Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଅଲାଡି ଗାଁ ନଦୀରୁ ବୃଦଙ୍କ ମୃତ ଦେହ ଉଦ୍ଧାର କଲା ପୁରୁଷୋତ୍ତମପୁର ପୋଲିସ |

25-Jul-2026

ଋଷିକୁଲ୍ୟାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର | 
ଓଡିଶା ଜନ ମତ ବ୍ୟୁରୋ,
ଷୋତ୍ତମପୁର ବ୍ଳକ କେ ଏନ ପୁର  ଅନ୍ତର୍ଗତ ଅଲାଡ଼ିଗାଁ ନିକଟ ଋଷିକୁଲ୍ୟା ନଦୀରୁ  ଜନୈକ ବୃଦ୍ଧ ବୃଦ୍ଧଙ୍କ ମୃତ ଦେହ ଦେଖି କିଛି ଲୋକ ପୁରୁଷୋତ୍ତମପୁର ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଠାବ କରିବା ସହିତ ସେହି ଶବକୁ ଜବତ କରିବା ସହ ବ୍ୟବଛେଦ  ପାଇଁ ପଠାଇଛି । ମୃତକ ଜଣଙ୍କ ହେଲେ ରବୀନ୍ଦ୍ର ପଣ୍ଡା (୬୫) ବର୍ଷ ଅଟେ |.ଏହି କେସର ତଦନ୍ତକାରୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ଠାରୁ ସୂଚନା ମିଳିଛି ଯେ ମୃତ ରବୀନ୍ଦ୍ରପଣ୍ଡା  ନିଜ ଘର ବ୍ରହ୍ମପୁର ଲୋଚାପଡା ସ୍ଥିତ ରାମକୃଷ୍ଣ ନଗର ତୃତୀୟ ସାହିରେ ରହୁଥିଲା ବେଳେ କିଛି ଦିନ ହେଲା ପୁରୁଷୋତ୍ତମପୁର ସହରର କପିଳେଶ୍ବର ନଗରରେଥିବା ତାଙ୍କ ସାନ ପୁଅସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ପାଖରେ ରହୁଥିଲେ | ଗତ ୨୧ ତାରିଖସକାଳୁ ସେ ଘରୁ କେଉଁଆଡ଼େ ଚାଲିଯାଇ ଥିଲେ  | ସକାଳୁ ସନ୍ଦ୍ୟା ପର୍ଯ୍ୟନ୍ତ ସେ ନଫେରିବାରୁ ପୁଅ ସହର ର ବିଭିନ୍ନ ସାହି ନଦୀ ତଟ ଏବଂ ବ୍ରହ୍ମପୁର ସବୁ ଖୋଜା ଖୋଜି ପରେ ତାଙ୍କର ସନ୍ଧାନ  ନମିଳିବାରୁ ତାଙ୍କ ପରିବାର ପକ୍ଷରୁ ଏକ ନିଖୋଜ ଏତଲା  ପୁରୁଷୋତ୍ତମପୁର ଥାନା ରେ ଗତ 22 ତାରିଖରେ  ଦେଇଥିଲେ । ଗତ ୨୩ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତଦେହ ଅଲାଡ଼ିଗାଁ ନିକଟସ୍ଥ ଋଷିକୁଲ୍ୟା ନଦୀରେ ଠାବ ହେବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପୁରୁଷୋତ୍ତମପୁର ଡାକ୍ତର ଖାନା କୁ ଆଣିଥିଲେ । ପୋଲିସ ଏକ ଅପମୃତ୍ୟ ମାମଲା (ନଂ.୧୮/୨୬) ରୁଜୁ କରି ତଦନ୍ତ  ଜାରି ରଖିଥିଲା ବେଳେ ଶବ ବ୍ୟବଛେଦ ପରେ ତାଙ୍କ ଶବକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସେ କେଉଁ ପରିସ୍ଥିତି ରେ ଅଲାଡି ଗାଁର ନଦୀ ରେ ଲାଗିଲେ ତା ଉପରେ ପୋଲିସ ତଦନ୍ତ ପରେ ଜଣା ପଡିବ ପ୍ରକୃତ ମୃତ୍ୟୁର  ରହସ୍ୟ!|

News Comment

You Might Also Like

BACK TO TOP