Breaking News

17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||     

ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |

09-Aug-2026

 ସାତ ଦିନ ବିତି ଯାଇଥିଲେ ମଧ୍ୟ କଲେଜ ଛାତ୍ରକୁ ମାଡ଼ ଘଟଣାରେ ମୁଖ୍ୟ ଆସାମୀକୁ ଧରି ନାହିଁ ପୋଲିସ , ନ୍ୟାୟ ଅପେକ୍ଷା ଗରିବ ପରିବାର।

ପୁଣି କଲେଜ ଛାତ୍ର ଙ୍କୁ ମାଡ଼ | ତାହାପୁଣି ସଂଘବଦ୍ଧ ଭାବେ | କେଉଁ କାରଣରୁ ଜଣେ ଗରିବ ଛାତ୍ର କୁ  ସଂଘବଦ୍ଧ ଭାବେ ଆକ୍ରମଣ କରାଗଲା ତାହା ପୋଲିସ ତଦନ୍ତ ପାରେ ଜଣା ପଡିବ | ତେବେ ଏପରି ଏକ ଘଟଣା ଘଟିଛି ରାଜନଗତ ବ୍ଲକ କୁରୁଣ୍ଟି ପଞ୍ଚାୟତ ପଶ୍ଚିମବେଢା ଗାଁର ଡଲି ମଳିକ ଙ୍କ ନାବାଳକ ପୁଅ ୟୁ.କେ ମହାବୀର କଲେଜ ମଦନପୁରରେ ପଢିବା ପାଇଁ ତାଙ୍କ ବାପ ଘର ବନ୍ଧପଡା ପଞ୍ଚାୟତ ଗୋବିନ୍ଦପୁର ଗାଁରେ ଛାଡିଥିଲେ। ପ୍ରତିଦିନ ପରି ଡଲି ଙ୍କ ପୁଅ କଲେଜ ଯାଇ ସାରି ମାମୁ ଘରକୁ ଫେରିଯାଏ କିନ୍ତୁ ଗତ ୩ ତାରିଖରେ ଡଲି ମଳିକ ଙ୍କ ପୁଅ କଲେଜ ସାରି ମାମୁ ଘର ଫେରିନଥିବା ବେଳେ ରାତ୍ରି ୧୦ ଘଟିକା ସମୟରେ ସାମାଜିକ ଗଣମାଧ୍ୟମରେ ଡଲି ମଳିକ ଦେଖିବାକୁ ପାଇଥିଲେ ଗୋଟିଏ ଭିଡ଼ିଓରେ ୧୦ ରୁ ଉର୍ଦ୍ଧ ସଂଖ୍ୟାର ଅସାମାଜିକ ଯୁବକ ତାଙ୍କୁ ତଳେ ପକାଇ ଛୁଟି ଧରି ଘୋଷାଡ଼ି ଘୋଷାଡ଼ି ଗୋଇଠା ବିଧା ମାରୁଥିବାର ଦେଖି ୪ ତାରିଖ ଦିନ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଡଲି ମଳିକ ଲିଖିତ ଅଭିଯୋଗ ଦେବା ସହିତ ପୁଅ ନିଖୋଜ ଥିବା ଗଣମାଧ୍ୟମ ଆଗରେ ମତ ଦେଇଥିଲେ। ତାପରେ ରାଜନଗର ପୋଲିସର ସହାୟତାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପୋଲିସ ମାଡ଼ ଖାଇଥିବା ନାବାଳକ କୁ ଖୋଜି ବାହାର କରିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଯୁବକକୁ ଉଠାଇଥିଲା,ସେଥି ମଧ୍ୟରୁ ଦୁଇଜଣ ନାବାଳକ ଥିବା ବେଳେ ଜଣେ ସାବଳ ରହିଥିଲା। ସାବଳ ଯୁବକ କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ କୋର୍ଟ ଫରୱାର୍ଡ଼ କରିଥିବା ବେଳେ ନାବାଳକ ଦୁଇଜଣ କୁ ଛାଡି ଦେଇଥିଲା। ଏହାପରେ ସାତଦିନ ବିତିଯାଇଥିଲେ ସୁଦ୍ଧା ଏହି ଅପରାଧରେ ମୁଖ୍ୟ ଆସାମୀ ମାନଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ଧରିବାରେ ଅସମର୍ଥ ହୋଇଛି। ଅନ୍ୟ ପଟେ ଡଲି ମଳିକଙ୍କ ଆଘାତ ପୁଅ ଅତ୍ୟଧିକ ମାଡ଼ ହୋଇଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟ ଆସାମୀ କୁ ନ ଧରିବା ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ଟଙ୍କା ଖାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟ ପଟେ ଏଭଳି ଅପରାଧ ସାରା ଓଡ଼ିଶାରେ ଚହଳ ପକାଇଥିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ କାହିଁକି ଚୁପ ବସିଛନ୍ତି ତାହାକୁ ନେଇ ସବୁଆଡେ ବଡ଼ ଚର୍ଚ୍ଚା ହେଉଛି। ତେବେ ଗରିବ ପରିବାରକୁ ପୋଲିସ ନ୍ୟାୟ ଦେଇପାରୁଛି ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ଆଇନ ବ୍ୟବସ୍ଥାରେ ଅପରାଧର ଶିକାର ହୋଇଥିବା ନାବାଳକ କଲେଜ ଛାତ୍ର ନ୍ୟାୟ ପାଇବେ ନା ସବୁଦିନ ପାଇଁ ଏହି ଅପରାଧ ପୋଲିସ ଅଡୁଆଳ ରେ ରହିଯିବ ତାହା ଏବେ ସମୟ ସାପେକ୍ଷ ହୋଇଥିବା ବେଳେ ଆଇନ ଉପରୁ ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି।

News Comment

You Might Also Like

BACK TO TOP