Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ମାନବ ଚାଲାଣ, ମହିଳା ଓ ଶିଶୁ ସୁରକ୍ଷା, ଶୋଷଣ ପ୍ରତିରୋଧ କ୍ଷେତ୍ର କୁ ବିରୋଧ |

30-Jul-2026

ମାନବ ଚାଲାଣ,ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ । 

 ଓଡିଶା ଜନ ମତ,ଛତ୍ରପୁର, ବ୍ରହ୍ମପୁର,

କେ ସତ୍ୟ ନାରାୟଣ ରେଡ଼ୀ /କୈଳାଶଚନ୍ଦ୍ର ଚୌଧୁରୀ :-

 ଆଇ.ଏସ.ଆର୍.ଡି. ସଖୀ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମଜିଲ୍ଲା ତରଫରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ୟରତ ଶତାଧିକ କର୍ମଚାରୀ , ଭେଣ୍ଡର, କୁଲି, ସଫେଇ କର୍ମଚାରୀ, ହକେର ସ୍ଟାଫ, ଅଟୋ ଚାଳକଙ୍କ ସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସଙ୍କ ସହଯୋଗରେ ଏକ ବୃହତ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ, ପଥପ୍ରାନ୍ତ ପଦଯାତ୍ରା ଓ ସାଧାରଣସଭାରେ  ମୁଖ୍ୟଅତିଥିଭାବେ ବ୍ରହ୍ମପୁର ମହାନଗର ନିଗମର ଆଯୁକ୍ତ କୁମାରୀ ଆକବରମ୍ ସସ୍ୟ ରେଡ୍ଡୀ ଯୋଗଦେଇ ମାନବ ଚାଲାଣକୁ ପ୍ରତିରୋଧ କରିବାସହ ମହିଳା, କିଶୋର ଓ କିଶୋରୀ ବୟସର ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବା ଓ ଦୃଢ ପ୍ରତିବାଦ କରିବାକୁ ଅନୁରୋଧ କରିଥିଲେ । ଗ୍ରାମ୍ୟ ସ୍ତରରୁ ସଚେତନତା ସୃଷ୍ଟି କରିବା ଓ ଏହାର ସମ୍ଭାବ୍ୟ ପୀଡିତାଙ୍କୁ ଚିହ୍ନଟ କରି  ସେମାନଙ୍କ ସୁରକ୍ଷା ଦେବା ସହ ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ​​କରିବାରେ ଆଇନ ପ୍ରଣୟନକାରୀ ସଂସ୍ଥାର ଭୂମିକା ଓ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କ ସହ  ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଏବଂ ବ୍ୟକ୍ତି ସମ୍ପ୍ରଦାୟ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ସହ ପୀଡିତାଙ୍କୁ ସୁରକ୍ଷା ଦେବା ତଥା ନ୍ୟାୟ, ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ପାଇବା ସମେତ ଚାଲାଣ ପୀଡିତାଙ୍କ ସୁରକ୍ଷା ଏବଂ ସମର୍ଥନ ସୁନିଶ୍ଚିତ କରିବା ଓ  ମାନବ ଚାଲାଣ ରୋକିବା ତଥା ସୁରକ୍ଷାକୁ ସୁଦୃଢ଼ କରିବା, ଆଇନ ପ୍ରବର୍ତ୍ତନ ପ୍ରୟାସକୁ ବୃଦ୍ଧି କରିବା ଏବଂ ମାନବ ଚାଲାଣର ମୂଳ କାରଣଗୁଡ଼ିକୁ ଖୋଜି ସମାଧାନ କରିବା ଭଳି ପ୍ରତିରୋଧକ ପଦକ୍ଷେପ ଉପରେ  ଧ୍ୟାନ ଦେବା ଆବଶ୍ୟକତା ବୋଲି ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଦେୱାନୀ ଅଦାଲତ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ଶୀତାଂଶୁ କୁମାର ପଣ୍ଡା ବ୍ରହ୍ମପୁର ମହାନଗର ନିଗମର ଉପ ଆଯୁକ୍ତ ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେବୀ,  ରେଳ ଷ୍ଟେସନ ପରିଚାଳକ ଦୂର୍ଗାପ୍ରସାଦ ବ୍ରହ୍ମା, ରେଳ ସୁରକ୍ଷା ବଳ ଅଧିକାରୀ ବିବେକ କୁମାର, ଭାରପ୍ରାପ୍ତ ସିଟିଇ ଇପିଲି ଶ୍ରୀନିବାସ ରାଓ ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ସି.ଏଚ. ବିଷ୍ଣୁ ସରକାରୀ ରେଳ ପୁଲିସ ଗୋପୀନାଥ କୋଲକା, କୈଳାଶ ଚନ୍ଦ୍ର ବେହେରା,  ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପାର୍ବତୀ ପ୍ରଧାନ, ମହିଳା ସଶସ୍ତ୍ରୀ  ଜିଲ୍ଲା ସଂଯୋଜକା ଶ୍ରୀମତୀ ଗୀତାଞ୍ଜଳି ମହାରଣା, ସମୀର ସମ୍ବଳ, ସୁଶ୍ରୀ ବବିତା ମହାରଣା, ବାପୁଜୀ କନ୍ୟାରୀ, ପିସିଆଇ ଜିଲ୍ଲା ସଂଯୋଜକ ଶ୍ରୀମତୀ ମନରୋମା ମଲ୍ଲିକ, ସାମନ୍ତୟ ଅକଡେମୀ ନିର୍ଦ୍ଧେଶକ ଦେବେଶ ସାମନ୍ତରାୟ, ପ୍ରଶାନ୍ତ କୁମାର ନାୟକ, ଗାୟତ୍ରୀ ଶକ୍ତିପୀଠ ପ୍ରମୁଖ ପ୍ରଫୁଲ ଚନ୍ଦ୍ର ଦାଶ, କ୍ରାନ୍ତି ନିର୍ଦ୍ଧେଶକ ଡକ୍ଟର ଦେବାନନ୍ଦ ଦାସ, କୁଲି ସଂଘ ସଭାପତି ଜେ.ଶଙ୍କର ପାତ୍ର, ଅଟୋ ସଂଘ ସଦସ୍ୟ  ଶ୍ରୀ ସିମାଞ୍ଚଳ ସାହୁ, ଯୋଗଦେଇ ଉଦବୋଧନ ଦେଇଥିଲେ । ରେଳ ଷ୍ଟେସନ ଅଞ୍ଚଳର ସମସ୍ତ ଅଂଶୀଦାର ବ୍ୟକ୍ତିତ୍ଵ ମାନେ ନିଜେ ସତର୍କ ରହିବା, ସୁରକ୍ଷିତ ସମାଜ ଗଠନ କରିବା ସହ ଠକେଇ ଜାଲରେ ନ ଫସି ଏକାଠି ହୋଇ ମାନବ ଚାଲାଣ ବିରୋଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଶପଥ ନେଇଥିଲେ  । 

