Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ବାଲିଗୁଡା ବଞ୍ଚାଞ୍ଚଳ ର ଲଣ୍ଡାଗାଁ ରେ ଚାରି ହଜାର ବାଉଁଶ ଚାରା ରୋପଣ ||

04-Jul-2026

ବାଲିଗୁଡା ବନାଞ୍ଚଳ ର ଲଣ୍ଡାଗାଁ ରେ ୪ ହଜାର ବାଉଁଶ ଚାରା ରୋପଣ

ଓଡିଶା ଜନମତ,ବାଲିଗୁଡା , ତା, ୦୪/୦୭,

ସଞ୍ଜୟ କୁମାର ପାଣିଗ୍ରାହୀ):----

  ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ ତମ ବନ ମହୋତ୍ସବ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡା ବନାଞ୍ଚଳ ଖମନଖୋଲ ସେକ୍ସନ ର ଲଣ୍ଡାଗାଁ ବିଟ ର ବନପାଳ ଗିରିଶ ଚନ୍ଦ୍ର ସାହୁ ଙ୍କ ତତ୍ଵାବଧାନରେ ଅନାଗୁଲ ସରଂକ୍ଷିତ ଜଙ୍ଗଲର ବାଉଁଶଖୋଲ ଯୋର ଠାରେ ୭୭ ତମ ବନ ମହୋତ୍ସବରେ ୪ ହଜାର ବାଉଁଶ ଚାରା ରୋପଣ କରାଯାଇଛି । ଏହି ଅଞ୍ଚଳରେ ହାତୀ ମାନଙ୍କ ଚଳପ୍ରଚଳ ପଥ ହୋଇଥିବା ବେଳେ ବାଉଁଶ ସେମାନଙ୍କ ପ୍ରଧାନ ଖାଦ୍ୟ ହୋଇଥିବାରୁ ବନ ବିଭାଗ ପକ୍ଷରୁ ପ୍ରାଥମିକତା ଭିର୍ତ୍ତିରେ ବାଉଁଶ ଗଛ କୁ ପ୍ରାଧାନ୍ୟ ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସାରା ପୃଥିବୀ ରେ ପରିବେଶ ପରିବର୍ତ୍ତନ କୁ ନେଇ ଚିନ୍ତିତ ଥିବା ବେଳେ ଖାଲିଥିବା ସ୍ଥାନ ରେ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ‘ପ୍ରଥମେ ପ୍ରକୃତି ପରେ ମଣିଷ’ ବାର୍ତ୍ତା ଦିଆଯାଇଛି । ବେଳ ଥାଉ ଥାଉ ସୁଧୁରିଯିବା ନଚେତ ମାଡି ଆସିପାରେ ମହାବିପଦ ଏଣୁ ଜଙ୍ଗଲ ସୁରକ୍ଷା ଜରୁରୀ ବୋଲି ଉପସ୍ଥିତ ବନବିଭାଗ ଅଧିକାରୀ,ଲୋକ ପ୍ରତିନିଧି ଓ ବୁଦ୍ଧିଜୀବି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା , ସମାଜ ସେବୀ, ବନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ ୪ ହଜାର ବାଉଁଶ ଚାରା ରୋପଣ କରି ଥିଲେ । ଏହି କାର୍ଯ୍ୟକ୍ରମରେ  ବନପାଳ ଗିରିଶ ସାହୁ ,ଫରେଷ୍ଟ ଗାର୍ଡ ଦୀପକ କୁମାର ଖଣ୍ଡଗିରି , ଭିମରାଜ ବେହରଦଲାଇ ,ସମେତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମନୋଜ କୁମାର ସାହୁ , ସଂଜୀବ କୁମାର ବେହେରା ,ଶିକ୍ଷକ ପ୍ରଶାନ୍ତ ନାୟକ ,ସରୋଜ କୁମାର ମଲ୍ଲିକ ,ଦିବ୍ୟଲୋଚନ ମହାରଣା ,ସନ୍ତୋଷ ପ୍ରଧାନ ,ହେମସାଗର କହଁର ,ଜଲନ୍ଧର ପରିଡା ,ସତ୍ୟ ପ୍ରିୟା ନାୟକ ,ସାମ୍ବାଦିକ ସନ୍ତୋଷ କୁମାର ଦାସ , ମନୋରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରି ଚାରା ରୋପଣ କରିଥିଲେ 

News Comment

You Might Also Like

BACK TO TOP