Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ମହିଳା ମାନେ ମଧ୍ୟ ସବୁ ଦୁର୍ବଳ କାର୍ଯ୍ୟ କରିପାରନ୍ତି, ଉଦାହରଣ ରଚିଲେ ସମ୍ପର୍କୀୟ ବିଧବା ଭାଉଜ |

04-Aug-2026

ଜଣେ ସମ୍ପର୍କୀୟ ନଣନ୍ଦ ଙ୍କ କେହି ନଥିବାରୁ ଶେଷକୃତ୍ୟ  ସମ୍ପର୍ଣ୍ଣ  କଲେ  ବିଧବା ନିଃସନ୍ତା  ଭାଉଜ  |

ଓଡିଶା ଜନ ମତ ବ୍ୟୁରୋ, 

 ବର୍ତମାନ କଳିଯୁଗରେ ସେହି ପୌରାଣିକ ଯୁଗର କିମ୍ବା  ରୁଷି ନୈଷ୍ଟିକ ବ୍ରାହ୍ମଣ, ଗୁରୁ କିମ୍ବା ମହାପୁରୁଷ ଙ୍କ ବାଣୀ କୁ ଛାଡ଼ି  ବହୁତ କିଛି କାର୍ଯ୍ୟ କରୁଛନ୍ତି ମହିଳା ମାନେ | ଯାହାର ପୁତ୍ର ସନ୍ତାନ ନଥାଇ କେବଳ ଝିଅଟିଏ ଥାଏ ତେବେ ସେହି ପିତା, ମାତାଙ୍କ ଆକସ୍ମିକ କିମ୍ବା ସାଧରଣ ମୃତ୍ୟୁ ହେଲେ ସେହି ଝିଅହିଁ ତାଙ୍କର  ସବୁ  ମୁଖାଗ୍ନି ଠାରୁ ଦ୍ୱାଦଶାହ କାର୍ଯ୍ୟ ମଧ୍ୟ କରୁଥିବାର ବହୁତ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳୁଛି |  ତେବେ ଏପରି ଜଣେ ମହିଳା ତାଙ୍କ ପରିବାର ର ସ୍ୱମୀ,  ଦିଅର କିଏ ନଥିବାରୁ ଅର୍ଥାତ ମୃତ୍ୟୁ ବରଣ କରିଥିବାରୁ  କେବଳ ରହିଥିବା ଗୋଟିଏ ନଣନ୍ଦ ଙ୍କ  ଅକାଳ ମୃତ୍ୟୁ ପରେ  ନିଃସନ୍ତାନ ଭାଉଜ  ଖବର ଶୁଣି ଅନ୍ୟ ଗାଁରୁ ଆସି କିଛି ବାହ୍ୟ ଯୁବକଙ୍କ ସହଯୋଗ ର ସଂସ୍କାର କାର୍ଯ୍ୟ କରିଥିଲେ | ଏପରି ଏକ ଘଟଣା ଘଟିଛି କାଶୀନଗର ସହର ର ୱାର୍ଡ ନମ୍ବର 6 ରେ ଜଣେ ମହିଳା ଦୁବଡା  ରୁପା ଙ୍କ ଶେଷ କୃତ୍ୟ  ସମ୍ପର୍ଣ କରିଛନ୍ତି ସନ୍ଧ୍ୟା.
ସନ୍ଧ୍ୟା ଙ୍କ ସ୍ୱାମୀ ମରିଯିବା ପରେ ସେ ନିଜ ଗ୍ରାମ ଆରମଡ଼ା ଚାଲିଯାଇଥିଲେ. ଦୁବଡା ରୁପା ଙ୍କ ଆକସ୍ମିକ ମୃତ୍ୟୁ ପରେ  ତାଙ୍କ ସମ୍ପର୍କୀୟ କେହି ଆସି ନ ଥିଲେ. ସ୍ଥାନୀୟ କିଛି ଯୁବକ ଙ୍କ ସହାୟତା ରେ ସନ୍ଧ୍ୟା ନିଜ ସମ୍ପର୍କୀୟ ନଣନ୍ଦ ଙ୍କ ଶେଷ କୃତ୍ୟ କାର୍ଯ୍ୟ କରି ସହର ରେ ଗୋଟିଏ ଉଦାହରଣ ସୃଷ୍ଟି କରିଛନ୍ତି. ଲୋକେ ଏହି ବିଷୟ ନେଇ ମାନବିକତା ଦେଖାଇଥିବା ସନ୍ଧ୍ୟା ଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି |

News Comment

You Might Also Like

BACK TO TOP