ଏହି କାର୍ଯ୍ୟକ୍ରମକୁ ଆଇ.ଏସ.ଆର୍.ଡି. ନିର୍ଦ୍ଧେଶକ ସୁଧୀର ସାବତ ସଭାପତିତ୍ଵ କରିଥିବା ବେଳେ ୱାନ ଷ୍ଟପ କେନ୍ଦ୍ରର  କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ । ଶ୍ରୀମତୀ ସ୍ନେହମୟୀ ପାଢୀ, ଆସ୍କିଲା ରାଇକା, ମଧୁସ୍ମିତା ମଲ୍ଲିକ, ବଜରଙ୍ଗୀ ନାୟକ, ସାରଧି ଭାର୍ଗବୀ, ପ୍ରଭାତ କୁମାର ପାଢୀ, ବଲରାମ ମଲ୍ଲିକ, ବି.ସୁନୀତା କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ଆଇ.ଏସ.ଆର୍.ଡି. ସଖୀ ୱାନ ଷ୍ଟପ ସେଣ୍ଟର ର ଗୋପାଳକୃଷ୍ଣ ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।।bଵ .୩୦ / ୭ (କେ.ସତ୍ୟନାରାୟଣ ରେଡ୍ଡୀ, ଓଡ଼ିଶା ଜନମତ) ଆଇ.ଏସ.ଆର୍.ଡି. ସଖୀ ୱାନ ଷ୍ଟପ ସେଣ୍ଟର, ଗଞ୍ଜାମଜିଲ୍ଲା ତରଫରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ୟରତ ଶତାଧିକ କର୍ମଚାରୀ , ଭେଣ୍ଡର, କୁଲି, ସଫେଇ କର୍ମଚାରୀ, ହକେର ସ୍ଟାଫ, ଅଟୋ ଚାଳକଙ୍କ ସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳ ପୁଲିସଙ୍କ ସହଯୋଗରେ ଏକ ବୃହତ ମାନବ ଶୃଙ୍ଖଳା କାର୍ଯ୍ୟକ୍ରମ, ପଥପ୍ରାନ୍ତ ପଦଯାତ୍ରା ଓ ସାଧାରଣସଭାରେ  ମୁଖ୍ୟଅତିଥିଭାବେ ବ୍ରହ୍ମପୁର ମହାନଗର ନିଗମର ଆଯୁକ୍ତ କୁମାରୀ ଆକବରମ୍ ସସ୍ୟ ରେଡ୍ଡୀ ଯୋଗଦେଇ ମାନବ ଚାଲାଣକୁ ପ୍ରତିରୋଧ କରିବାସହ ମହିଳା, କିଶୋର ଓ କିଶୋରୀ ବୟସର ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବା ଓ ଦୃଢ ପ୍ରତିବାଦ କରିବାକୁ ଅନୁରୋଧ କରିଥିଲେ । ଗ୍ରାମ୍ୟ ସ୍ତରରୁ ସଚେତନତା ସୃଷ୍ଟି କରିବା ଓ ଏହାର ସମ୍ଭାବ୍ୟ ପୀଡିତାଙ୍କୁ ଚିହ୍ନଟ କରି  ସେମାନଙ୍କ ସୁରକ୍ଷା ଦେବା ସହ ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ​​କରିବାରେ ଆଇନ ପ୍ରଣୟନକାରୀ ସଂସ୍ଥାର ଭୂମିକା ଓ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କ ସହ  ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଏବଂ ବ୍ୟକ୍ତି ସମ୍ପ୍ରଦାୟ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ସହ ପୀଡିତାଙ୍କୁ ସୁରକ୍ଷା ଦେବା ତଥା ନ୍ୟାୟ, ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ପାଇବା ସମେତ ଚାଲାଣ ପୀଡିତାଙ୍କ ସୁରକ୍ଷା ଏବଂ ସମର୍ଥନ ସୁନିଶ୍ଚିତ କରିବା ଓ  ମାନବ ଚାଲାଣ ରୋକିବା ତଥା ସୁରକ୍ଷାକୁ ସୁଦୃଢ଼ କରିବା, ଆଇନ ପ୍ରବର୍ତ୍ତନ ପ୍ରୟାସକୁ ବୃଦ୍ଧି କରିବା ଏବଂ ମାନବ ଚାଲାଣର ମୂଳ କାରଣଗୁଡ଼ିକୁ ଖୋଜି ସମାଧାନ କରିବା ଭଳି ପ୍ରତିରୋଧକ ପଦକ୍ଷେପ ଉପରେ  ଧ୍ୟାନ ଦେବା ଆବଶ୍ୟକତା ବୋଲି ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଦେୱାନୀ ଅଦାଲତ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ଶୀତାଂଶୁ କୁମାର ପଣ୍ଡା ବ୍ରହ୍ମପୁର ମହାନଗର ନିଗମର ଉପ ଆଯୁକ୍ତ ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେବୀ,  ରେଳ ଷ୍ଟେସନ ପରିଚାଳକ ଦୂର୍ଗାପ୍ରସାଦ ବ୍ରହ୍ମା, ରେଳ ସୁରକ୍ଷା ବଳ ଅଧିକାରୀ ବିବେକ କୁମାର, ଭାରପ୍ରାପ୍ତ ସିଟିଇ ଇପିଲି ଶ୍ରୀନିବାସ ରାଓ ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ସି.ଏଚ. ବିଷ୍ଣୁ ସରକାରୀ ରେଳ ପୁଲିସ ଗୋପୀନାଥ କୋଲକା, କୈଳାଶ ଚନ୍ଦ୍ର ବେହେରା,  ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପାର୍ବତୀ ପ୍ରଧାନ, ମହିଳା ସଶସ୍ତ୍ରୀ  ଜିଲ୍ଲା ସଂଯୋଜକା ଶ୍ରୀମତୀ ଗୀତାଞ୍ଜଳି ମହାରଣା, ସମୀର ସମ୍ବଳ, ସୁଶ୍ରୀ ବବିତା ମହାରଣା, ବାପୁଜୀ କନ୍ୟାରୀ, ପିସିଆଇ ଜିଲ୍ଲା ସଂଯୋଜକ ଶ୍ରୀମତୀ ମନରୋମା ମଲ୍ଲିକ, ସାମନ୍ତୟ ଅକଡେମୀ ନିର୍ଦ୍ଧେଶକ ଦେବେଶ ସାମନ୍ତରାୟ, ପ୍ରଶାନ୍ତ କୁମାର ନାୟକ, ଗାୟତ୍ରୀ ଶକ୍ତିପୀଠ ପ୍ରମୁଖ ପ୍ରଫୁଲ ଚନ୍ଦ୍ର ଦାଶ, କ୍ରାନ୍ତି ନିର୍ଦ୍ଧେଶକ ଡକ୍ଟର ଦେବାନନ୍ଦ ଦାସ, କୁଲି ସଂଘ ସଭାପତି ଜେ.ଶଙ୍କର ପାତ୍ର, ଅଟୋ ସଂଘ ସଦସ୍ୟ  ଶ୍ରୀ ସିମାଞ୍ଚଳ ସାହୁ, ଯୋଗଦେଇ ଉଦବୋଧନ ଦେଇଥିଲେ । ରେଳ ଷ୍ଟେସନ ଅଞ୍ଚଳର ସମସ୍ତ ଅଂଶୀଦାର ବ୍ୟକ୍ତିତ୍ଵ ମାନେ ନିଜେ ସତର୍କ ରହିବା, ସୁରକ୍ଷିତ ସମାଜ ଗଠନ କରିବା ସହ ଠକେଇ ଜାଲରେ ନ ଫସି ଏକାଠି ହୋଇ ମାନବ ଚାଲାଣ ବିରୋଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଶପଥ ନେଇଥିଲେ  । ଏହି କାର୍ଯ୍ୟକ୍ରମକୁ ଆଇ.ଏସ.ଆର୍.ଡି. ନିର୍ଦ୍ଧେଶକ ସୁଧୀର ସାବତ ସଭାପତିତ୍ଵ କରିଥିବା ବେଳେ ୱାନ ଷ୍ଟପ କେନ୍ଦ୍ରର  କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ । ଶ୍ରୀମତୀ ସ୍ନେହମୟୀ ପାଢୀ, ଆସ୍କିଲା ରାଇକା, ମଧୁସ୍ମିତା ମଲ୍ଲିକ, ବଜରଙ୍ଗୀ ନାୟକ, ସାରଧି ଭାର୍ଗବୀ, ପ୍ରଭାତ କୁମାର ପାଢୀ, ବଲରାମ ମଲ୍ଲିକ, ବି.ସୁନୀତା କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ଆଇ.ଏସ.ଆର୍.ଡି. ସଖୀ ୱାନ ଷ୍ଟପ ସେଣ୍ଟର ର ଗୋପାଳକୃଷ୍ଣ ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।।

News Comment

You Might Also Like

BACK TO TOP