Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଲାଞ୍ଚ ଟଙ୍କା ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହେଲେ ଜରପଡା ଥାନା ଏ ଏସ ଆଇ |

13-Jun-2026

ଆଠ ହାଜାରଟଙ୍କାଲାଞ୍ଚନେଉଲାଞ୍ ଟଙ୍କ ନେ  ଭିଜିଲାନ୍ସ ଦ୍ଵାରା ଗିରଫ ହେଲେ ଏ ଏସ ଆଇ ସୀତା ନାଏକ |

ଓଡିଶା ଜନ ମତ ବ୍ୟୁରୋ,

ଅନୁଗୁଳ ଜିଲ୍ଲା ଜରପଡା ଥାନାର ଏ ଏସ ଆଇ କୌଣସି କାମରେ ଜଣେ ଲୋକଙ୍କୁ 10 ରୁ ଅଧିକ ହଜାର ଟଙ୍କା ମାଗିଥିଲା |ତେବେ ବ୍ୟକ୍ତି ଜଣକ ଚାଲାକ କରି ପୋଲିସମ୍ୟାଡମକୁ ଏବେକିଛି ଦେବି ପରେ ବାକି ସବୁ ଟଙ୍କା  ଦେବି କହି   ଭିଜିଲାନ୍ସ ବିଭାଗ ଦ୍ଵାରା  କଥାବାର୍ତା ହୋଈ ସେମାନଙ୍କ ଠାରୁ ଆଠ ହଜାର ଟଙ୍କା ଆଣି ଏ ଏସ ଆଇ  ସୀତା ନାଏକ ଙ୍କୁ ଦେଇଥିଲା | ଟଙ୍କା ଦେବାର କିଛି କ୍ଷଣ ପରେ  ଆଗରୁ ଜଗିଥିବା ଭିଜିଲାନ୍ସ  ବିଭାଗ ସୀତା ନାଏକ ଙ୍କୁ ମାଡିବସି ଥିଲା  | ଏବଂ ତାଙ୍କଠାରୁ ଧରିଥିବା ଟଙ୍କା ପାଣିରେ ବୁଡାଇ ବାରୁ ଏବଂ ଏ ଏସ ଆଇ ଙ୍କ ହାତ ମଧ୍ୟ ନାଲି ପଡିଯାଇଥିଲା | କାରଣ ସେହି ଟଙ୍କା ଉପରେ କିଛି ରାସାୟନିକ  ପାଉଡର ପଡିଥିଲା ଯାହାକି ପାଣି ରେ ଧୋଇଲେ ହାତ କିମ୍ବା ଟଙ୍କା ରଙ୍ଗ ପଡିଯାଉଥିଲା | ଗରିବ ଲୋକଙ୍କୁ ସହଯୋଗ ପରିବର୍ତ୍ତେ ଲାଞ୍ଚ ମାଗି ତାଙ୍କୁ ହଇରାଣ କରିବାର ଫଳ ଭଗବାନ ଦେଲେ ବୋଲି ସବୁଠାରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି ||

News Comment

You Might Also Like

BACK TO TOP