Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଅମୀର ଖାନ ତୃତୀୟ ବିବାହ କରିବାକୁ ନେଇ ସବୁଠି ଚର୍ଚ୍ଚା |

16-Jun-2026

ଅମୀର ଖାନ ଙ୍କ ତୃତୀୟ ବାହାଘର କୁ ନେଇ ସବୁଠି ଚର୍ଚ୍ଚା |

      ଓଡିଶା ଜନ ମତ ବ୍ୟୁରୋ,

ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇପୁଣି ଚର୍ଚ୍ଚାରେ ବଲିଉଡ୍ ସୁପରଷ୍କାରୁ ଅମିର୍ ଖାନ | ଖବର ଅନୁଯାୟୀ, ସେ ୦୫ ଜୁଲାଇ ୨୦୨୬ ରେ ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀ ଟ୍ରେଟଙ୍କ ସହ ବିବାହ କରିବେ ବୋଲି ଆଲୋଚନା ହେଉଛି।ଖବର ଅନୁସାରେ, ଅମିର୍ ଖାନ ଓ ଗୌରୀ ଟ୍ରେଟ ପ୍ରାୟ ୨୦ ମାସ ଧରି ଏକାଠି ରିଲେସନ୍‌ ରେ ଅଛନ୍ତି। ଅମିର୍ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ ଗୌରୀ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ କରିଦେଇ ଛନ୍ତି। ଗୌରୀ ଟ୍ରେଟ ମୂଳତଃ ବେଙ୍ଗାଲୁରୁର ବାସିନ୍ଦା ଏବଂ ସେ ୱେଲନେସ୍ ଓ ବ୍ୟୁଟି ଇଣ୍ଡଷ୍ଟିରେ କାମ କରୁଛନ୍ତି |ଗୌରୀ ଟ୍ରେଟଙ୍କ ବୟସ ୪୭ ବର୍ଷ ଥିବା ବେଳେ ଅମିରଙ୍କ ବୟସ ୬୦ବର୍ଷ ବୋଲି କୁହାଯାଉଛି। ଗୌରୀ ୨୧ ଅଗଷ୍ଟ ୧୯୭୮ରେବେଙ୍ଗାଲୁରୁ ରେ ଜନ୍ମ ହୋଇଥିଲେ।ଦୁଇଜଣଙ୍କ ମଧ୍ୟରେ ପ୍ରାୟ ୧୪ ବର୍ଷର ବୟସଗତ ପାର୍ଥକ୍ୟ ରହିଛି। ଅମିର୍ ଖାନଙ୍କ ପୂର୍ବ ବିବାହ ଜୀବନ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ୧୯୮୬ରେ ପ୍ରଥମେ ରୀନା ଦତ୍ତାଙ୍କ ସହ ବିବାହ କରି ଥିଲେ ଏବଂ ୨୦୦୨ ମସିହା ରେ ତାଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା। ଏହି ବିବାହରୁ ତାଙ୍କର ଦୁଇ ସନ୍ତାନ ଅଛନ୍ତି। ଜୁନୈଦ ଖାନ ଓ ଆଇରା ଖାନ। ତାପରେ ସେ ୨୦୦୫ ମସିହାରେ ନିର୍ଦ୍ଦେଶିକା କିରଣ ରାଓ ଜୁନୈଦ ଖାନ ଓ ଆଇରା ଖାନ। ତାପରେ ସେ ୨୦୦୫ ମସିହାରେ ନିର୍ଦ୍ଦେଶିକା କିରଣ ରାଓଙ୍କ ସହବିବାହକରିଥିଲେ । ୨୦୨୧ ମସିହାରେଦୁଇଜଣଙ୍କ ଛାଡ଼ପତ୍ର ହୋଇଥିଲା। ତାଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି।ବଲିଉଡ ସୁପରଷ୍ଟାର ଆମୀର ଖାନ୍ ଆସନ୍ତା ଜୁଲାଇ ୫ ତାରିଖରେ ବାନ୍ଧବୀ ଗୌରୀ ଟ୍ରେଟ ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା। ଏହା ହେଉଛି ଆମୀରଙ୍କ ତୃତୀୟ ବିବାହ । ଏମିତିରେ ଆମୀରଙ୍କ ବୟସ ଓ ତାଙ୍କର ତୃତୀୟ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଓ ସମାଲୋଚନା ଜାରି ରହିଛି। ଆଉ ଏସବୁ ଭିତରେ ବଲିଉଡର ଭେଟେରାନ ଅଭିନେତ୍ରୀ ରାକ୍ଷୀ ଗୁଲଜାର ଆମୀରଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି ଯେ, ବିବାହର ଖୁସି ସହିତ ବୟସର କୌଣସି ସମ୍ବନ୍ଧ ନାହିଁ। ବୟସ କେବେ ବି କାହାର ଖୁସିରେ ପ୍ରତିବନ୍ଧକ ସାଜିବା ଉଚିତ ନୁହେଁ।`ଅଧିକ ବୟସରେ ବିବାହ ଭୁଲ୍ ନୁହେଁ` |ନିକଟରେ ଏକ ସାକ୍ଷାତକାରରେ ରାକ୍ଷୀ ନିଜ ଜୀବନର ଉଦାହରଣ ଦେଇ କହିଛନ୍ତି ଯେ, ସେ ଯେତେ ବେଳେ ପ୍ରସିଦ୍ଧ ଗୀତିକାର ତଥା ଚଳଚ୍ଚିତ୍ର ନିର୍ମାତା ଗୁଲଜାରଙ୍କୁ ବିବାହ କରି ଥିଲେ, ସେତେବେଳେ ଗୁଲଜାରଙ୍କୁ ପ୍ରାୟ ୪୦ ବର୍ଷ ବୟସ ହୋଇଥିଲା। ଏହା ସହିତ ସେ ହଲିଉଡ ତାରକା ରବର୍ଟ ଡିନିରୋଙ୍କଉଦାହରଣ ମଧ୍ୟ ଦେଇଛନ୍ତି, ଯିଏ ବୟସ୍କ ଅବସ୍ଥାରେନିଜରଭଲପାଇବା ପାଇଛନ୍ତି ଏବଂ ପରିବାର ଗଠନ କରିଛନ୍ତି। ରାକ୍ଷୀ ପ୍ରଶ୍ନ କରିଛନ୍ତି, "୬୦ ବର୍ଷ ବୟସରେ ଅମୀରବିବାହ କରିବାରେ ଭୁଲ୍ କଣ ଅଛି?ରାକ୍ଷୀ କହିଛନ୍ତି ଯେ, ସେ ଆମୀରଙ୍କ ସହ କାମ କରିନାହାନ୍ତି କିମ୍ବା ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଦିନର ଖବର ରଖନ୍ତି ନାହିଁ। କିନ୍ତୁ ଆମୀର ଜଣେ ଅତ୍ୟନ୍ତ ସନ୍ତୋଟ ବ୍ୟକ୍ତି। ବିବାହ ବିଚ୍ଛେଦ ପରେ ମଧ୍ୟ ସେ ନିଜର ପୂର୍ବତନ ପତ୍ନୀ ରୀନା ଦତ୍ତ ଏବଂ କିରଣ ରାଓଙ୍କ ସହ ଯେପରି ସୁସମ୍ପର୍କ ବଜାୟ ରଖୁଛନ୍ତି, ତାହା ପ୍ରଶଂସନୀୟ।ସୂଚନାଯୋଗ୍ୟ ଯେ, ଗତବର୍ଷ ନିଜର ୬୦ତମ ଜନ୍ମଦିନ ଅବସରରେ ଆମୀର ଖାନ ଗୌରୀଙ୍କ ସହ ସମ୍ପର୍କ ନେଇ ଖୁଲାସା କରିଥିଲେ। ନିକଟରେ ସେ ନିଜର ବିବାହ କଥା ମଧ୍ୟ ଘୋଷଣା କରିଥିଲେ। ଜୁଲାଇ ୫ରେ ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ କିଛି ନିକଟତର ବନ୍ଧୁ ସାମିଲ ହେବେ ବୋଲି ଜଣାପଡ଼ିଛି।

News Comment

You Might Also Like

BACK TO TOP