Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ମୃତ୍ୟୁ ମୁଖରୁ ଫଲୋସିପ ଯୁବତୀଙ୍କୁ ବଞ୍ଚାଇ ଥିବା ସାହସୀ ଯୁବକ ଙ୍କୁ ସମ୍ମାନିତ |

25-Jul-2026

ମୃତ୍ୟୁମୁଖରୁ ଫେଲୋଶିପ୍ ଯୁବତୀଙ୍କୁ ବଞ୍ଚାଇଥିବା ସାହସୀ ଯୁବକ ବଳରାମ ବାଗଙ୍କୁ ସମ୍ମାନ |

ଓଡିଶା ଜନମତ ରାୟଗଡ଼ା, ୨୫/୭, କାମେଶ୍ୱର କର କରିଆ :--=

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ କିଛିଦିନ ପୂର୍ବେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜଣେ ଫେଲୋଶିପ୍ ଯୁବତୀଙ୍କୁ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରୁ ମୃତ୍ୟୁମୁଖରୁ ଉଦ୍ଧାର କରି ସାହସ, ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ଅନନ୍ୟ ପରିଚୟ ଦେଇଥିବା ନିୟମଗିରି ଅଞ୍ଚଳର ଭାଲେରୀ ଗ୍ରାମର ଯୁବକ ବଳରାମ ବାଗଙ୍କୁ ସମ୍ମାନିତ କରାଯାଇଛି।ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାର ସମାଜସେବୀ ତଥା ଉଡାଓ କ୍ଲବର ସକ୍ରିୟ ସଦସ୍ୟ ହରିଶଙ୍କର ଚୌଧୁରୀ ଓ ତାଙ୍କ ସହଯୋଗୀ ବୃନ୍ଦାବନ ପଟେଲ, ଯିଏକି ଭାରତୀୟ ରେଳବାଇରେ କାର୍ଯ୍ୟରତ ଥିବା ସହ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ, ସେମାନେ କଲ୍ୟାଣସିଂହପୁରକୁ ଆସି ବଳରାମ ବାଗଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ଅବସରରେ ହରିଶଙ୍କର ଚୌଧୁରୀ କହିଥିଲେ ଯେ, ବଳରାମ ବାଗ ଯେଉଁ ସାହସ, ମାନବିକତା ଓ ନିଷ୍ଠାର ସହ ଜଣେ ଅସହାୟ ଯୁବତୀଙ୍କ ଜୀବନ ରକ୍ଷା ପାଇଁ ଆଗକୁ ଆସିଥିଲେ, ତାହା ସମଗ୍ର ସମାଜ ପାଇଁ ଏକ ପ୍ରେରଣା। ତାଙ୍କ କାର୍ଯ୍ୟ ମହାନ ସନ୍ଥ ଭୀମ ଭୋଇଙ୍କ ଅମର ବାଣୀ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ କୁ ବାସ୍ତବ ରୂପ ଦେଇଛି। ସେ ଆହୁରି କହିଥିଲେ ଯେ, ବଳରାମ ବାଗଙ୍କ ସହ ସାକ୍ଷାତ କରି ତାଙ୍କୁ ସମ୍ମାନ ଜଣାଇବା ସେମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି। ସମାଜରେ ଏଭଳି ସାହସୀ ଓ ମାନବିକ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବା ଦ୍ୱାରା ଅନ୍ୟମାନେ ମଧ୍ୟ ମାନବ ସେବା ଓ ସମାଜ କଲ୍ୟାଣରେ ଆଗେଇ ଆସିବାକୁ ପ୍ରେରିତ ହେବେ ବୋଲି ସେ ମତ ପ୍ରକାଶ କରିଥିଲେ। ବଳରାମ ବାଗଙ୍କ ଏହି ସାହସିକ କାର୍ଯ୍ୟ କେବଳ ନିୟମଗିରି ଅଞ୍ଚଳ ନୁହେଁ, ସମଗ୍ର ରାଜ୍ୟରେ ମାନବିକତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି।

News Comment

You Might Also Like

BACK TO TOP