Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

କଲ୍ୟାଣସିଂହ ପୁର ବ୍ଲଜ ସିଙ୍ଗାରିନିକଟରେ ବୋଲରା ବାଇକ ଧକ୍କା, ଯୁବକ ଗୁରୁତର |

11-Jul-2026

ସିଙ୍ଗାରି ନିକଟରେ ବାଇକ ବୋଲେରୋ ମୁହାଁମୁହିଁ ଧକ୍କା,

ଯୁବକ ଗୁରୁତର, 

ଓଡିଶା ଜନମତ ରାୟଗଡା,୧୧/୭,

କାମେଶ୍ୱର କରକରିଆ : ------

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ରାସ୍ତାରେ ଏକ ବାଇକ ଓ ବୋଲେରୋ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ଖସୁଗୁଡ଼ା ଗାଁର ଇନ୍ଦୀ ସୁନାଙ୍କ ପୁଅ ଶିବ ସୁନା (୨୧) ନିଖୋଜ ହୋଇଥିବା ନିଜର ୧୨ଟି ପଶୁ ଖୋଜିବା ପାଇଁ କଲ୍ୟାଣସିଂହପୁର ଅଞ୍ଚଳକୁ ଆସିଥିଲେ। ପରେ ସେ ନିଜର ଆପାଚି ବାଇକ (ଓଡି–୦୮–ଏଏ–୨୬୬୯) ଯୋଗେ ଘରକୁ ଫେରୁଥିବା ବେଳେ ସିଙ୍ଗାରି ରାସ୍ତାର ଏକ ବୁଲାଣି ନିକଟରେ ସାମ୍ନାରୁ ଆସୁଥିବା ଗେଲ୍ ଇଣ୍ଡିଆ ପ୍ରକଳ୍ପରେ ଭଡ଼ାରେ ନିୟୋଜିତ ବୋଲେରୋ (ଓଡି–୧୮–୬୨୦୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ଶିବ ସୁନା ଗୁରୁତର ଆହତ ହୋଇଥିଲେ। ସେଠାରୁ ସ୍ଥାନୀୟ ଲୋକେ ଗୁରୁତର ଶିବ କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ କାର୍ଯ୍ୟରତ ଡାକ୍ତର  ପ୍ରାଥମିକ ଚିକିତ୍ସା କରିଥିଲେ। ସୁସ୍ଥ ହେବାରୁ ପରିବାର ଲୋକେ ପହଞ୍ଚି ଭବାନୀ ପାଟଣା ମୁଖ୍ୟ କାର୍ଯ୍ୟଳୟ କୁ ନେଇଥିବା ଜଣା ପଡିଛି। ଅଭିଯୋଗ ଅନୁଯାୟୀ ଦୁର୍ଘଟଣା ପରେ ବୋଲେରୋ ଚାଳକ ଓ ସେଥିରେ ଥିବା କର୍ମଚାରୀମାନେ ଗାଡ଼ି ନେଇ ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଦେଖି ଗାଡ଼ିକୁ ଅଟକାଇ ଦେଇଥିଲେ। ସେଠାରେ ଉତ୍ତେଜିତ ଲୋକେ ବୋଲେରୋ ଗାଡ଼ିକୁ ନିଜ ଅଞ୍ଚଳକୁ ନେଇଯାଇଥିବା ବେଳେ ପରେ ୪୦ ହଜାର ଟଙ୍କାରେ ଆପୋଷ ସମାଧାନ ହୋଇଥିବା ନିଜେ ବୋଲେରୋ ଡ୍ରାଇଭର ପ୍ରକାଶ କରିଛନ୍ତି ।

News Comment

You Might Also Like

BACK TO TOP