Breaking News

ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||     

ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ, ଦୁଇ ଯୁବତୀ ଙ୍କ ସହ କିଛି ସାମଗ୍ରୀ ଜବତ ||

03-Aug-2026

ରଘୁନାଥ ପାଲି ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ, ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକ ଅଟକ |

.ଓଡିଶା ଜନ ମତ ବ୍ୟୁରୋ,

  ବେଳେ ବେଳେ କିଛି ବ୍ୟବସାୟୀ ନିଜର ମନ୍ଦ ଉଦେଶ୍ୟ ରେ ଅର୍ଥ ଆଦାୟ ଉଦେଶ୍ୟ ରେ ବାହାରୁ କିଛି ଝିଅ ମାନଙ୍କୁ ଆଣି ଭିଭିନ୍ନ ସ୍ଥାନରେ ଅନୈତିକ କାର୍ଯ୍ୟ ରେ ନିୟୋଜିତ କରିଥାନ୍ତି |କିନ୍ତୁ ସବୁବେଳେ ନୁହଁ ଚାନ୍ଦିନୀ ରାତି ଦିନେନା ଦିନେ ପୋଲିସ ହାବୁଡ଼ରେ ପଡ଼ି ଯାଆନ୍ତି  | ସେପରି ଏକ ଘଟଣା ଘଟିଛି ଗତକାଲି ରାତିରେ ସିଭିଲଟାଉନସିପ ଏଲ ବ୍ଲକରେ ଏକ ଭଡ଼ା ଘରେ ସେକ୍ସ ରାକେଟଠାବ ହୋଇଛି l ରଘୁନାଥପାଲି ପୁଲିସ ଦୁଇ ଯୁବତୀଙ୍କ ସହ ଦୁଇ ଗ୍ରାହକଙ୍କୁ ଧରିଛି l ଘଟଣାସ୍ଥଳରୁ ପୁଲିସ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି l

ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ
ଉଦିତନଗର ଓରାମପଡ଼ାର ଜଣେ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଘରକୁ ଭଡ଼ାରେ ନେଇ ସେକ୍ସ ରାକେଟ ଚଳାଉଥିଲେ l ବୃଦ୍ଧା ଓ ତାଙ୍କ ସମ୍ପର୍କୀୟ ଝାରଖଣ୍ଡ ଓ କୋଲକାତାରୁ ଯୁବତୀଙ୍କୁ ଆଣୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ରାଣୀ ମହୁମାଛି କଟକ ୪୨ ମୌଜାର ମୂଳବାସିନ୍ଦା ତଥା ସିଭିଲ୍ ଟାଉନସିପ୍ ଏଲ୍।୧୨ରେ ଭଡ଼ାରେ ରହୁଥିବା ସୁଷମା ପ୍ରଧାନ(୫୯), ସହଯୋଗୀ ଓରାମପଡ଼ାର ଦଶରଥ ତନ୍ତୀ(୬୫), ଗ୍ରାହକ ବରଗଡ଼ ଆଗଲପୁରର ମୂଳବାସିନ୍ଦା ତଥା ସେକ୍ଟର-୧୫ ସି/୨୫୨ର ଦେବେନ୍ଦ୍ର ହରପାଲ(୨୭), ଡିଏଭି ସ୍କୁଲ ଲେନର ସତିଶ ଗୁପ୍ତା(୪୧)। ଘଟଣାସ୍ଥଳରୁ ୨ ଜଣ ଦେହ ବ୍ଯବସାୟୀଙ୍କୁ ଉଦ୍ଧାର କରାଯାଇଛି

News Comment

You Might Also Like

BACK TO TOP