Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଭଞ୍ଜନଗର ପୋଲିସ ଦ୍ଵାରା ଆତଙ୍କ ସୃଷ୍ଟିକାରୀ 5ଅଭିଯୁକ୍ତ ଗିରଫ |

13-Jun-2026

୨ପିସ୍ତଲ ଜବତ ସହ ଆତଙ୍କ ସୃଷ୍ଟି କରୁଥିବା ପାଞ୍ଚ ଅଭୁଯୁକ୍ତ କୁ ଗିରଫ କଲା  ଭଞ୍ଜନଗର ପୋଲିସ |

ଓଡିଶା ଜନ ମତ ବ୍ୟୁରୋ,

ଏକ ସାମ୍ବାଦିକ ସମ୍ମିଳନୀ ରେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅପରାଧିକ ତତ୍ୱ ପ୍ରତି ପୁଲିସ୍ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି। ଅପରାଧୀ ତଥା ବନ୍ଧୁକ ସଂସ୍କୃତିରେ ବିଶ୍ୱାସ ରଖୁଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ସାମାଜିକ ସ୍ରୋତରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆହ୍ୱାନ କରାଯାଉଛି। ନଚେତ୍ ପୁଲିସ ସେହି ଅପରାଧୀ ମାନଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦିଆଯିବ ବୋଲି ଭଞ୍ଜନଗର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ଡ଼.ଦୀପକ କୁମାର ମିଶ୍ର ସାଧାରଣରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ଚେତାବନୀ ଦେଇଛନ୍ତି। ଗତକିଛି ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ ଦିନ ଦ୍ୱିପ୍ରହରରେ ଦୃବୁର୍ତ୍ତ ମାନେ ଆତଙ୍କ ଖେଳାଇବାକୁ ପଛାଉ ନଥିଲେ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପେସାଦାର ଅପରାଧୀଙ୍କୁ ନଜର ରଖିବା ସହ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କଡା କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ରଣନୀତି ପ୍ରସ୍ତୁତ କରିଥିବା ଏସଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସଦ୍ୟ ଏକ ଘଟଣାରେ ଜଣେ ଯୁବକକୁ ଦିନ ଦ୍ୱିପ୍ରହରରେ ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଚମକ ଦେବା ଅଭିଯୋଗରେ ଜଣେ ପେସାଦାର ଅପରାଧୀ ସମେତ ମୋଟ ୫ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ପ୍ରସାଦ ଥାନା ବିଡ଼ିପୁର ଗ୍ରାମରଶତ୍ରୁଘନସ୍ୱାଇଁଓରଫବାପି, ସୋରିଷମୁଳିରରାଜେନ୍ଦ୍ରନାଇକ,ବିଡ଼ିପୁରର ଅନୀଲ ନାଇକ, ବାରୁଡ଼ା ଗ୍ରାମର ସାଗର ସାମନ୍ତରା,ଅନୁଗୋଳ ଜିଲ୍ଲା ସାଉଥ ବଲଣ୍ଡାର ରିତେଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ବାରୁଡ଼ା ଗ୍ରାମର ସୁଶାନ୍ତ କୁମାର ସାହୁକୁ ଅଭିଯୁକ୍ତ ମାନେ ଗତ ୯ ତାରିଖ ଦିନ ମଧ୍ୟାହ୍ନ ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିଲେ। ଏହା ପରେ ପୁଣି ସେମାନେ ସୁଶାନ୍ତର ଘରକୁ ଯାଇ କବାଟକୁ ଗୋଇଠା ମାରି ଜୀବନରେ ମାରିବାକୁ ଧମକ ଦେଇଥିଲେ। ଏହି ସମୟରେ ଆଖପାଖ ଲୋଜ ଜମା ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନେ ଧମକ ଦେବା ସହ ସୁଶାନ୍ତଙ୍କ ଭାଉଜ ଓ ତାର ଝିଆରୀକୁ ଅପହରଣ କରିବାକୁ ଧମକ ଦେଇ
ଥିଲେ। ଏନେଇ ସୁଶାନ୍ତଙ୍କ ଭାଉଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୫୭୧/୨୬ ରେ ଏକ ମାମଲା ରୁଜୁ କରି ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥି ସହିତ ସେମାନଙ୍କ ନିକଟରୁ ଗୋଟିଏ ୯ଏମଏମ ପିସ୍ତଲ, ଗୋଟିଏ ସିଙ୍ଗିଲ୍ ସଟ୍ ପିସ୍ତଲ,୩ଜୀବନ୍ତ ଗୁଳି ଜବତ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ବାପି ସ୍ୱାଇଁ ନାମରେ ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ବୋମା ବିସ୍ଫୋରଣ, ବେଆଇନ ବନ୍ଧୁକ ଚାଲାଣ, ଦାଦାବଟି ଆଦାୟ କରିବା ଭଳି ୧୪ ଗୋଟି ମାମଲା ରହିଥିବା ବେଳେ ପୂର୍ବରୁ ୨ଥର ପୁଲିସ ସହ ଏକ୍ସଚେଞ୍ଜ ଅଫ ଫାୟାର ହୋଇଥିବା ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି, ଜ୍ୟୋସ୍ନାମୟୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP