Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ରାତି ପାହିଲେ ପ୍ରଥମ ଶ୍ରାବଣ ସୋମବାର, ତୁମ୍ବେଶ୍ୱର ଙ୍କ ପୀଠରେ କାଉଡିଆ ଙ୍କ ଭିଡ଼ |

02-Aug-2026

ପ୍ରଥମ ସୋମବାର ପାଇଁ ଚଳ ଚଞ୍ଚଳ ପ୍ରତାପୁର ଋଷିକୁଲ୍ୟା ଓ ତୁମ୍ବେଶ୍ୱରପୀଠ | 

    ଓଡିଶା ଜନ ମତ ବ୍ୟୁରୋ,

ଶ୍ରାବଣ ମାସ ଆସିଲେ  ଚଳ ଚଞ୍ଚକ ହୋଇଯାଏ ପ୍ରତାପୁର ଗ୍ରାମର  ତୁମ୍ବେଶ୍ୱର ଶୈବ ପୀଠନିକଟ  ପ୍ରସିଦ୍ଧ ଋଷିକୁଲ୍ୟା  ନଦୀ ଘାଟ |ସମସ୍ତ କାଉଡିଆ ଙ୍କ  ଏକତ୍ରିତ ହେବାର କାରଣ ହେଉଛି ଏହି ତୁମ୍ବେଶ୍ୱର ପୀଠ ର ଏକ କିମ୍ବଦନ୍ତୀ ରହିଛି | ତାହା ହେଉଛି ତ୍ରେତୟା ଯୁଗରେ ଯେତେବେଳେ ପ୍ରଭୁ ରାମଚନ୍ଦ୍ର ପିତୃ ସତ୍ୟ  ପାଳନ କରି ବନକୁ ଯାଉଥିଲା ବେଳେ ଏହିରାସ୍ତା ଦେଈ ଦକ୍ଷିଣ କୁ  ଯାଉଥିଲା ବେଳେ ଏହି ଦଣ୍ଡକା ରଣ୍ୟ (ବଣ )ରେ ରାତ୍ରି ଯାପନ କରିଥିଲେ  | ସକାଳ ସମୟରେ ଯେତେବେଳେ ନିତ୍ୟକର୍ମ ସ୍ନାନ ସାରି ରୁଦ୍ରାଅଭିଷେକ ପାଇଁ ଋଷିକୁଲ୍ୟା ନଦୀକୁ ପଠାକୁ ଯାଇ ଥିଲେ  ||ସେତେବେଳେ  ପାଣି ସ୍ରୋତ ରେ ଏକ ଲାଉ ତୁମ୍ଭ ଭାସି ଆସୁଥିବାର ଦେଖି ତାହାକୁ ଆଣି ଶିବଲିଙ୍ଗ ଭାବି ପୂଜା କରିଥିଲେ | ପରେ ଯେତେବେଳେ ତାକୁ ବିସର୍ଜନ କରିବାକୁ  ଚାହିଁ ଥିଲେ ସେହି ଲାଉ ତୁମ୍ଭ  ଉଠି ନଥିଲା |  ତିନିଜଣଙ୍କ ମଧରୁ ରାମଚନ୍ଦ୍ର ଙ୍କ ଦାଶ ଆଙ୍ଗୁଳିର ଚିହ୍ନ ଓ ସୀତାଙ୍କର ଆଙ୍ଗୁଠିର ମୁଦ୍ରିକା ଚିହ୍ନ, ଏବଂ ଲକ୍ଷ୍ମଣ ଙ୍କ ଶର ମୁନର ଚିହ୍ନ ବର୍ତମାନ ସୁଦ୍ଧାଅଛି  | ସେତେବେଳେ ଶୂନ୍ୟବାଣୀ ହେଲା ତୁମପୂଜାରେ ମୂଁ ଅତିବ ପ୍ରସନ୍ନ ହେଲି | ତାହା ଆଉ ଉଠିବ ନାହିଁ | ଏହାଶୁଣି ରାମଚନ୍ଦ୍ର, ସୀତା, ଓ ଲକ୍ଷ୍ମଣ ଭକ୍ତି ପୁତ ଭାବେପ୍ରଣାମ କରି  ଲାଉତୁମ୍ବା ଅନୁସାରେ ସେହି ଶିବଙ୍କର ନାମ  ତୁମ୍ବେଶ୍ୱର ଦେଇଥିଲେ | ଯାହାବି ଆଜି ରାମାୟଣ ର ଆରଣ୍ୟ କାଣ୍ଡରେ ଲେଖା ଯାଇଛି | ଏବଂ ଋଷିକୁଲ୍ୟା ଏଠାରେ ଉତ୍ତର ମୁଖୀ ହୋଈ ଗତି କରିଥିବାରୁ ଏହିଘାଟ ସବୁ କାର୍ଯ୍ୟ ପାଇଁ ଅନୁକୂଳ ଅଟେ | ଏଠାରେ ମହାବାରୁଣୀ ରେ ପିଣ୍ଡ ଦାନ, ଅସ୍ତି ବିସର୍ଜନ, ଶ୍ରାଦ୍ଧ,ତର୍ପଣ, ସ୍ନାନ  ଆଦି କାର୍ଯ୍ୟ ଲୋକମାନେ କରୁଛନ୍ତି |  ବର୍ତମାନ ନଦୀ ଏହି ଶିବ ମନ୍ଦିରଠାରୁ  1000 ମିଟର ଦୁରକୁ ଚାଲି ଯାଇଛି  |ତେଣୁ ଜିଲ୍ଲା ଏବଂ ରାଜ୍ୟର ବହୁ ସ୍ଥାନରୁ କାଉଡିଆ ମାନେ  ଏଠାରୁ ପାଣି ନେବାପାଇଁ ଆସିଥାନ୍ତି | ନଦିଘାଟରେ ବ୍ରାହ୍ମଣ ଦ୍ୱାରା ପୂଜା କରି ପାଣି ଧରିପ୍ରଭୁ ତୁମ୍ବେଶ୍ୱର ଙ୍କୁ ଦର୍ଶନ କରି ମନ୍ଦିର ବେଢ଼ା ବୁଲି ନିଜ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କରନ୍ତି | ସେମାନେ ନିଜର ତଥା ପରିବାର ଓ ଜଗତର ମଙ୍ଗଳ କାମନା ପାଇଁ ଏହି ବ୍ରତ ବା ଅନ୍ୟ ଶିବଲିଙ୍ଗରେ ଜଳ ଲାଗି କରିଥାନ୍ତି  | ତେଣୁ ମାସର ପ୍ରଥମ ସୋମବାର ପାଇଁ ଏହି ପୀଠରେ କାଉଡିଆ ମାନଙ୍କ ଭିଡ଼ ବେଶି ହୋଇଥାଏ | ଶ୍ରାବଣ ମାସ ପାଇଁ ସବୁଠି ଚଳଚଞ୍ଚଳ ଗାଁଠୁ ସହର |  ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର ବମରେ କମ୍ପିବ ଗାଁ ଓ ସହର। ଏଥିପାଇଁ ଶୈବ ପୀଠ ସହ ଚଳଚଞ୍ଚଳ ଗାଁଠୁ ସହର ।  ପ୍ରତାପୁର ତୁମ୍ବେଶ୍ୱର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ରହିଥିବା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ମନ୍ଦିର ସେବାୟତ ତତ୍ତହସ  ଆଇନ ଯିବି  ଗୌରୀ ଶଙ୍କର ରାଉଳ,ତୁମ୍ବନାଥ ରାଉଳ, ବୁଢ଼ା ରାଉଳ,ତାରିଣୀ ଚରଣ ରାଉଳ, ଟୁନା ରାଉଳ, ତପନ ରାଉଳ ଙ୍କ ସହିତ, ଅନେକ ସେବାୟତ, ସେହି ଗ୍ରାମର ସରପଞ୍ଚ ଦାଶ ବେହେରା,  ସମିତି ସଭ୍ୟା ଓ ୱାର୍ଡ ମେମ୍ବର ମାନେ ଗ୍ରାମର ସମାଜ ସେଵୀ ସୁଦର୍ଶନ  ନାୟକ,  ସନ୍ତୋଷ ମହାପାତ୍ର, କିଛି ଯୁବଗୋଷ୍ଟି, ଗ୍ରାମବାସୀ ଏଠାକୁ ଆସୁଥିବା ଯାତ୍ରୀ ମାନଙ୍କୁ ସମସ୍ତ ସହଯୋଗ କରିଥାନ୍ତି | ଶାନ୍ତି ଶୃଙ୍ଖଳା ପାଇଁ ପୁରୁଷୋତ୍ତମପୁର ଥାନାରୁ ପୋଲିସ ମୁତୟନ ହୋଈ ଥାନ୍ତି |

News Comment

You Might Also Like

BACK TO TOP