Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଜେଲରୁ କମ ଦିନ ମଧ୍ୟରେ ମୁକ୍ତ ହେବେ ବହୁ ଚର୍ଚିତ ଦାରା ସିଂହ |

15-Jul-2026

ସୂଚନା ମିଳିଛି କମ ଦିନ ମଧ୍ୟରେ ଜେଲରୁ ମୁକୁଳିବେ ଦାରା ସିଂହ,

ଓଡିଶା ଜନ ମତ ବ୍ୟୁରୋ ,

ଦାରା ସିଂହ କହିଲେ ସମସ୍ତେ ଜାଣିବେ | ସେତେବେଳର ସେଜଣେ ଚର୍ଚିତ ଚେହେରା  | ରାଜ୍ୟ, ଦେଶ ଓ ବିଦେଶ ରେ ମଧ୍ୟ ସେତେବେଳେ ସବୁଠି ତାଙ୍କରି ଚର୍ଚ୍ଚା |  ଅଷ୍ଟ୍ରେଲିଆ ର  ଗ୍ରାହମ ସ୍ଟେନ ଓ ତାଙ୍କ ଦୁଇ ଶିଶୁ ଙ୍କୁ ପୋଡି ଜାଳି ମାରିଦେବା ଘଟଣା ରେ ସେ ଆଜି ପର୍ଯ୍ୟନ୍ତ ଜେଲରେ ଥିଲେ | ଏପରି ଏକ  ହୃଦୟ ବିଦାରକ ଘଟଣା ଘଟାଇ ସେ ବହୁ ବର୍ଷ ହେଲା ଜେଲରେ ଥିଲେ | ଦୀର୍ଘ ୨୬ ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ଜେଲ୍ ପ୍ରାଚୀରରୁ ମୁକୁଳିବାକୁ ଯାଉଛନ୍ତି ବହୁଚର୍ଚ୍ଚିତ କଏଦୀ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ। ଆଗାମୀ ଅଗଷ୍ଟ ୧୫ରେ ତାଙ୍କୁ ଜେଲ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।୨୬ ବର୍ଷ ଧରି କାରାଗାରରେ ବନ୍ଦୀ ଥିବା ଦାରା ସିଂହଙ୍କ ମୁକ୍ତି ପାଇଁ ଦାରା ସେନା ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଡିଭିଜନ ବେଞ୍ଚର ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଶେଷ ହୋଇଛି। କୋର୍ଟ ଅଗଷ୍ଟ ୧୫ ସୁଦ୍ଧା ତାଙ୍କୁ ଜେଲ୍ରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହୋଇଥିବା `ଷ୍ଟେଟ ରିଭ୍ୟୁ ବୋର୍ଡ` ବୈଠକରେ ଭଲ ଆଚରଣ ଓ ଦୀର୍ଘ ଦିନର ସଜା କାଟିବା ଆଧାରରେ ଦାରା ସିଂହଙ୍କୁ ଜେଲରୁ ମୁକ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ଆଧାରରେ ଦାରା ସେନା ପକ୍ଷରୁ ମାମଲା ପରିଚାଳନା କରାଯାଇଥିଲା।ଦାରାସେନା ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଏ. ପି. ସିଂହ ଏହି ନିଷ୍ପତ୍ତି ପାଇଁ ମାନ୍ୟ ବର ସୁପ୍ରିମକୋର୍ଟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜଣାଇ ଛନ୍ତି। ଆଇନ ଜୀବୀଙ୍କ ସୂଚନା ଅନୁଯାୟୀ, ମାମଲା ରେ କିଛି ବୈଷୟିକ (ଟେକ୍ନିକାଲ ) ସମସ୍ୟା ରହିଛି। ଯେହେତୁ ଦାରା ସିଂହ ମୂଳତଃ ଉତ୍ତର ପ୍ରଦେଶର ବାସିନ୍ଦା, ତେଣୁ ତାଙ୍କର ସ୍ଥାନୀୟପ୍ରଶାସନିକ ଯାଞ୍ଚ କରିବାରେ କିଛି ଅସୁବିଧା ଦେଖାଦେଉଛି।
କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଅଗଷ୍ଟ ୧୫ରେ ଛଡ଼ାଯିବାର ସମ୍ଭାବନା ଅଧିକ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ଅଗଷ୍ଟ ୧୯ ତାରିଖରେ ଧାର୍ଯ୍ୟ କରା ଯାଇଛି। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓଡ଼ିଶା ସରକାର ତାଙ୍କୁ ଜେଲରୁ ନ ଛାଡ଼ନ୍ତି, ତେବେସୁପ୍ରିମ କୋର୍ଟ ଏହା ଉପରେ ପରବର୍ତ୍ତୀ କଡ଼ା ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି | ତେଣୁ ଦାରା ସିଂହ ଜେଲ ରୁ ମୁକୁଳିବା ସମ୍ଭାବନା ବେଶି ଉଜ୍ବକ  |

News Comment

You Might Also Like

BACK TO TOP