Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଲେଖିକା ତସଲିମା ନାସରିନ 20 ବର୍ଷ ପରେ ପଶ୍ଚିମ ବଙ୍ଗ ଫେରିବେ | |

16-Jul-2026

ଦୀର୍ଘ 20 ବର୍ଷ ପରେ ପଶ୍ଚିମ ବଙ୍ଗ ଫେରିବେ ଲେଖିକା  ତାସଲିମା ନାସରିନ |

ଓଡିଶା ଜନ ମତ ବ୍ୟୁରୋ,

ଵେଦେଶରେ ଦୀର୍ଘ ୨୦ ବର୍ଷ  ଦେଶ ଛାଡ଼ି  ରହିଲା ପରେ  କୋଲକାତା ଫେରୁ ଛନ୍ତିତସଲିମା ନାସ ରିନ |  କୋଲକତା ରେ ବାମମେଣ୍ଟ ସରକାର ସମୟରେ ତସଲିମା ନାସରିନଙ୍କୁ ତୀବ୍ର ବିରୋଧ କରାଯାଇଥିଲା । ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖି  ବାକୁ ମିଳିଥିଲା । ଏହି କାରଣରୁ ୨୦୦୭ ମସିହା ରେ ତସଲିମାଙ୍କୁକୋଲକାତା ଛାଡ଼ିବାକୁ ପଡ଼ିଥିଲା । ସେହି ଦିନ ଠାରୁ ତସଲିମା କୋଲ କାତା ଫେରିବାକୁ ଅନେକ ଥର ଚେଷ୍ଟା କରିଥିଲେ । ହେଲେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ କୋଲକତା ଆସିବାକୁ ଅନୁମତି ମିଳି ନଥିଲା । ଏହି କାରଣରୁ ସେ ୨୦ ବର୍ଷରୁ ଅଧିକ ସମୟ ଧରି କୋଲକାତା ଫେରିପାରି ନଥିଲେ । ଏବେ ପଶ୍ଚିମ ବଙ୍ଗରେ ବିଜେପି ସରକାର ଗଠନ କରିବା ପରେ ତସଲିମାଙ୍କୁ କୋଲକାତା ଫେରିବାକୁ ସୁଯୋଗ ମିଳିଛି ।ବାଂଲା ଦେଶରୁ ନିର୍ବାସିତ ଲେଖିକା ତସଲିମାନାସରିନ୍ ପାଖା ପାଖି ୨୦ ବର୍ଷ ପରେ କୋଲକତା ଫୋରୁଛନ୍ତି । ସେ ଅଗଷ୍ଟ ପହିଲାରେ ରବିନ୍ଦ୍ର ସଦନରେ କଟ୍ଟର ପନ୍ଥୀ ବିରୋଧୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ରେ ଅନେକ କବି ଓ ଲେଖକ ମଧ୍ୟ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି । ତସଲିମା ନିଜେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି । ତାଙ୍କର ଏହି ଘୋଷଣା ପରେ ଲେଖକ ଓ ବୁଦ୍ଧିଜୀବୀ ମହଲରେ ବଡ଼ ତର୍କ ଆରମ୍ଭ ହୋଇଯାଇଥିଲା | ତସଲିମାଙ୍କ ଲିଖିତ ପୁସ୍ତକ "ଲଜ୍ଜା` କୁ ନେଇ ବିବାଦ ଦେଖାଦେବା ପରେ ସେ ବାଂଲାଦେଶ ଛାଡ଼ିଥିଲେ । ସେତେବେଳେ ବାଂଲାଦେଶ ରେ ଇସଲାମିକକଟ୍ଟରପନ୍ଥୀ ସରକାର ତସଲିମାଙ୍କ ବିରୋଧରେ ଫତୱା ଜାରି କରିଥିଲା । ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା । ଦୁଇମାସ ଲୁଚିବା ପରେ ସେ ୧୯୯୪ ମସିହାରେ ସ୍ୱିଡେନ ଚାଲିଯାଇଥିଲେ । ଏହାପରେ ସେ ଲଗାତର ନିର୍ବାସନରେ ରହିଛନ୍ତି । ତେବେ ସେଠାରେ ବିଜେପି ଶାସନ ପରେ ସେ ପୁଣି ପଶ୍ଚିମ ବଙ୍ଗ ଫେରିବେ ବୋଲି ସୂଚନା ଦେଇଛନ୍ତି |

News Comment

You Might Also Like

BACK TO TOP