Breaking News

ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||     

ନିଜର ସୁଧାର କାର୍ଯ୍ୟ ପାଇଁ ଭଞ୍ଜ ନଗର ଜେଲରୁ ଆଜୀବନ ସଜ୍ଜାରୁ ମୁକ୍ତି ପାଇଲେ ଦୀନବନ୍ଧୁ |

04-Aug-2026

ନିଜର  ଉତ୍ତମ ବ୍ୟବହାର ଯୋଗୁଁ ଦୀନବନ୍ଧୁ ଙ୍କୁ ଆଜୀବନ ସଜାରୁ ମିଳିଲା ମୁକ୍ତି |

ଓଡିଶା ଜନ ମତ ବ୍ୟୁରୋ, 

   ବେଳେ ବେଳେ ବହୁ ଦୁର୍ଦାନ୍ତ ଅପରାଧୀ ମାନେ  ସେମାନଙ୍କ ଆଚାର, ବ୍ୟବହାର ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଜେଲର ଓ ସୁପରିଟେଣ୍ଡେଣ୍ଡ ଙ୍କ ପ୍ରିୟପାତ୍ର ଯୋଗୁଁ ସେମାନଙ୍କ ସଜ୍ଜା ରେ କିଛି କୋହଳ କରାଯାଇ ସେମାନଙ୍କୁ ଖୁବ ଶୀଘ୍ର ଜେଲରୁ ଘରକୁ ପଠାଜିବାର ନଜିର ବହୁତ ରହିଛି | ସେପରି ଜଣେ ଜେଲରେ ଜଘନ୍ୟ ଅପରାଧ ଘଟାଇ ଦଣ୍ଡ ଭୋଗୁଥିବା କିଛି ଆଜୀବନ ଦଣ୍ଡରେ ଦଣ୍ଡିତ ରହିଥିବା କଏଦୀ ଙ୍କବ୍ୟବହାର ଆଚରଣକୁ ଲକ୍ଷ୍ୟ କରି ସେମାନଙ୍କୁ ଜେଲଦଣ୍ଡରୁ ମୁକ୍ତି କରାଯାଇଛି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଜେଲରେ କାରାଦଣ୍ଡ ଭେଗୁଥିବା ୧୯ଜଣ କଏବାଙ୍କୁ ନୂଆ ଜୀବନ ମିଳିଛି। ସେଥି ମଧ୍ୟରେ ଭଞ୍ଜନଗର ସ୍ବତନ୍ତ୍ର କାରାଗରର ଦୀନବନ୍ଧୁ ଆଳତିଆ ରହିଛନ୍ତି। ବର୍ତ୍ତମାନ ୭୦ ବର୍ଷରୁ ଅଧିକ ତାଙ୍କ ବୟସ ହୋଇଥିବା ବେଳେ ରାଜ୍ୟ କାରାଦଣ୍ଡ ସମୀକ୍ଷା ବୋର୍ଡ ବିଭିନ୍ନ ଦିଗକୁ ତର୍ଜମା କରିବା ସହ ଉତ୍ତମ ବ୍ୟବହାର ଓ ଚାଲିଚଳଣି ପାଇଁ ବିଭିନ୍ନ ଜେଲ୍‌ରେ ଦଣ୍ଡ ଭୋଗୁଥିବା କଏଦିଙ୍କୁ  ଖଲାସ କରିଥିବା ବେଳେ ସେଥିରେ ଦୀନବନ୍ଧୁ ମଧ୍ୟ ମୁକୁଳିଛନ୍ତି। ଜେଲ କର୍ତ୍ତୁପକ୍ଷ ତାଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ବଦ୍ଧିତ କରି  ତାଙ୍କୁ ଜେଲରୁ ବାହାରକୁ ଛାଡିଥିଲେ। ଦୀନବନ୍ଧୁଙ୍କ ଘର ବୁଗୁଡା ଥାନା ଇଲାକାରେ ହୋଇଥିବା ବେଳେ ସେ ୨୦୧୫ ମସିହାରେ ଏକ ହତ୍ୟା ମାମଲାରେ ଜଡିତ ହୋଇ ଜେଲକୁ ଆସିଥିଲେ। ଏହାପରେ ୨୦୨୧ ମସିହାରେ ତାଙ୍କ ମାମଲାର ଶୁଣାଣୀ ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରଠାରୁ ସେ ଜେଲ ଭିତରେ ବନ୍ଦୀ ଜୀବନ ବିତାଉଥିଲେ। ଏହି ସମୟରେ ସେ ଜେଲ ପକ୍ଷରୁ ନିଆଯାଉଥିବା ସୁଧାର ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଜେଲ ଭିତରେ କଏଦୀ ମାନଙ୍କୁ ସୁଧାର ପ୍ରକ୍ରିୟାରେ ସାମିଲ କରିବା ପାଇଁ ବହୁବିଦ୍ଧି ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଅନେକ ଏହି ଜେଲ ସୁଧାର ପ୍ରକ୍ରିୟାରେ ମଧ୍ୟ ନିଜକୁ ସାମିଲ କରୁଛନ୍ତି। ଆଉ ବିଭିନ୍ନ ମାନଦଣ୍ଡକୁ ନେଇ କଏଦୀ ମାନଙ୍କ ଚାଲିଚଳନ ଆଚାର ବ୍ୟବହାର ଆଦି ଉପରେ ନଜର ରଖାଯାଉଛି। ଆଉ ରାଜ୍ୟ କାରାଦଣ୍ଡ ସମୀକ୍ଷା ବୋର୍ଡ ଏସବୁର ସମୀକ୍ଷା କରି ନିଷ୍ପତି ‌ନେଉଥିବା ବେଳେ ଭଞ୍ଜନଗର ଜେଲରୁ ଏଭଳି ୩ ଜଣଙ୍କ ନାମ ଚୟନ କରାଯାଇଥିବା ବେ‌ଳେ ସମୀକ୍ଷା ପରେ କେବଳ ଦୀନବନ୍ଧୁଙ୍କୁ କାରଦଣ୍ଡରୁ ମୁକୁଳିଥିବା ଜେଲ ଅଧୀକ୍ଷକ ମାନସ ସାମନ୍ତ ସୂଚନା ଦେଇଛନ୍ତି। ଏଥିସହ ତାଙ୍କୁ ଜେଲ କଏଦୀ ସମା୍ଜ ମଙ୍ଗଳ ପାଣ୍ଠିରୁ ୫ ହଜାର ଟଙ୍କାର ଏକ ଚେକ୍‌ ମଧ୍ୟ ପ୍ରଦାନ କରାଯାଇଥିବା ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ‌ତେ‌ବେ ଯେଉଁ ମାନେ କୌଣସି ବି ପରିସ୍ଥିତିରେ ପଡି ଅପରାଧ ଦୁନିଆକୁ ପଶି ଆସୁଛନ୍ତି। ଆଉ ପରବର୍ତ୍ତି ସମୟରେ ପଶ୍ଚାତାପ କରୁଛନ୍ତି ସେମାନେ ଏଭଳି ସୁଧାର ପ୍ରକ୍ରିୟାରେ ନିଜକୁ ସାମିଲ କରିବା ଉଚିତ ବୋଲି ଜେଲ ପରିଦର୍ଶକ କମିଟିର ସଦସ୍ୟ ଜଗବନ୍ଧୁ ଜେନା କହିଛନ୍ତି। ଭବିଷ୍ୟତରେ ଅପରାଧ ଦୁନିଆକୁ ପଛରେ ପକାଇ ସାଧାରଣ ଜୀବନଯାପନ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାରେ ଏଭଳି ନିଷ୍ପତି ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି।

News Comment

You Might Also Like

BACK TO TOP