Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଭାଉଜ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ଗାଙ୍ଗପୁର ପୋଲିସ |

05-Jul-2026

ଗାଙ୍ଗପୁର ଭାଉଜ ମୃତ ଘଟଣା ରେ ସ୍ୱାମୀ ସ୍ତ୍ରୀ କୋର୍ଟ ଚାଲାଣ,
ବିଭିନ୍ନ ମାରଣାସ୍ତ୍  ଜବତ

,ଓଡିଶା ଜନ ମତବ୍ୟୁରୋ, 

 ଘରୋଇ କଳିରୁ ଦିଅର ତାର ସ୍ତ୍ରୀଦୁହେଁ ମିଶି ଭାଉଜ ଓ ନିଜ ପୁତୁରା କ  କୁ ଆକ୍ରମଣ ଘଟଣାରେ ଭାଉଜ ମୃତ୍ୟୁ ବରଣ କରିଥିଲା ବେଳେ ପୁତୁରା ଆହାତ ହୋଈ ମେଡିକାଲ ରେ ଚିକିତ୍ସିଚ ହେଉଛି, ସେହି ଦୁଇ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ | ଏପରି ଦୃଶ୍ୟ ଘଟିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଦୁଇ ପରିବାର ମଧ୍ୟରେ ହଣାକଟା ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ଘଟଣାରେ ମୃତ ବାସନ୍ତୀ ପ୍ରଧାନଙ୍କ ସ୍ବାମୀ ଗୌରାଙ୍ଗ ପ୍ରଧାନଙ୍କ ଏତାଲା କ୍ରମେ ଆଜି ଗାଙ୍ଗପୁର ପୋଲିସ୍ ଆକ୍ରମଣକାରୀ ସ୍ବାମୀ ସ୍ତ୍ରୀକୁ କୋର୍ଟ ଚାଲାଣ କରିବା ସହିତ ତାଙ୍କର ନାବାଳକ ପୁଅକୁ ଜୁଭେନାଇଲ୍ କୋର୍ଟ କୁ ପଠାଇ ଦେଇଥିବା ଜଣା ପଡ଼ିଛି। ଗୌରାଙ୍ଗଙ୍କ ଏତାଲା ପ୍ରକାରେ ଗତ ମଙ୍ଗଳବାର ଦିନ ଗୌରାଙ୍ଗଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ଜଙ୍ଗଲକୁ ଯାଇଥିବା ବେଳେ ଗୌରାଙ୍ଗଙ୍କ ସାନ ଭାଇ ମୁରଲୀ ପ୍ରଧାନର ନିଜ ଝିଅ ଦଳିତ ସହିତ ବିବାହ କରିଥିବା ଘଟଣାକୁ ନେଇ ବାସନ୍ତୀ ଥଟ୍ଟା ତାମସା କରୁଥିବାରୁ  ବାସନ୍ତୀଙ୍କୁ ଗାଳିଗୁଲଜ କରିଥିଲା। ଏଥିରେ ବାସନ୍ତୀ ଆତ୍ମ ରକ୍ଷା ପାଇଁ ହାତରେ ଧରିଥିବା କାତିଟିକୁ ବୁଲାଇବାରୁ,ମୁରଲୀ ବାସନ୍ତୀଙ୍କ ପୁଅକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ବୁଧବାର ଦିନ ଅପରାହ୍ନ ତିନି ଘଣ୍ଟା ତିରିଶି ମିନିଟ ସମୟରେ ବାସନ୍ତୀ ନିଜ ପୁଅ ହିନ  ସହିତ ପାଲକଷଣ୍ଢା ଗ୍ରାମର କେନାଲ ରାସ୍ତା ନିକଟରେ ଥିବା ସନ୍ଧିରିୟା କିଆରିରେ ଛେଳି ଚରାଉ ଥିବା ବେଳେ ମୁରଲୀ ପ୍ରଧାନ, ମୁରଲୀଙ୍କ ସ୍ତ୍ରୀ ବିନୀ ଏବଂ ତାଙ୍କ ୧୭ବର୍ଷର ନାବାଳକ ପୁଅ ମିଳିତ ଭାବେ ଠେଙ୍ଗା, ଛୁରୀ ଏବଂ ଟାଙ୍ଗିଆରେ ବାସନ୍ତୀ ଏବଂ ତାଙ୍କ ପୁଅକୁ ଆକ୍ରମଣ କରିଥିଲେ। ଏଥିରେ ବାସନ୍ତୀ  ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ପୁଅକୁ ପ୍ରଥମେ ଆସିକା ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳକୁ ଗଞ୍ଜାମ ଆଡିସନାଲ ଏସ.ପି. ରଞ୍ଜନ କୁମାର ଦେ, ଭଞ୍ଜନଗର ଏସଡିପିଓ ଡ ଦୀପକ ମିଶ୍ର,ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସମେତ ଗାଙ୍ଗପୁର ପୋଲିସ ବାହିନୀ ଯାଇ ଘଟଣାର ପ୍ରାଥମିକ ତଦନ୍ତ କରୁଥିଲେ। ଗୌରାଙ୍ଗ ପ୍ରଧାନଙ୍କ ଅଭିଯୋଗ କ୍ରମେ ଗାଙ୍ଗପୁର  ପୋଲିସ ୩୦୦/୨୬ ରେ ଏକ ମାମଲା ରୁଜୁ କରି ମୁରଲୀ ପ୍ରଧାନ,ମୁରଲୀଙ୍କ ସ୍ତ୍ରୀ ବୀନି ଏବଂ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସମସ୍ତଙ୍କର ଜାମିନ ନାମଞ୍ଜୁର ହେବାରୁ ମୁରଲୀ ଏବଂ ଵିନିଙ୍କୁ ହାଜତକୁ ପଠାଇ ଦିଆଯାଇଥିବା ବେଳେ ତାଙ୍କ ପୁଅକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଘଟଣାର ଅଧିକ ତଦନ୍ତ କରୁଛନ୍ତି।

News Comment

You Might Also Like

BACK TO TOP