Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଗଞ୍ଜାମ ଜିଲ୍ଲା ପାଳ ଙ୍କୁ 11ଦଫା ଦାବି ନେଇ ଅଖିଳ ଭାରତ କୃଷକ ସଭା ମଞ୍ଚ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ |

15-Jul-2026

ଅଖିଳ ଭାରତ କୃଷକସଭା ମଞ୍ଚ ପକ୍ଷରୁ ୧୧ ଦଫା ଦାଵୀ ନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ ।

ଓଡିଶା ଜନ ମତ, ଛତ୍ରପୁର, 

କେ.ସତ୍ୟନାରାୟଣ ରେଡ୍ଡୀ:--------
ଅଖିଳ ଭାରତ କୃଷକସଭା ମଞ୍ଚ ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଏଲନିନୋ ପ୍ରଭାବରେ ଅନିୟମିତ ବର୍ଷା ର ମୁକାବିଲା ପାଇଁ ୧୧ ଦଫା ଦାବୀ ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଳକ ରୁ ଆସିଥିବା କୃଷକ ପ୍ରତିନିଧିମାନେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ ଙ୍କ ନେତୃତ୍ତ୍ଵରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଙ୍କୁ ସାକ୍ଷାତ କରି ଦାଵୀ ପତ୍ର ପ୍ରଦାନ କରିଛନ୍ତି । ନିର୍ଦିଷ୍ଟ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦାବୀ ପୂରଣ ନହେଲେ ଗଞ୍ଜାମ ଜିଲ୍ଲାବ୍ୟାପି ଚାଷୀ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି ପ୍ରସାଶନ କୁ ଚାଷୀନେତା ଗଣ ଚେତାବନୀ ଦେଇଛନ୍ତି । ମଙ୍ଗଳବାର କୃଷକ ସଭା ପକ୍ଷରୁ ପ୍ରଦାନ କରା ଯାଇଥିବା ପ୍ରମୁଖ ଦାଵୀ ମଧ୍ୟରେ ପ୍ରଚୁର ପରିମାଣର ବିହନ ମହଜୁଦ୍ ରଖିବା  ଏବଂ ଚାଷୀ ମାନଙ୍କୁ ମାଗଣାରେ ବିହନ ଦେବା , ରିହାତି ଦରରେ ସାର ଯୋଗାଇଦେବା ସହିତ ସାର କଳାବଜାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା , କେନାଲ ଗୁଡ଼ିକର ତୁରନ୍ତ ମରାମତି କରିବା , ଉଠାଜଳସେଚନ  ପଏଣ୍ଟ ଗୁଡ଼ିକ ର ମରାମତି ସହିତ ବିଦ୍ୟୁତ ଦେୟ ଛାଡ କରିବା , ଗଞ୍ଜାମ ଜିଲ୍ଲାର ସମସ୍ତ ଚାଷୀ ଙ୍କୁ ମାଗଣା ଶସ୍ୟ ବୀମା ସୁବିଧା ଦେବା  ସହିତ କୃଷିଋଣ ଛାଡ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରଦାମ କମାଇବା, ଅସହାୟ ଭତ୍ତା ନିୟମିତ ଓ ନିର୍ଦ୍ଦିଷ୍ଟ ସମୟରେ ଦେବା ଏବଂ ଚାଷୀ ମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷସାରା କାମ ଯୋଗାଇଦେବା ପ୍ରଭୃତି ଦାବୀ ରହିଛି । ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟିବା ସମୟରେ ସଭାପତି ଶ୍ରୀ ରଥ ଙ୍କ ସମେତ ସମ୍ପାଦକ ରାଜିବ ଲୋଚନ ପଣ୍ଡାଙ୍କ ସମେତ ସମ୍ପାଦକ ନୀଳକଣ୍ଠ ଦାସ , ବରିଷ୍ଠ କୃଷକ ନେତା ରଙ୍କନାଥ ସ୍ବାଇଁ , ସତ୍ୟନାରାୟଣ ମହାପାତ୍ର , ପଞ୍ଚାନନ ସ୍ବାଇଁ , ଗୋପାଳ ଭୁୟାଁ , ସତ୍ୟବାଦୀ ସ୍ବାଇଁ , ଜୟକୃଷ୍ଣ ନାୟକ , ଏମ୍. କ୍ରିଷ୍ଣା ରେଡି , ଟି. ନାରାୟଣ ରେଡି , ସି.ଏଚ୍. ଜନାର୍ଦ୍ଧନ ରେଡି , ଦଣ୍ଡାସି ପାତ୍ର , ହରିହର ପାତ୍ର , ବିଜୟ ସାମନ୍ତରା ପ୍ରମୁଖ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଉପସ୍ଥିତ ରହି ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଜିଲ୍ଲାପ୍ରଶାସନ କୁ ଅବଗତ କରାଇଥିଲେ ଏବଂ ଉକ୍ତ ୧୧ ଦଫା ଦାବୀ ସମ୍ପର୍କରେ ଦର୍ଶାଇଥିଲେ ।।

News Comment

You Might Also Like

BACK TO TOP