Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ ଙ୍କ ଆଶୀର୍ବାଦ ପାଇଁ ବୃନ୍ଦାବନ ଗଲେ ଅନୁଷ୍କା ଓ ବିରାଟ କୋହିଲି |

23-Jul-2026

  ଷ୍ଟାର କ୍ରିକେଟର ବିରାଟ କୋହିଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା  ପୁଣି ଥରେ ଚର୍ଚାରେ |

( ବୃନ୍ଦାବନ ରେଥିବା ମହାନ ସନ୍ଥ ପ୍ରେମାନନ୍ଦ ଙ୍କ ଆଶୀର୍ବାଦ ପାଇଁ  କାଦୁଅରେ ଖାଲି ପାଦରେ ଚାଲି ଚାଲି ଗଲେ | 

ଓଡିଶା ଜନ ମତ ବ୍ୟୁରୋ, 

 କେତେବେଳେ କିଏ କେଉଁ କାମ ପାଇଁ ଚର୍ଚ୍ଚା ରେ ରୁହନ୍ତି ସେ ଅଭିନେତା ଅଭିନେତ୍ରୀ, ହୁଅନ୍ତୁ, କିମ୍ବା  ଖେଳାଳି,ରାଜନେତା,  ପ୍ରଶାସକ  ହୁଅନ୍ତୁ  | ଆଧ୍ୟାତ୍ମିକ ଚିନ୍ତାଧାରା ପାଇଁ  ଦୁଇଜଣ ସେଲିବ୍ରିଟି ଆଜି ଚର୍ଚାରେ, ସେମାନେ ହେଲେ ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ନିଜରନିଚ୍ଛ  ଭକ୍ତି ଭାବ ଶୈଳୀ  ର ପରାକାଷ୍ଠା ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଦମ୍ପତି ବୃନ୍ଦାବନ ଗସ୍ତ କରି ଭକ୍ତିର ଏକ ଅନନ୍ୟ ଉଦାହରଣ ସୃଷ୍ଟ  କରିଛନ୍ତି। ବିରାଟ ଓ ଅନୁଷ୍କା ବୃନ୍ଦାବନର ଗଳିରେ କାଦୁଅ ଥିବା ସତ୍ତ୍ୱେ ଖାଲି ପାଦରେ ଚାଲି ଥିଲେ  | ସେମାନଙ୍କ ଏହି ନମ୍ରତା ଓ ସରଳତା ପାଇଁ ସେମାନଙ୍କ ରପ୍ରଶଂସକ ମାନେ ବେଶି ଉତ୍ସାହିତ ହେବାସହ ଏହି  ବ୍ୟକ୍ତି ମାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ କୋଟି କୋଟି ପ୍ରଶଂସକଙ୍କ ମନ ଜିତିପାରନ୍ତି । ନିଜର ଏହି ଗସ୍ତ ସମୟରେ ବିରାଟ ଏବଂ ଅନୁଷ୍କା ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଥିଲେ। ସେମାନେ ମହାରାଜଙ୍କ ଆଶ୍ରମରେ ପହଞ୍ଚି ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ କିଛି ସମୟ ଧରି ତାଙ୍କର ଆଧ୍ୟାତ୍ମିକ ପ୍ରବଚନ ଶୁଣିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ, ଉଭୟ ଅତ୍ୟନ୍ତ ଭକ୍ତିର ସହ ହାତ ଯୋଡ଼ି ବସିଛନ୍ତି ଏବଂ ମହାରାଜଙ୍କ ପ୍ରତି ଶ୍ରଦ୍ଧା ଅର୍ପଣ କରୁଛନ୍ତି ।ସେଠାରେ ଉପସ୍ଥିତ ଥିବା ଭକ୍ତ ଏବଂ ସ୍ଥାନୀୟ ଲୋକଙ୍କୁ ବିରାଟ ଓ ଅନୁଷ୍କା ଅତ୍ୟନ୍ତ ଆନ୍ତରିକତାର ସହ `ରାଧେ-ରାଧେ` କହି ଅଭିବାଦନ ଜଣାଇଥିଲେ। ଜଣେ ବିଶ୍ୱ ସ୍ତରୀୟ ସେଲିବ୍ରିଟି ହୋଇ ମଧ୍ୟ ସେମାନଙ୍କର ଏପରି ଅହଂକାର ଶୂନ୍ୟ ବ୍ୟବହାର ଏବଂ ଧର୍ମ ପ୍ରତି ଥିବା ଗଭୀର ଆସ୍ଥା ସମସ୍ତଙ୍କୁ ପ୍ରଭାବିତ କରିଛି। କେବଳ କ୍ରିକେଟ୍ ମୈଦାନ ନୁହେଁ, ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ କେତେ ସମ୍ମାନ ଦିଅନ୍ତି । ସାରା ଦେଶରେ ଏହି "ବିରୁଷ୍କା" ଯୋଡ଼ିଙ୍କୁ ନେଇ ବେଶ୍ ପ୍ରଶଂସା କରାଯାଉଛି।

News Comment

You Might Also Like

BACK TO TOP