Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |

10-Aug-2026

 ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇ ମାନବିକତା ଦେଖାଇଲା  ବାଲୁଙ୍ଗା ପୋଲିସ |

ଜଗତରେ କିଛି ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ କିଛି ଲୋକଙ୍କ ଉପକାର ହୋଇ ପାରୁଛି  |  ଯଦିବି ଭୁଲ ବଶତଃ ଅର୍ଥ ଠାରୁ ଆରମ୍ଭ କରି ଅତି ଦରକାରୀ ଜିନିଷ  କିଏ କେଉଁଠାରେ ଛାଡି ଦେଉଛନ୍ତି କିମ୍ବା ପକେଇ ଦେଉଛନ୍ତି ତାହାକୁ ପାଇଲା ପରେ ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ହଜି ଯାଇଥିବା ସାମାନ କୁ ରଖି ଦିଅନ୍ତି ତ କିଛି ବ୍ୟକ୍ତି ତାହାକୁ ସେହି ବ୍ୟକ୍ତିଙ୍କୁ ଫେରାଇ ଦିଅନ୍ତି | ସେପରି ଲୋକ ବହୁତ କମ ଦେଖା ଯାଆନ୍ତି |ସେମାନଙ୍କୁ ସମସ୍ତେ ଭଲ ପାଉଛନ୍ତି |  ଏବଂ ସେମାନଙ୍କ ଏହି ମାନବିକତା ପଣିଆକୁ ଅନ୍ୟମାନେ ମଧ୍ୟ କିଛି ପରିମାଣରେ ଶିକ୍ଷା ଲାଭକରୁଛନ୍ତି | ସେପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ  ପୋଲିସ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରି ତାର ଅସଲି ମାଲିକଙ୍କୁ ଫେରାଇଦେଇଛି. ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି.
ସୂଚନା ମୁତାବକ, ବାଲୁଗାଁ ଥାନା ଅଧୀନ ଗୋବର୍ଦ୍ଧନପୁର ଗାଁର ଲଲାତେନ୍ଦୁ ସାହୁ(31) ପିତା-ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କର Oppo-F19 Pro Plus ମୋବାଇଲ୍ 10.01.2025 ତାରିଖରେ ହଜିଯାଇଥିଲା.ହଜିଯାଇଥିବା ମୋବାଇଲର IMEI ନଂ 861932057848071 ଏବଂ 861932057848063
ବାଲୁଗାଁ ପୋଲିସ ଟେକ୍ନିକାଲ୍ ଟ୍ରାକିଂ ମାଧ୍ୟମରେ ମୋବାଇଲ୍ ଟିକୁ ଖୋଜି  06.08.2026 ତାରିଖରେ ଉଦ୍ଧାର କରିଥିଲା. ଉଦ୍ଧାର ପରେ ପୋଲିସ ମୋବାଇଲ୍ ମାଲିକ ଲଲାତେନ୍ଦୁ ସାହୁଙ୍କୁ ଥାନାକୁ ଡାକି ଯାଞ୍ଚ ପରେ ମୋବାଇଲ୍ ଟିକୁ ତାଙ୍କୁ ହସ୍ତାନ୍ତର କରିଥିଲା.ମୋବାଇଲ୍ ପାଇବା ପରେ ଲଲାତେନ୍ଦୁ ସାହୁ ବାଲୁଗାଁ ପୋଲିସର ଏହି ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି.ଉଦ୍ଧାର ସମୟରେ ସୁଜିତ୍ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ୍ ମିଳିଥିବା ଜଣାପଡିଛି.ବାଲୁଗାଁ ଥାନା ଅଧିକାରୀଣୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇବା ପାଇଁ ପୋଲିସ ସର୍ବଦା ପ୍ରୟାସରତ.

News Comment

You Might Also Like

BACK TO TOP