Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ମହିଳା ସରପଞ୍ଚ ମେଡିକାଲ ରେ ରହିମଧ୍ୟ ରଜ ପର୍ବ ପାଳିଲେ |

17-Jun-2026

 ହସ୍ପିଟାଲ ରେ ରହି ମଧ୍ୟ ଚାମେଲୀ ଓଝା ରଜପର୍ବ ପାଳିଲେ |

    ଓଡିଶା ଜନ ମତ ବ୍ୟୁରୋ,

ଓଡ଼ିଶାର ପୂରପଲ୍ଲୀ ର କୁଆଁରୀ ଙ୍କ ଠାରୁ ମହିଳା ମାନଙ୍କ ଅତି ଆଦର ର ଗଣ ପର୍ବ ରଜ  | ଏବଂ ପ୍ରକୃତି ତଥା ବସୁଧା ମାତା କୃଷିର ପର୍ବ ରଜ ଶେଷରେ ଅର୍ଣ୍ଣ ଦାତା  ମହାଲକ୍ଷ୍ମୀ ଙ୍କ ଧର୍ମର ପର୍ବ ରଜ | ଏହି ପର୍ବ ତିନିଦିନ ପର୍ଯ୍ୟନ୍ତ ସବୁଠାରେ ରଜ ଦୋଳି, ପାନ ଓ ପୋଡ଼ ପିଠା ଠାରୁ ଖେଳ, ନାଚ ଧୁମ ଧାମ ରେ ପାଳିତ ହୁଏ | ଏହି ପର୍ବରୁ କେତେ ଦୁଃଖରେ କିଛି ଲୋକଙ୍କ ଷଡ଼ଯନ୍ତ୍ର ର ଶିକାର ହୋଈ ଅସୁସ୍ତତା  ଥାଇ ମଧ୍ୟ ହସ୍ପିଟାଲ୍ ବେଡ୍‌ରେ  ରଜ ପାଳିଲେ ସରପଞ୍ଚ ଚାମେଲି ଓଝା । ଚାମେଲିଙ୍କ ପାଇଁ ନୂଆ ଡ୍ରେସ୍ ଆଣିଛନ୍ତି ତାଙ୍କ ମାଆ । ପହିଲି ରଜରେ ହସ୍ପିଟାଲରେ ନୂଆ ଡ୍ରେସ୍ ପିନ୍ଧି ରଜ ପାଳିଛନ୍ତି ଚାମେଲି l ରଜ କଥା ପଚାରିଲେ ତାଙ୍କ ମୁହଁରେ ହସ ଖେଳିଯାଇଥିଲା l ସେ କହିଥିଲେ ନୂଆ ଡ୍ରେସ୍ ପିନ୍ଧିଛି । ମୋ ମାଆ ଆଣି ଦେଇଛି । ଆହୁରି ମଧ୍ୟ ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ।ଶନିବାରଠୁ ହସ୍ପିଟାଲରୁ ଆସିବା ପରଠୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ହସ୍ପିଟାଲରେ ମଧ୍ୟ ତାଙ୍କ ଯତ୍ନ ନିଆଯାଉଛି । ରଜରେ ତାଙ୍କ ପାଖକୁ ସମର୍ଥକ ମାନେ ଆସୁଥିବାରୁ ତାଙ୍କୁ ବହୁତ ଖୁସି ଲାଗୁଛି । ସୁସ୍ଥ ହେଲା ପରେ ମୁଁ ପୁଣି ଥରେ ଲୋକଙ୍କ ପାଇଁ କାମ କରିବି ବୋଲି ଚାମେଲି କହିଛନ୍ତି ।ମହାକାଳ ପଡ଼ା ପୋଲିସ ତାଙ୍କୁ ସହଯୋଗ କରୁନଥିବା ସେ ଅଭିଯୋଗ ଆଣିଛନ୍ତି । ଏ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଚାମେଲି । ଦୁର୍ବ୍ୟବହାର କରିଥିବା ପୋଲିସ ବିରୁଦ୍ଧରେ ତୁରନ୍ତ ଆକ୍ସନ ନିଆଯାଉ ବୋଲି ମଧ୍ୟ ଚାମେଲି ଦାବି କରିଛନ୍ତି । ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ଦଫା ପ୍ରତ୍ୟା ହାର ପାଇଁ ସେ ଦାବି କରିଛନ୍ତି ।ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତାଙ୍କୁ ନ୍ୟାୟ ଦାବି ପାଇଁ ଅନୁରୋଧ କରିଥିବାରୁ ଏ ବାବଦରେ ସରକାର ତଥ୍ୟ ମାଗିଛନ୍ତି,ରିପୋର୍ଟ  ଆସିବା ପରେ ଦୋଷୀଙ୍କ ବିରୁଦ୍ଧ ରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଚାମେଲୀ ଙ୍କୁ କେତେ ନ୍ୟାୟ ମିଳିବ ତାହା ଆଗାମୀ ଦିନରେ ଜଣା ପଡିବ |

News Comment

You Might Also Like

BACK TO TOP