Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

କାଳ ବୈଶାଖୀର ପ୍ରଭାବରେ କ୍ଷତିଗ୍ରସ୍ତ ଲୋକମାନେ ||

18-Jun-2026

 କାଳ ବୈଶାଖୀ ର ତାଣ୍ଡବ , ଉଡ଼ିଲା ଛପର ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ ,ଅନ୍ଧକାରରେ ୭ଗ୍ରାମବାସୀ। 

    ଓଡିଶା ଜନ ମତ  ବ୍ୟୁରୋ, 

ପ୍ରଚଣ୍ଡ ରୌଦ୍ର ତାପ ସହିତ ଗୁଳି ଗୁଳି ରେ ଅସ୍ତବ୍ୟସ୍ତ ଥିବା ଜନ ସାଧାରଣ ଙ୍କୁ ଆଉଗୋଟିଏ ଧକ୍କା ଦେଉଛି  କାଳ ବୈଶାଖୀ ତାର ପ୍ରଭାବରେ କ୍ଷତିଗ୍ରସ୍ତ ଲୋକମାନେ  | ଦାରିଙ୍ଗବାଡି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରୀଗୁଡା ପଂଚାୟତର କୁଟଲାରୀ  ଗାଁରେ ଆଜି ଅପରାହ୍ନ ସମୟରେ ବିଜୁଳି ଘଡଘଡି ସହିତ ଘୁର୍ଣ୍ଣିଝଡ଼ ବର୍ଷା ହେବା ଫଳରେ, କୁଟୁଲାରୀଗାଁ ଚର୍ଚ୍ଚ ନିକଟରେ ଥିବା ବିରାଟ ଡାହୁକ ଗଛଉପୁଡି ୧୧ କେଭି ବିତ୍ୟୁତ ତାର ଉପରେ  ପଡିଯିବା ଫଳରେ ୩ଟି ବିଦ୍ୟତ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ଘୁର୍ଣ୍ଣି ଝଡରେ କିଛି ଲୋକଙ୍କ ଘରର ଛାତ ଉଡିଯାଇଥିବା ଜଣା ପଡ଼ିଛି ,ଲୋକକଙ୍କ କହିବା ଅନୁଯାୟୀ  ଏହିଭଳି ଭାବରେ ଘୁର୍ଣ୍ଣି ଝଡ ବର୍ଷା ହେଲାଯେ ଲୋକ ଘରୁ ପଦାକୁ ବାହାରି ପାରି ନଥିଲେ ,ବିଦ୍ୟୁତ ବିଭାଗ କର୍ମ ଚାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ଭାଙ୍ଗି ପଡିଥିବା ବିତ୍ୟୁତ ଖୁଣ୍ଟ ହଟାଇ ଗମନା ଗମନର ସୁବ୍ୟବସ୍ଥା କରିଥିବା ଜଣା ପଡିଛି। ହେଲେ ଘୂର୍ଣ୍ଣିଝଡ ପ୍ରଭାଭାରେ କିରମା, କିନାରୀଗାଁ, ନୂଆଗାଁ, କୁଟୁଲାରୀଗାଁ, ବାଘପଦା, ଗଡ଼ମା ଓ ସାଙ୍ଗଡ଼ମା ଗ୍ରାମବାସୀ ବିଦ୍ୟୁତ  ସେବା ପାଇବାରୁ ବଞ୍ଚିତ ହୋଇ ଅନ୍ଧକାରରେ ରହିଥିବା ଖବର ହସ୍ତଗତ ହୋଇଛି।

News Comment

You Might Also Like

BACK TO TOP