Breaking News

ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||     

ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |

11-Aug-2026

ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଛୁଆ l ସହାୟତା ପାଇଁ ନିବେଦନ l

ଓଡିଶା ଜନମତ, ବେଗୁନିଆପଡା :11/08/26 :

ଭଞ୍ଜ କିଶୋର ମହାରଣା l

ପିତା ମାତାଙ୍କ ମୃତ୍ୟୁରେ ଅନାଥ ହୋଇ ବେସାହାରା ହେଲେ ଚାରି ଛୁଆ l ସମ୍ବଳ ଅଭାବରେ ହାତଟେକି ବସିଛନ୍ତି l କେମିତି କଟିବ ଜୀବନ ? ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ l 2025 ମସିହାରେ ସେମାନଙ୍କ ବାପା ବାହନ ଡାକୁଆ (40) ଙ୍କ ଦେହାନ୍ତ ହୋଇଥିଲା l ଦୁଃଖ କଷ୍ଟରେ ମା ସୁକାନ୍ତି 4 ସନ୍ତାନକୁ ନେଇ ଯେନେତେନେ ପ୍ରକାରେ ଚଳି ଆସୁଥିଲେ l ବିଧିର ବିଧାନ କେତେ ଦାରୁଣ l ଗତ 7 ତାରିଖ ଦିନ ତାଙ୍କ ମା ସୁକାନ୍ତି ଡାକୁଆ (36)ଙ୍କ ଦେହାନ୍ତ ହୋଇଯାଇଛି l ଘରେ 75 ବର୍ଷୀୟ ବୁଢ଼ୀ ମା l ଏବେ କୁନି କୁନି ଚାରି ଛୁଆଙ୍କ ସାହାରା ହେବ କିଏ ?   ଚାରି ଛୁଆଙ୍କ ମଧ୍ୟରେ 3 ଝିଅ ଜଣେ ପୁଅ l ଘରେ ଟଙ୍କା ପଇସା ବୋଲି କିଛି ନାହିଁ ଚାରି ଛୁଆଙ୍କ ମଧ୍ୟରୁ ବଡ ଝିଅ ପୂଜାର ବୟସ ହେଉଛି 15 ବର୍ଷ l ସେ ଦଶମ ଶ୍ରେଣୀରେ ପଢୁଛି l ମଝିଆ ଝିଅ ଲିଜା ବୟସ (13) ସେ ଅଷ୍ଟମ ଶ୍ରେଣୀରେ ପଢୁଛି l ସାନ ଝିଅ ରାତ୍ରୀ ବୟସ (10) ସେ ପଞ୍ଚମ ଶ୍ରେଣୀରେ ପଢୁଛି । ସବା ସାନ ହେଉଛି ପୁଅ ଭାଗବତ ଯାହାର ବୟସ ମାତ୍ର 2 ବର୍ଷ l ଏଭଳି ଦୁଃଖଦ ଘଟଣା ଯିଏ ଶୁଣୁଛି ତା ଆଖରୁ ଲୁହ ଝରି ପଡ଼ୁଛି l ବର୍ତ୍ତମାନ ଅଜା ଆଇ ଏହି ଛୁଆ ମାନଙ୍କର ଦାୟୀତ୍ବ ନେଉଛନ୍ତି l ସେମାନଙ୍କ ଆର୍ଥିକ ପରିସ୍ଥିତି ମଧ୍ଯ ସ୍ୱଚ୍ଛଳ ନାହିଁ l ଗୋଟିଏ ପଟେ ଚାରି ଛୁଆଙ୍କ ଚଳିବା ପାଇଁ ଟଙ୍କାର ଆବଶ୍ୟକତା ଥିବା ବେଳେ ସେପଟେ ମାଆର ଶୁଦ୍ଧିକ୍ରିୟା କରିବା ପାଇଁ ଟଙ୍କା ନାହିଁ l ଏନେଇ ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟର ହାତ ବଢ଼େଇବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି l

News Comment

You Might Also Like

BACK TO TOP