Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |

08-Aug-2026

ବୁଦା ମୂଳରୁ ବୃଦ୍ଧ ଙ୍କ ଗଳିତ  ଶବ ଉଦ୍ଧାର ସହ ଅଭିଯୁକ୍ତ ଗିରଫକଲା ବୋଡେ଼ନ ପୋଲିସ ||

ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବୋଇରଗାଁ ପଞ୍ଚାୟତର ବାବେପରା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ।କୌଣସି କାରଣରୁ ବାଉଁଶ ଠେଙ୍ଗାରେ ପିଟିପିଟି ବଡ଼ ବାପାର ପୁଅ (ଅକାଳୁ) ପହରିଆକୁ ହତ୍ୟା କରିଛି ସାନ ବାପାର ପୁଅ (ରବି) ପହରିଆ । ସୂଚନାନୁସାରେ ଗତ ସୋମବାର ଦିନ ଭଇଁସାଦାନି ପଞ୍ଚାୟତ କାଟଫେର ଗ୍ରାମର ମୃତକ ଅକାଲୁ ପହରିଆ(୬୨) ନିଜ ସ୍ତ୍ରୀ, ଭାଇ ଓ ଭାଇଙ୍କ ସ୍ତ୍ରୀ ଙ୍କ ସହିତ ଭତ୍ତା ଟଙ୍କା ପାଇଁ ବୋଡ଼େନ ଆସିଥିଲେ । ପରେ ସମସ୍ତେ ନିଜ ନିଜ କାମ ସାରି ବାବେପଡ଼ାର ମୁଡ଼ତପୁ ପହରିଆ ଘରେ ଅଟକି।ଖୁଆପିଆ କରିବାପରେ କୌଣସି କାରଣରୁ ଅକାଳୁ ପହରିଆ ଓ ରବି ପହରିଆ ମଧ୍ୟରେ ରାତ୍ର ୮ଟା ସମୟରେ କଥା କଟା କୁଟି ହୋଇ କଳହ ସୃଷ୍ଟି ହୋଇଥିଲା ଏଥିରେ ରବି ପହରିଆ ରାଗିଯାଇ ଆକାଲୁ ପହରିଆକୁ ଘରୁ ବାହାର କୁ ଡାକି ଏକ ବାଉଁଶ ଠେଙ୍ଗାରେ ଶକ୍ର ପ୍ରହାର କରିଥିଲା ଯାହା ଫଳରେ ଅକାଳୁ ପହରିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। କାଳେ ଏହି ଘଟଣା ଜଣା ପଡ଼ିଯିବ ଭାବି ସାଙ୍ଗେ ସାଙ୍ଗେ ଆକାକୁ ପହରୀଆର ମୃତ୍ୟୁ ଶରୀରକୁ ରବି ପହରିଆ ନିକଟ ଜଙ୍ଗଲକୁ ନେଇ ଏକ ବୁଦା ମୂଳରେ ଫିଙ୍ଗି ଦେଇ ଚାଲି ଆସିଥିଲା । ହତ୍ୟାର ତିନି ଦିନ ପରେ ମୃତକଙ୍କ ପରିବାର ର କିଛି ଲୋକ ଏହା ଜାଣି ପୂର୍ବତନ ସମିତି ସଭ୍ୟ ତଥା ସମାଜ ଦେବୀ ସୌଦାଗର ସାହୁ ଓ ଆଇନଜୀବୀ ହିରାଲାଲ ମାଝୀଙ୍କ ଆଶ୍ରୟ ନେଇଥିଲେ । ଉଭୟେ କାଳ ବିଳମ୍ବ ନ କରି ବୋଡ଼େନ ପୋଲିସ କୁ ଜଣାଇଥିଲେ । ଏହାର ଉଚିତ ତଦନ୍ତ ପାଇଁ ସୌଦାଗର ସାହୁ ଥାନାର କିଛି କର୍ମଚାରୀଙ୍କୁ ଧରି ଭଇସାଦାନି କାଟଫେର ଗ୍ରାମର ରେ ପହଞ୍ଚି ମଦପାନ କରୁଥିବା ଅବସ୍ଥାରେ ଅଭିଯୁକ୍ତକୁ ଧରି ଆଣି ଥାନାରେ ଜିମା ଦେଇଥିଲେ । ପରେ ବୋଡ଼େନ ପୋଲିସ ଅଭିଯୁକ୍ତ ଙ୍କୁ ପଚରା ଉଚୁରା କରିବାପରେ ସମସ୍ତ ତତ୍ତ୍ବ ଆଧାରରେ ରବି ପହରିଆ ଙ୍କୁ ଅକାଲୁ ପହରୀଆ ହତ୍ୟା ଅଭିଯୋଗରେ (ମାମଲାରେ) ଗିରଫ କରିଥିଲେ ଏବଂ ଜଙ୍ଗଲରୁ ଗଳୀତ ସବ ଉଦ୍ଧାର କରି ସବ ବ୍ୟବଚ୍ଛେଦ ପାଇଁ ଭବାନୀ ପାଟଣା କୁ ପଠାଇଥିଲେ । ପୁଣି ଏହାର ସତ୍ୟ ସତ୍ୟ ଜାଣିବା ପାଇଁ ଖରୀଆର ଏସ ଡି ପି ଓ,ବୋଡ଼େନ ଆଇଆଇସି, ବୋଡ଼େନ ଏସ ଆଇ, ଏ ଏସ ଆଇ, ପୋଲିସ କର୍ମଚାରୀ, ସମାଜ ସେବୀ ସୌଦାଗର ସାହୁ, ଗ୍ରାମର ଭଦ୍ରା ବ୍ୟକ୍ତି ସହିତ ସାଇନ୍ତିକ୍ସିକ୍ ଟିମ ସାହାଯ୍ୟରେ ସିନ କ୍ରିୟେଶନ କରିଥିଲେ ଓ ତାଙ୍କୁ ଦୋଷୀ ସାବ୍ୟସ୍ତ କରି କାଲି ଅଭିଯୁକ୍ତଙ୍କୁ ହତ୍ୟା ମାମଲାରେ କୋଟ ଚାଲାଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

News Comment

You Might Also Like

BACK TO TOP