିସରରେ ଆୟୋଜିତ ଏକ ସାମ୍ବାଦିକ  ସମ୍ମିଳନୀ ଗତ ଦୁଇ ବର୍ଷ ହେଲା କିଛି ନ୍ୟସ୍ଥ ସ୍ୱାର୍ଥ ଠିକାଦାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ବାଧା ସୃଷ୍ଟି କରି ଏନ ଏ ସି କାର୍ଯ୍ୟାଳୟ କୁ ପଶି ଆସୁଛନ୍ତି |ଫଳରେ କର୍ମଚାରୀ ମାନେ ଭୟ ଭିତରେ ରହୁଛନ୍ତି |ଏନ ଏ ସି ରେ ପ୍ରଥମ ଦଫା ରେ 73 ଗୋଟି ଓ 34 ଗୋଟି ଓ 22 ଗୋଟି ସରକାରଙ୍କ ଆବଶ୍ୟକ ମାର୍ଗ ଦର୍ଶିକା ଅନୁଯାଇ ଟେଂଡର ଓ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି |ଅଭିଯୋଗ ପ୍ରକାରେ ଗଞ୍ଜଣା ଜିଲ୍ଲପାଳ ଓ ଦୁଡା କର୍ତ୍ତୃପକ୍ଷ ସମେତ ସ୍ପେସିଆଲ ଅଡିଟ ମଧ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ଟିକିନିଖି ତଦନ୍ତ କରି ସନ୍ତୋଧ ପ୍ରକାଶ କରିଥିଲେ |କିଛି ଠିକାଦାର ଟେଂଡର ଅର୍ଥ ର 20 ଭାଗ  ଅର୍ଥ କାଟି କାମ ଧରି ଥିଲେ ମଧ୍ୟ ଠିକ ଢଙ୍ଗ ରେ କାମ କାମ କରୁ ନାହାନ୍ତି |ଏହା ଦ୍ୱାରା ଏନ ଏ ସି ର ବିକାଶ ରେ ବାଧା ସୃଷ୍ଟି କରି ନିମ୍ନ ମାନର କାମ କରୁଥିବା ବେଳେ ଏନ ଏ ସି ର ସୁନାମ ରେ ଆଞ୍ଚ ଆସୁଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି |ନିର୍ମାଣ କାର୍ଯ୍ୟ କୁ ବାଟବଣା କରିବା ପାଇଁ ବିଭିନ୍ନ ସମୟ ରେ ଅଫିସ କର୍ମଚାରୀ ମାନଙ୍କୁ ଧମକ ଚମକ ଦେଇ ଦାଦାଗିରି କରିବା ସହ ଜେନେ ତେଣେ ପ୍ରକାରେ ନିର୍ମାଣ କାର୍ଯ୍ୟ କୁ ସରି ଦେବା ପାଇଁ ଉଦ୍ୟମ ଜାରି ରଖିଥିବା ଶ୍ରୀ ବେହେରା ପ୍ରକାଶ କରିବା ସହ ଏମାନଙ୍କ ବିଦଙ୍ଖଳିତ ଆଚରଣ ପାଇଁ ଖଲ୍ଲିକୋଟ ବାସି ଙ୍କ ଦୃଷ୍ଟି ଆକର୍ଷଣ କରି ସମ୍ପୃକ୍ତ ଠିକାଦାର ଙ୍କ କାମ ଗୁଡିକ ଅସିଦ୍ଧ ଘୋଷଣା କରିବା ପାଇଁ ଗଞ୍ଜାମ ଜିଲ୍ଲପାଳ ଙ୍କ ଦୃଷ୍ଟି କୁ ନିଆଯିବ ବୋଲି ପ୍ରକାଶ କରିଥିଲେ |

News Comment

You Might Also Like

BACK TO TOP